Latest Odisha News

BREAKING NEWS

ଭାଷା ଭାଗବତ : ଭିଡ଼ର ଅଂଶ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭିଡ଼ରେ ସଭିଏଁ କହଂତି କେହି ବି ଶୁଣି ନ ପାରଂତି ଅନେକେ ହୋଇ ଏକମେଳ ସୃଷ୍ଟି କରଂତି କୋଳାହଳ ମିଳେନି କିଛି ଫଳାଫଳ ତେବେ ବି ହରାଇ ସଂବଳ ସଭିଏଁ କରି ଚଳାଚଳ ଅଂଗରୁ ନିଗାଡ଼ଂତି ଝାଳ ଲୋକଂକ ଏମିତି ସ୍ବଭାବ ଯୋଗୁଁ ହି…

ଭାଷା ଭାଗବତ : ‘ ଛ ‘ ବର୍ଣ ବର୍ଜନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଚକ:ଛକ ଓ ଚୋଟ:ଛୋଟ ପ୍ରଭେଦ ହୋଇଗଲେ ନଷ୍ଟ ଚାଲ:ଛାଲ ଓ ଚାପ:ଛାପ ପାର୍ଥକ୍ଯ କରିଲେ ବିଲୋପ ଗୁଂଡାଟି ଲୋକକୁ ଚେଚୁଚି ଲୋକଟି ଲୋତକ ପୋଚୁଚି କଦଳୀ ବଢ଼ିଆ ପାଚିଚି ଖାଇଲେ ପାଟିକୁ ରୁଚୁଚି ଯେନକେନ ଏଠି ବଂଚିଚି ଭଲମଂଦ କିଏ…

ଭାଷା ଭାଗବତ : ନିଜର ପଥ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଂକଳ୍ପବଦ୍ଧ ଦୃଢ଼ ଚିତ୍ତ ବାଛିନିଏ ନିଜର ପଥ ହୁଏ ଚିଂତାର ଅଗ୍ରଦୂତ ନ ହୋଇ ବୃଥା ବିଚଳିତ ଏପରି ନିଷ୍ଠାବାନ୍ କବି ମନରେ ନାନା କଥା ଭାବି ତହିଁରୁ ଅଳ୍ପ କିଛି ବାଛି ରଖେ ଅକ୍ଷରାକାରେ ସଂଚି ତତ୍କାଳ ପ୍ରାପ୍ତ ମତାମତ…

ଭାଷା ଭାଗବତ : ବିଶ୍ବାସ ଭଂଗ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କେବେ ବିଶ୍ବାସ ହେଲେ ଭଂଗ ତା'ପରେ ଅନ୍ୟାନ୍ୟ ପ୍ରସଂଗ ହୁଅଂତି ତୁଚ୍ଛ ଓ ନଗଣ୍ୟ ଏପରି ମଣିଷର ମନ ବିଶ୍ବାସ ବଳେ ଚଳେ ବିଶ୍ବ ଘଟିଲେ ତହିଁର ବିନାଶ ହୋଇପାରେନି ଯୋଡ଼ାଯୋଡ଼ି ଦୂରତା ଯାଉଥାଏ ବଢ଼ି ଶୁଣାଇ ମଧୁର ବଚନ ନ କଲେ…

ଭାଷା ଭାଗବତ : ବ୍ୟକ୍ତିତ୍ୱ ଅନେକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବ୍ୟକ୍ତି ହେଲେ ହେଁ ଜଣେ ଲୋକ ବ୍ୟକ୍ତିତ୍ବ ସର୍ବଦା ଅନେକ ରୂପରେ ହୁଏ ପ୍ରକଟିତ ଏହା ଏ ସଂସାରର ସତ ବ୍ୟକ୍ତିଟେ ଦେଇ ମନ, ଧ୍ୟାନ କରିଲେ ବ୍ୟକ୍ତିତ୍ବ ଗଠନ ତହିଁରେ ବହୁ ଉପାଦାନ ଆପେ ହୋଇଥାଆଂତି ଲୀନ କାହାଠୁ ପାଇ ଦୋଷ,…

ଭାଷା ଭାଗବତ : ଏକାଂତବାସୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଏକାଂତବାସୀ ହୋଇ ଜଣେ ଲୁଚି ରହିଲେ ଘର କୋଣ ତା ମନ କରେ ପର୍ଯଟନ ସ୍ବେଚ୍ଛାରେ ଅନେକ ଭୁବନ ସେ ହେଲେ କାଳ, ସ୍ଥଳାଶ୍ରୟୀ ନିଜ ସାମର୍ଥ୍ୟ ଅନୁଯାୟୀ ଭାବକୁ କରିପାରେ ଲିପି ନ ରହେ ନିଷ୍କ୍ରିୟ କଦାପି ନିଜକୁ ନିଜେ ଦେଇ…

ଭାଷା ଭାଗବତ : ବିଚ୍ୟୁତି ଓ ଭ୍ରାଂତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷାର ପ୍ରଚଳିତ ରୀତି ଥିଲେ କି ନ ଥିଲେ ବି ଯୁକ୍ତି ଜନସମାଜେ ଥାଏ ଚଳି ଧ୍ବନି ଓ ରୂପ କେତେ ଭଳି ଥାଉ, ନ ଥାଉ ଯୌକ୍ତିକତା ଗ୍ରହଣଶୀଳ ଲୋକ ମଥା ରୀତିକୁ କରିଲେ ସ୍ବୀକାର ଭାଷାଟେ ଚଳେ ନିରଂତର କେତେକ ସୁଜ୍ଞାନୀ ପଂଡିତ…

ଭାଷା ଭାଗବତ : ଭାଷା ନିୟଂତ୍ରଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶବ୍ଦର ଗମନାଗମନ ଚାଲିଛି ଯେଣୁ ପ୍ରତି କ୍ଷଣ କିଏ ଗ୍ରହଣ କରେ କ'ଣ ? ତାହା ତାହାର ଇଚ୍ଛାଧୀନ ପୂରା ଭାଷାକୁ ନିୟଂତ୍ରଣ କରିବା ଚେଷ୍ଟା ଆସ୍ଫାଳନ ଯାହାର ଯେତେ ପ୍ରୟୋଜନ କରଂତି ସେପରି ଲିଖନ ସବୁ ପଦରେ ଖୋଜି ଖୁଣ…

ଭାଷା ଭାଗବତ : କବିତା ଲିଖନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପୂର୍ବାପର ସଂପୃକ୍ତ ଚିଂତା ସ୍ନିଗ୍‌ଧ ଶବ୍ଦରେ ହେଲେ ଗୁଂଥା ତହିଁର ପ୍ରବହମାନତା ସଂସାରେ ବୋଲାଏ କବିତା ଏହାର ବହୁ ବ୍ୟତିକ୍ରମ ଶୁଭିଲେ ସୁଦ୍ଧା ମନୋରମ ନ ଥିଲେ ଅନନ୍ୟ ଭାବନା କବିତା ରୂପେ ନୁହେ ଗଣା ଶବ୍ଦରେ କଲେ…

ଭାଷା ଭାଗବତ : ସତ୍ୟାସକ୍ତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସରଳ ଶବ୍ଦ ବ୍ୟବହାର କରି ସତ୍ୟକୁ ବାରଂବାର ଯେ ଲେଖେ କିଂବା ପାରେ କହି ସବୁ ଉପେକ୍ଷା ଜାଣେ ସହି ସମାଜ ହେଲେ ସତ୍ୟ-ଚ୍ୟୁତ ସତ୍ୟଭାଷୀର ମତାମତ ମୁଖ୍ଯତଃ ହୁଏ ଉପେକ୍ଷିତ ଏହା ଏ ସମୟର ସତ ସତ୍ୟକୁ କରିଲେ ବଚନ ତହିଁର…