ୱେଷ୍ଟ ବ୍ୟାଙ୍କ ଉପରେ ଇସ୍ରାଏଲର ନଜର
ନୂଆଦିଲ୍ଲୀ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ ଭିତରେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ୱେଷ୍ଟ ବ୍ୟାଙ୍କ ଅଞ୍ଚଳକୁ ନେଇ ଇସ୍ରାଏଲ ସରକାର ଏକ ବଡ଼ ଚାଲ୍ ଚଳାଇଛନ୍ତି, ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି । ୱେଷ୍ଟ ବ୍ୟାଙ୍କର ଏକ ବଡ଼ ଅଂଶକୁ…