Latest Odisha News

ଗାଁ ଗାଁ ବୁଲି ପରିବା ବାଣ୍ଟୁଛନ୍ତି ପରିବା ଚାଷୀ ଛାୟାରାଣୀ; ଭିଭିଏସ ଲକ୍ଷ୍ମଣ କଲେ ଭୁରି ଭୁରି ପ୍ରଶଂସା

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାର ଜଣେ ସଫଳ ପରିବା ଚାଷୀ ହେଲେ ଛାୟାରାଣୀ ସାହୁ । କରୋନା ମହାମାରୀ ଯୋଗୁଁ ଏବେ ସବୁଆଡ଼େ ଲକ୍‌ଡାଉନ୍ ପରିସ୍ଥିତି । ଗରିବ ଅସହାୟଙ୍କ ଲାଗି ଏହା କଷ୍ଟକର ହୋଇପଡ଼ିଛି । ଏହି ସମୟରେ ଗାଁ ଗାଁ ବୁଲି ନିଜ ଚାଷଜମିର ପରିବା ବାଣ୍ଟି ଚାଲିଛନ୍ତି ଛାୟାରାଣୀ । ଏହିପରି ମହାନ…

ଘାଟିରେ ଓଲଟିଲା ସୁରଟରୁ ଓଡ଼ିଆ ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍‌

ଫୁଲବାଣୀ: ଗୁଜରାଟର ସୁରଟରୁ ଏକ ବସ ଯୋଗେ ଓଡ଼ିଆ ପ୍ରବାସୀ ଫେରୁଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନାନୁଯାୟୀ, ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ଥିବା କଳିଙ୍ଗା ଘାଟି ନିକଟସ୍ଥ ଅନ୍ଧାରକୋଟରେ ଏହି ଯାତ୍ରୀବାହି ବସଟି ଓଲଟି ପଡ଼ିଛି । ଏହି ବସଟି ଗଞ୍ଜାମ ଅଭିମୁଖେ…

କୋଭିଡ଼-19 ଯୋଦ୍ଧାଙ୍କୁ ଧନ୍ୟବାଦ ଜ୍ଞାପନ ପାଇଁ ଦେଶ ସହ ସାମିଲ ହେଲା ଭାରତୀୟ ତଟରକ୍ଷୀ ବାହିନୀ

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀ କୋଭିଡ଼-19 ମହାମାରୀ ବିରୋଧରେ ଲଢ଼େଇ ଜାରି ରଖିଥିବା କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଦେବା କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଛି । ଦେଶରେ କରୋନା ମହାମାରୀ ସଂପ୍ରସାରଣକୁ ରୋକିବା ନିମନ୍ତେ ଏହି ଯୋଦ୍ଧାମାନେ ସକାରାତ୍ମକ ଭାବେ ସାମିଲ ହୋଇଛନ୍ତି ।…

ଆବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବା ଲାଗି ଚଳାଚଳ କଲା ‘ଲାଇଫଲାଇନ୍ ଉଡ଼ାଣ’ର ୪୨୨ଟି ବିମାନ

ଆବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବା ଲାଗି ଚଳାଚଳ କଲା ‘ଲାଇଫଲାଇନ୍ ଉଡ଼ାଣ’ର ୪୨୨ଟି ବିମାନ ନୂଆଦିଲ୍ଲୀ: ଏୟାର ଇଣ୍ଡିଆ, ଆଲାଏନ୍ସ ଏୟାର, ଆଇଏଏଫ ଏବଂ ଘରୋଇ ବିମାନ ଚାଳକ ଦ୍ୱାରା ଜୀବନରେଖା ବା ଲାଇଫ୍ ଲାଇନ ଉଡାଣ ଅଧୀନରେ ୪୨୨ ବିମାନ ଚଳାଚଳ କରିଛି । ଏଥିରେ ଏୟାର ଇଣ୍ଡିଆ ଏବଂ  ଆଲାଏନ୍ସ…

କରୋନା ଯୋଦ୍ଧାଙ୍କୁ ଭାରତର ପ୍ରଣାମ

ନୂଆଦିଲ୍ଲୀ: କୋଭିଡ଼ ଯୋଦ୍ଧାଙ୍କ ସହଯୋଗରେ ଭାରତ କରୋନା ଭୂତାଣୁ ମହାମାରୀ ବିରୋଧରେ ତାର ଯୁଦ୍ଧ ସଫଳତାର ସହ ଲଢ଼ି ଚାଲିଛି । ଭାରତୀୟ ବାୟୁସେନା (ଆଇଏଏଫ) କରୋନା ବିରୋଧୀ ଏହି ଲଢ଼େଇରେ ଜାତୀୟ ପ୍ରୟାସରେ ସାମିଲ ହୋଇ ନିଜର ଯୋଗଦାନ ଦେଇଚାଲିଛି । ଉଭୟ ଘରୋଇ ତଥା ଅନ୍ତରାଷ୍ଟ୍ରୀୟ ସ୍ତରରେ ଲୋକ ଏବଂ…