Latest Odisha News

ଭାଷା ଭାଗବତ : ପୂର୍ବାଗ୍ରହୀ ମନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ପୁନର୍ଲିଖନ କରି କରି ଦେବା କି ସବୁ ବେଳ ସାରି? ଭାଷାରେ ହେଲେ ନବାୟନ କ୍ରମଶଃ ଘଟଇ ଉତ୍‌ଥାନ ଥିଲେ ବି ଅନେକ ପ୍ରମାଣ ଲୋକଂକ ପୂର୍ବାଗ୍ରହୀ ମନ ସେ ସବୁ ନ କଲେ ସ୍ବୀକାର ହୁଏ ଭାଷାର ଅପକାର ଲୋକେ ନ ହେଲେ ଅଗ୍ରଗାମୀ ଦୁର୍ଦଶା…

ଭାଷା ଭାଗବତ : ସେ ମୋର ବିଶ୍ବାସଭାଜନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଶୁଣାକଥାକୁ ଦେଇ ଧ୍ୟାନ ବିଚଳିତ ନ କଲେ ମନ ଆମର ଯେତେ ଗ୍ରାମବାସୀ ଉତ୍ପାଦନ କରଂତି ଖୁସି ନାହିଁ ଯଦି ପ୍ରତ୍ୟକ୍ଷ ଜ୍ଞାନ ମୁଁ କରେଁନାହିଁ ଅନୁମାନ ଗାଆଁର ସହିତ ସଂପର୍କ ରଖେ ମୋ ବିଶ୍ବାସର ଟେକ ଯିଏ ଆମର ଅନ୍ନଦାତା ତାକୁ…

ଭାଷା ଭାଗବତ : ସମୟର ସାକ୍ଷୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଯେ ହୁଏ ଆମ ପ୍ରତିନିଧି ଲୋଡ଼େ ସର୍ବଦା ବେଶି ନିଧି ନ ଜାଣି ନିୟମ ଓ ବିଧି ମାପଇ ନ୍ୟାୟର ପରିଧି ନ ଥାଏ ଟିକିଏ କର୍ତୃତ୍ୱ ନେଇ ପାରେ ସେ ନେତୃତ୍ବ ତେବେ ବି ଛାଡ଼େନି କ୍ଷମତା ତେଣୁ ଦିଶଇ ଅବ୍ୟବସ୍ଥା ନିଯୁକ୍ତ କର୍ମଚାରୀଗଣ…

ଭାଷା ଭାଗବତ : ନିଜ ସହିତ ପ୍ରତାରଣା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ' କିଏ କ'ଣ ଭାବିବ? ' ଚିଂତା ଯୋଗୁଁ ବଢ଼ିଚାଲେ ସ୍ଥାଣୁତା ଗ୍ରାସ କରିଲେ ଅସ୍ଥିରତା ଦୋଳି ଖେଳେ ବ୍ୟକ୍ତିର ସତ୍ତା ଲେଖକେ ରହଂତି ନିରବ ମୌନତା ବୋଲାଏ ଗୌରବ ହସ ଟିକିଏ ଲେସି ମୁଖେ ଲେଖକେ ଚଳୁଥାଂତି ସୁଖେ ନାହିଁ ପ୍ରଶ୍ନ କି…

ଭାଷା ଭାଗବତ : ନ କରୁଁ ବିବାଦ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଭୁଲ୍‌, ତ୍ରୁଟି ଆଉ ପ୍ରମାଦ ଦିଶିଲେ ନ କରୁଁ ବିବାଦ ଯେହେତୁ ସ୍ବାୟତ୍ତ ଏ ଦେଶ ଉତ୍ପାତ ହେବନାହିଁ ଶେଷ ସବୁ ବିଚାର ଆଉ ମତ ଉଚିତ ଅବା ଅନୁଚିତ ହେଲେ ବି ନେବା ଯଦି ସହି ଏଠି ପାରିବା ସୁଖେ ରହି ସଂଶୋଧନ ଭଳିଆ କାମ ଯୋଗୁଁ…

ଭାଷା ଭାଗବତ : ଏତେ ବଂଟାବଂଟି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଚଳୁଛି ଯେତେ ବଂଟାବଂଟି କେହି ତ ପାରିବେନି ଖଟି ଆଗକୁ ଅଛି ତିଖ ଘାଟି କାହାକୁ ଏବେ ଦିଶୁଛି ଟି ଚାଂଦା, ଭେଦା, ବିଦାକି, ଭେଟି ଲାଂଚ, ଉତ୍କୋଚ ଆଉ ବଟି ନାମରେ ଧନ ନେଲେ ଲୁଟି କେ କିଆଁ କରିବ ପାଇଟି ? ମାଗଣା ପାଇବା ଅଭ୍ୟାସ…

ଭାଷା ଭାଗବତ : ମୃତାରାଧନା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ କଥିତ ଚର୍ଚା କୋଳାହଳ ଲିଖିତ ବ୍ୟାଖ୍ୟା ଦିଏ ବଳ ଲେଖକ ସହିତ ପାଠକ ପାଆଂତି ଦୀପ୍ତ ଜ୍ଞାନାଲୋକ ଅନେକ ଲୋକ ହେଲେ ରୁଂଡ କରଂତି ଯେତେ ପାଟିତୁଂଡ ତା'ର ସାମାନ୍ୟ ପରିଣତି ପାଆଂତିନାହିଁ କେଉଁ ବ୍ୟକ୍ତି କେବଳ ଅଭ୍ୟାସଚାଳିତ ହୋଇ…

ଭାଷା ଭାଗବତ : ଦୁର୍ବଳ, ସବଳ, ବୁଦ୍ଧିଆ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଦୁର୍ବଳ ହୁଏ ଅନୁଗତ ସବଳ ହୁଏ ଚର୍ଚାରତ କେବଳ ବୁଦ୍ଧିଆ ମଣିଷ ସମୟ କରେନାହିଁ ନାଶ ଦୁର୍ବଳ ଲୋକ କରେ କଳି ବଳୁଆ ଦିଏ ସବୁ ଟାଳି ବୁଦ୍ଧିଆ ଦୁହିଂକୁ ଉପେକ୍ଷା କରି ହୁଏ ନିଜର ସଖା ମତ ଜ୍ଞାପନ ଅଧିକାର ଥିଲେ ବି ତା'ର ବ୍ୟବହାର…

ଭାଷା ଭାଗବତ : କବିତାର ଧାରା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସ୍ବୈଚ୍ଛିକ ଅନର୍ଗଳ ଚିଂତା ପ୍ରାୟତଃ ହୁଏନି କବିତା ଶୃଂଖଳା ସହ ସ୍ବାଧୀନତା ରହିଲେ ସଂଭବ କବିତା ଭାଷାର ପ୍ରଚଳିତ ରୀତି ପ୍ରତି ରହିଲେ କିଛି ପ୍ରୀତି କବିତା କରେ ଧୀରଗତି ସୁସ୍ପଷ୍ଟ ହୁଏ କାବ୍ୟକୃତି ନ କଲେ ଅଧିକ ବର୍ଣନା…

ଭାଷା ଭାଗବତ : ମହାଶୈଳ ଶିଖରବାସୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ' ମହା ' ବୋଲି ପଡ଼ୁଛି ହୁରି କାନକୁ ଶୁଭୁଛି ସବୁରି ମହାଡ଼ଂବରେ ମହୋତ୍ସବ ଚାଲିଛି ଶୁଭେ ମହାରବ ମହାରାଜ୍ୟର ମହାଜନ ଅର୍ଜନ କରି ମହାଧନ ମହାନଂଦରେ ଥିଲେ ଜିଇଁ ମହୋନ୍ନତି ତ ହୁଏନାହିଁ ମହାପ୍ରଚାର ଅହର୍ନିଶ ଚାଲିଛି, ହେଉନାହିଁ…