Latest Odisha News

BREAKING NEWS

ଭାଷା ଭାଗବତ : ଗୁରୁ ପ୍ରାପ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଗୁରୁ ସହଜେ ନ ମିଳଂତି ତେଣୁ ତ ବ୍ୟାପୁଥାଏ ଭ୍ରାଂତି ସବୁବେଳେ ଅଂଧାର ରାତି ଦିଶେନି ଉଜ୍ଜ୍ବଳ ପାହାଂତି ନିଜକୁ ନିଜେ ସଦା ଜଗି ହୋଇବା ଶାଂତି ଉପଭୋଗୀ ନ ହୋଇ ସୁଦ୍ଧା ବିଶ୍ୱତ୍ୟାଗୀ ହୋଇବା ଜୀବନ ସରାଗୀ ଅତି ଅଧିକ ଆନୁଗତ୍ୟ…

ଭାଷା ଭାଗବତ : ବିଲୋପ-ମୁଖୀ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଧୀର ଗତି ଓ ସ୍ଥିର ମନ ରଖିଲେ ସୁସ୍ପଷ୍ଟ ଲିଖନ ସବୁଠି ସର୍ବଦା ସଂଭବ ଏ ସତ୍ୟ କରୁଁ ଅନୁଭବ ବିଶୁଦ୍ଧ ସଂଯତ ଲିଖନ ବଢ଼ାଏ ସାହିତ୍ୟର ମାନ ଲେଖକେ ହେଲେ ସ୍ବେଚ୍ଛାଚାରୀ ସାହିତ୍ୟ ହୁଏ ଅପକାରୀ କେ ପାରେ କେତେ ଶୀଘ୍ର ଲେଖି କିଏ ତା…

ଭାଷା ଭାଗବତ : ନିଜେ ନିଜ ସ୍ତାବକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ନିଜେ ନିଜ ସ୍ତାବକ ହୋଇ ଯିଏ ବି ଯାହା ବି ଲେଖଇ ତହଁର ବିଶ୍ବସନୀୟତା ବୁଝିପାରେନି ମୋର ମଥା ଆତ୍ମପ୍ରଶଂସାକାରୀ ବ୍ୟକ୍ତି ହରାଇ ଅଂତର୍ଗତ ଶକ୍ତି କରିଲେ ନିଜ ଗୁଣଗାନ ହୁଏନି ବିଶ୍ବାସଭାଜନ କରିଲେ ନିଜର ପ୍ରଚାର ହିତ ହୁଏନି…

ଭାଷା ଭାଗବତ : ମହା ନିର୍ଲଜ୍ଜତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ପରିଚିତି ନାମ ଓ ମୁହଁ ଯଦି କେଉଁ କାମକୁ ନୁହଁ ଜନତା ହୋଇ ବଶୀଭୂତ ଅଜାଡ଼ି ଦିଏ ନିଜ ମତ ରାଜତଂତ୍ରର ବିଲୋପନ ଏବେ ବି ଅଟେ ଏକ ସ୍ବପ୍ନ ଏଯାଏଁ ହୋଇନି ବାସ୍ତବ ଏ ସତ୍ୟ କରୁଁ ଅନୁଭବ ବ୍ୟକ୍ତି-ନିର୍ଭର ରାଜନୀତି ଯେହେତୁ ହରାଇନି…

ଭାଷା ଭାଗବତ : ଶୁଦ୍ଧ ସତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ବିବୃତି ଦେଲେ ମାଳ ମାଳ ମିଳେନି ବାଂଛିତ ସୁଫଳ କିଂତୁ କେତେକ ବାକ୍ୟବୀର ତାହା କରଂତି ବାରଂବାର ଗଣମାଧ୍ୟମ ନାମ ନେଇ ଜଣଂକ ବଶଂବଦ ହୋଇ ଯିଏ ଯାହା ବି ଲେଖିଥାଂତି ସେଥିରୁ ମିଳେ ତାଂକୁ ତୃପ୍ତି ଦ୍ରବ୍ୟ, ଧନ ବଂଟନ କରି ହେଲେ…

ଭାଷା ଭାଗବତ : ଛୁଆ ମୂଳଦୁଆ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଭାଷା ଶିକ୍ଷକ ସାଜି ବକ୍ତା କହଂତି ଅନର୍ଗଳ କଥା ଶୁଣାଂତି ଅଲୋଡ଼ା ବକ୍ତୃତା ତେଣୁ ହୋଇଛି ଦୁରବସ୍ଥା ଛାତ୍ର ନ କଲେ ଲେଖାଭ୍ୟାସ ମନକୁ ଜ୍ଞାନର ପ୍ରବେଶ ଅଯଥା ହୁଏ ବିଳଂବିତ ପିଲାଏ ହୁଅଂତି ଦଂଡିତ ଶ୍ରୁତଲିଖନ, ହସ୍ତାକ୍ଷର…

ଭାଷା ଭାଗବତ : ଖଂଡ ଖଂଡ ବିଶ୍ବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଦେଶଜ ଶବ୍ଦକୁ ଉପେକ୍ଷା କଲେ ଭାଷା ପାଏନି ରକ୍ଷା ଶିକ୍ଷିତ ଲୋକେ ଲୋକଚ୍ୟୁତ ହୋଇଲେ କମିବ ମହତ୍ତ୍ବ ଥିଲେ ହେଁ ବହୁବିଧ ବ୍ୟାଧି ମିଳୁନି ନିଶ୍ଚିତ ଔଷଧି ପରଂପରାରେ ହୋଇ ବାଂଧି କରିହୁଏନି ଚିତ୍ତ ଶୁଦ୍ଧି ସ୍ମୃତିର ମୌଳିକ…

ଭାଷା ଭାଗବତ : ହେବା କି ହିତକାରୀ?

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଅଭ୍ୟାସାକ୍ରାଂତ ହେଲେ ବ୍ୟକ୍ତି ନ ଛାଡ଼ି ଅତୀତ ଆସକ୍ତି କରଂତି ସାମୂହିକ କ୍ଷତି ଏମିତି ତାଂକ ନୀତି, ରୀତି ବାଲ୍ୟକାଳରେ ଯେଉଁ ଜ୍ଞାନ କରିଲେ କ୍ରମଶଃ ଅର୍ଜନ ତାହାକୁ ଦିଅଂତି ସମ୍ମାନ ନୂତନତା ପାଏନି ଧ୍ୟାନ ପରିବର୍ତନ ପ୍ରତି…

ଭାଷା ଭାଗବତ : ପାରସ୍ପରିକ ସହଯୋଗ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ବିଦ୍ୟାକୁ କରିଲେ ବିବାଦ ବ୍ୟକ୍ତିକୁ ମିଳେ ଅପବାଦ ହେଲେ କଳହପରାୟଣ ଜ୍ଞାନୀଂକ ମାନ ହୁଏ ନ୍ୟୂନ ଯେ ହୁଏ ସ୍ବଭାବେ କଳିହା ଖୋଜିପାଏନି ସିଧା ରାହା କାନେ ଶୁଭିଲେ ' ଆହା ଆହା ' ତା ମନ ବୁଝେ…

ଭାଷା ଭାଗବତ : ବିଶ୍ବାସ ଓ କର୍ତବ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ବିଶ୍ବାସ ନ ହୋଇ କର୍ତବ୍ୟ ବନିଲେ ଶାବ୍ଦିକ ବକ୍ତବ୍ୟ ଘଟେ ତହିଁର ମୂଲ୍ୟହାନି ଏ କଥା ରଖୁଁ ଏବେ ଜାଣି ବିଶ୍ବାସ ଅନୁସାରେ କର୍ମ କରିଚାଲିଲେ ଅବିରାମ ତହିଁର ଭଲ ପରିଣାମ ବିଶ୍ବକୁ କରେ ମନୋରମ ବିଶ୍ବାସ ମନ ମଧ୍ୟେ ଧରି ଯିଏ ବି…