Latest Odisha News

ଭାଷା ଭାଗବତ : ନେତାଂକ ଯାତାୟାତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଯିଏ ଚାହିଁଲେ ଆସି ମିଶେ ଚାହିଁଲେ ପୁଣି ସୁଖେ ଖସେ ସେ ହିଁ ବୋଲାଏ ଜନନେତା ସବୁ ଦଳରେ ଏ ଅବସ୍ଥା ସକାଳେ ଥିଲା, ସଂଜେ ନାହିଁ କୁଆଡ଼େ ଗଲା ଜଣା ନାହିଁ ଅନ୍ୟ ଦଳର କାର୍ଯାଳୟ ହୁଏ ତା ଅଭୟ ଆଶ୍ରୟ ଦଳ ଦଳ ମଧ୍ୟରେ ଭେଦ ନ ଥାଏ…

ଭାଷା ଭାଗବତ : ଅତୁଳନୀୟା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ନାରୀ ମାତ୍ରେ ଅତୁଳନୀୟା ଲୋଡ଼େନାହିଁ କାହାରି ଦୟା ନିଜେ ଜନ୍ମି, ଜନ୍ମାଏ ଜୀବ ତାକୁ କିଏ ଟପିପାରିବ ? ମୂଳତଃ ଅଟେ ସେ ଅନନ୍ୟା ଶୁଦ୍ଧ ପ୍ରୀତିର ଧୀର ବନ୍ୟା ତା'ର କଷ୍ଟସହିଷ୍ଣୁ ଗୁଣ ତା…

ଭାଷା ଭାଗବତ : ସର୍ବଗିଳା ଆଆଁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ନ ଥାଇ ଜୀବନାନୁରାଗ କଥାକୁ କହିବାର ବାଗ ବୋଲାଏ ଯେଉଁଠି କବିତା ସେଠାରେ ଲୋଡ଼ା ନିରବତା ସାହିତ୍ୟ ସେବା ନାମ ନେଇ ଯେ ଯାହା ଇଚ୍ଛା କରିଦେଇ ଯାଆଂତି ଏ ଭୂଇଁରେ ଖସି ସଭିଏଁ ପ୍ରସିଦ୍ଧି-ପ୍ରୟାସୀ କବିଂକ ଅତି ଯଶ-ପ୍ରୀତି ଯୋଗୁଁ…

ଭାଷା ଭାଗବତ : ତତ୍କାଳୀନ ଓ ଅଦ୍ୟତନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଯାହା ବି ଥିଲା ତତ୍କାଳୀନ ଏବକୁ ହେଲାଣି ବିଲୀନ ଅଥଚ ସଦ୍ୟ ଅଦ୍ୟତନ କରୁନି ମନ ଆକର୍ଷଣ ଏବେ ବି ସୁଦୂର ଅତୀତ ଦ୍ବାରା ହୋଇଲେ ପ୍ରଭାବିତ ଯାହା ହେବାର କଥା ହୁଏ ସ୍ବଭାଷା ପାଦେ ନ ଆଗାଏ ଭାଷାର ପ୍ରତି ଅନାଦର ଭାବ ଥିଲେ ହେଁ…

ଭାଷା ଭାଗବତ : ପୂର୍ବାନୁମାନ ଭିତ୍ତିହୀନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଭାଷାର ସ୍ଥିତିସ୍ଥାପକତା ରକ୍ଷା କରେ ନିଜର ସତ୍ତା ଲିପିରେ ରହିଲେ ସ୍ଥିରତା ଲେଖାରେ ଦିଶିବ ସମତା ନିର୍ଣୟ, ଚର୍ଚା କି ନିଷ୍ପତ୍ତି ସ୍ଥିର କରେନି ଭାଷା ଗତି କେବଳ ଭାଷାଗ୍ରହୀ ବ୍ୟକ୍ତି ବସ୍ତୁତଃ ଘଟାଂତି ଉନ୍ନତି ଆମର…

ଭାଷା ଭାଗବତ : ଆତ୍ମ-ଧିକ୍କାରକାରୀ କେହି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଆତ୍ମ-ଧିକ୍କାରକାରୀ କେହି ନିଜକୁ ନିଜେ ହିଁ ଗଢ଼ଇ ତାହାର ଭାବନା, ବଚନ କେବେ ହୁଏନି ଅସମାନ କଥା ଓ କାମ ହେଲେ ଭିନ୍ନ ବ୍ୟକ୍ତିର ବ୍ୟକ୍ତିତ୍ୱ ଗଠନ ବେଳେ ହିଁ ପଡ଼େ ବହୁ ବିଘ୍ନ ଘଟେ ଚେଷ୍ଟାର ଅବସାନ ନିଜର ପରିଧି ନ ଲଂଘି ଯିଏ…

ଭାଷା ଭାଗବତ : ନାୟକ ବୃତ୍ତାଂତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ନିଜ ପଥକୁ ଅନୁସରି ଯିଏ ବି ଜିଏଁ କାମ କରି ସେ ହୁଏ ପ୍ରକୃତ ନାୟକ କେହି ବି ନ ଥାଂତି ସ୍ତାବକ ବିତ୍ତ, କ୍ଷମତା କ୍ଷଣସ୍ଥାୟୀ ହୋଇ ତହିଁର ଅନୁଯାୟୀ ଯେ ଦିଏ ବହୁ ପ୍ରତିଶ୍ରୁତି କରେ ଏ ପୃଥିବୀର କ୍ଷତି ଯେ ହୁଏ ଉଚ୍ଚ ପଦାସୀନ…

ଭାଷା ଭାଗବତ : ବେପରୁଆ ଲେଖକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଅତ୍ୟୁକ୍ତି ଜ୍ଞାନର ବିରୋଧୀ ଜ୍ଞାନର ମାର୍ଗ ଦିଏରୁଂଧି ଜ୍ଞାନାର୍କ ହେଲେ ସୂତ୍ରୋପମ ସଂଚାର ହୁଅଇ ସୁଗମ ଚିଂତାର ନାହିଁ ଥଳ, କୂଳ ଗତି ବି ଅତ୍ୟଂତ ପ୍ରବଳ ତାହାକୁ କଲେ ନିୟଂତ୍ରଣ ବକ୍ତବ୍ୟ…

ଭାଷା ଭାବଗତ : ଦେଶ ସ୍ୱାଧୀନ, ଲୋକେ ଦାସ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଦଳ, କଂଦଳ ହେଲେ ଯୋଡ଼ି ଦେଶ ପାରେନି ଆଗେ ବଢ଼ି ଚକ୍ର-ପଥରେ ଗଡ଼ି, ଗଡ଼ି ରହେ ସେହି ଜାଗାରେ ପଡ଼ି ଘୂର୍ଣନ ହେଲେ ସୁଦ୍ଧା ଗତି ତା' ଯୋଗୁଁ ହୁଏନି ଉନ୍ନତି ଏହା ତ ବୈଜ୍ଞାନିକ ସତ ନ ରହୁ ଆଉ ଭିନ୍ନ ମତ…

ଭାଷା ଭାଗବତ : ଶାଂତି ସଂସ୍ଥାପନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଶାଂତି ପାଇଁ କଲେ ସଂଗ୍ରାମ ହୋଇଯିବ ବିଶାଳ ଭ୍ରମ ତହିଁରୁ ପାଇବାକୁ ତ୍ରାହି କେବେ ବି ଯୁଦ୍ଧ କରନାହିଁ ଯାହା କରିଲେ ରହେ ଶାଂତି ତାହା କରିବା ପାଇଁ କ୍ଳାଂତି ନ ରଖ ଦେହ ଓ ମନରେ ନ ବୁଲ ଅଜଣା ବନରେ ଜଣକୁ କରିଲେ ଆହତ ଶାଂତି ତ…