ଭାଷା ଭାଗବତ : ପାଠକ ଉଦାର
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଆମର ପାଠକ ଉଦାର
କ୍ଷମା କରଂତି ବାରଂବାର
ଲେଖକେ କରିଲେ ବି ତ୍ରୁଟି
ପାରଂତି ପ୍ରଶଂସା ସାଉଁଟି
କିଏ କ'ଣ ଭାବିବ ବୋଲି
କେହି କହଂତିନାହିଁ ଖୋଲି
ନିଜର ସ୍ପଷ୍ଟ ମନୋଭାବ
ଏହା ହିଁ ଆମର ସ୍ବଭାବ
ଭାବନା ରଖିଲେ…