ଅନୁଭୂତିରେ ଶ୍ରୀଜଗନ୍ନାଥ: ବିଷମକଟକ, ମୁଁ, ମୋ ଭାଇ ଓ ମୋ ଠାକୁର…
ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ
ଦୁଇ ମାସ ତଳର କଥା। ମୋ ଜନ୍ମଦିନର ଗୋଟେ ଦିନ ପରେ। ଭାଇ ଆସି ଥାଏ ବିଶ୍ଵନାଥପୁର (ଲାଞ୍ଜିଗଡ଼)। ସେଦିନ ସକାଳେ ଥୁଆମୂଳ ରାମପୁର ଯିବୁ କହି ଭାଇ ର ମୋର ପ୍ରସ୍ତୁତ ହେଲୁ। କିନ୍ତୁ ଘରୁ ବହାରିଛୁ କି ନାହିଁ…