Latest Odisha News

BREAKING NEWS

ଭାଷା ଭାଗବତ : ସଭିଏଁ ଅନନ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ 'ଭାଷା ଭାଗବତ' ନିଜକୁ କରି ଆବିଷ୍କାର ହୋଇପାରିଲେ ଅଗ୍ରସର ସୁଂଦର ଲାଗେ ଏ ସଂସାର ଜୀବନ ହୁଏ ମନୋହର ନିଜର ଅନନ୍ୟତା ଜଗି ହୋଇଲେ ଜୀବନାନୁରାଗୀ ଅଲୋଡ଼ା ଅଯଥା ସଂଘର୍ଷ ସୁଖରେ ବିତେ ମାସ,…

ଭାଷା ଭାଗବତ : ଔଚିତ୍ୟ ବିଧାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଭିଏଁ ଭାଷା ବ୍ୟବହାର କରଂତି ନିତି ବାରଂବାର ନ ହୋଇ କେବେ ସଚେତନ ଥାଏ ଭାଷାର ବ୍ୟାକରଣ ଭାଷା ଯେହେତୁ ସ୍ବାଭାବିକ ବୁଝଂତିନାହିଁ ବହୁ ଲୋକ ଥାଏ ନୀତି, ନିୟମମାନ ସେଆଡ଼େ ଦିଅଂତିନି ଧ୍ୟାନ ଜଣେ କହିଲେ ଜଣେ ବୁଝି…

ଭାଷା ଭାଗବତ : ଓଜସ୍ୱୀ ସୁବକ୍ତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମନୁଷ୍ଯ ମନୋଗତ ଚିଂତା ସହିତ ସ୍ଥୂଳ ବାସ୍ତବତା ମଧ୍ୟରେ ରହିଥିଲେ ଭେଦ ଘଟଇ ଅନେକ ପ୍ରମାଦ ନିଜର ଚିଂତାକୁ ପ୍ରାଧାନ୍ୟ ଦିଅଂତି ଯେବେ ଜ୍ଞାନୀଗଣ ତାଂକ ଲିଖନ, ଉଚ୍ଚାରଣ ହୁଏ ଭାବ, ତଥ୍ୟ ବିହୀନ କେତେକ ଓଜସ୍ୱୀ…

ଭାଷା ଭାଗବତ : କଥା, ଲେଖା ଭେଦ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କଥିତ ଭାଷା ବୋଧଗମ୍ୟ ହେଲେ ହିଁ ଲାଗଇ ଉତ୍ତମ ଲିଖିତ ଭାଷା ଲିପିସାମ୍ୟ ରଖିଲେ, ହୁଏ କାର୍ଯକ୍ଷମ ଶବ୍ଦର ବିବିଧ ବନାନ ରହିବା ନୁହେ ସମୀଚୀନ ଲିପି ହେଲେ ଶୃଂଖଳାବଦ୍ଧ ଭାଷାଟେ ହୁଏ ସୁସମୃଦ୍ଧ କଥା ଓ ଲେଖାର…

ଭାଷା ଭାଗବତ : ପଥ ଓ ପଥିକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପଥରେ ଖାଲ, ଢିପ ଥାଏ ପଥିକ ଜୋତା ପିଂଧି ଯାଏ ଜୀବନ ଯାତ୍ରାରେ ନିଜତ୍ବ ରକ୍ଷଣାବେକ୍ଷଣ ଉଚିତ ଜନାକୀର୍ଣ ଓ ଯାନାକୀର୍ଣ ପଥ ହେଲେ ହେଁ ଭିନ୍ନ ଭିନ୍ନ ଚଉଡ଼ା ଅଥବା ସଂକୀର୍ଣ ଲକ୍ଷ୍ୟ ହିଁ ହୁଏ ମୁଖ୍ୟ ଧ୍ୟାନ ଥିଲେ…

ଭାଷା ଭାଗବତ : କେଉଁ ଲିଖନଧାରା ?

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ହୁକା: ହୁଂକା= ହୁଙ୍କା ସଖା: ସଂଖ୍ୟା= ସଙ୍ଖ୍ୟା ବଗ: ବଂଗ= ବଙ୍ଗ ଢଗ: ଢଂଗ= ଢଙ୍ଗ ଅଚଳ: ଅଂଚଳ= ଅଞ୍ଚଳ ବଛା: ବାଂଛା= ବାଞ୍ଛା ଗଜା: ଗଂଜା= ଗଞ୍ଜା ପଜା: ପଂଝା= ପଞ୍ଝା ଅଟା: ଅଂଟା= ଅଣ୍ଟା କଠା: କୁଂଠା=…

ଭାଷା ଭାଗବତ : ଯାହା ଲେଖୁଁ, ତାହା ଦେଖୁଁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଡ ଲେଖିଦେଲେ ଡ ଦିଶଇ ଡ଼ ଲେଖିଦେଲେ ଦିଶଇ ଡ଼ ବୁଝିବା ଏବେ କେଉଁଠି ଡ ଓ କେଉଁଠାରେ ଲାଗେ ଡ଼ ଶବ୍ଦର ପ୍ରଥମ ଅକ୍ଷର ଡ ଲେଖାହୁଏ ବାରଂବାର ଡବା, ଡଂଗା ଓ ଡାଳ, ଡର ବିଂଦୁ ପଡ଼େନି ଦରକାର ରହିଲେ ମଝି, ଶେଷ ସ୍ଥାନେ ଡ଼…

ଭାଷା ଭାଗବତ : ତୁଚ୍ଛ ସ୍ବପ୍ନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯେ ଯାହା ଭାବଂତି ଉଚିତ କରିଲେ ତତ୍କାଳ ତୁରଂତ ସମାଜ ହୁଅଂତା ଉନ୍ନତ ନାହିଁ ତ ଅନ୍ୟ, ଭିନ୍ନ ମତ ଅନେକେ ହୋଇ ଏକମତ ରହିଲେ ନିଜ କାମେ ରତ ଶୁଭଂତାନାହିଁ ଏତେ କଥା ବଦଳିଯାଆଂତା ବ୍ୟବସ୍ଥା ମଣିଷ ଭାଷାଶ୍ରୟୀ ଜୀବ…

ଭାଷା ଭାଗବତ : ସତ୍ୟୋତ୍ତର ମତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରତ୍ୟେକ ସତ୍ୟ ଆପେକ୍ଷିକ ବୁଝଂତିନାହିଁ ବହୁ ଲୋକ ଯେ ଯାହା ସତ୍ୟକୁ ଆବୋରି ଭବସିଂଧୁ ହୁଅଂତି ପାରି ଭିନ୍ନ ସତ୍ୟ ଯେ ଥାଇପାରେ ଏହା ଯେ ବିଶ୍ବାସ ନ କରେ ନିଜ ସତ୍ୟ ସହିତ ଲାଖି ହୁଏ ସେ ସତରେ ଏକାକୀ…

ଭାଷା ଭାଗବତ : ଦୁଃଖଜର୍ଜର ବ୍ୟକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶରୀର, ସୁଷମା, କୌଳୀନ୍ୟ ପ୍ରତିଭା, ନିଷ୍ଠା, ଜ୍ଞାନ, ଧନ ବୁଦ୍ଧି, କ୍ଷମତା ଆଉ କୃତି ଥିଲେ ବି ଯେଉଁଠାରେ ବ୍ୟକ୍ତି କରେନି ଶୁଦ୍ଧ ଆଚରଣ କେବେ ବି ପାଏନି ସମ୍ମାନ ଯୋଗାଡ଼ କଲେ ସୁଦ୍ଧା ଖ୍ୟାତି ନ ଥାଏ ସେ ଖ୍ୟାତିର…