ଭାଷା ଭାଗବତ : ଆମେ ନିରୁପାୟ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଶିଖିଲେ ଅନ୍ୟକୁ ଶିଖାଉଁ
ଦେଖିଲେ ଅନ୍ୟକୁ ଦେଖାଉଁ
ପଢ଼ିଲେ ଅନ୍ୟକୁ ପଢ଼ାଉଁ
ଏମିତି ସ୍ବଭାଷା ବଢ଼ାଉଁ
ଆମର ନିର୍ଲଜ୍ଜ ଆଳସ୍ୟ
ଯୋଗୁଁ ହେଉଛୁଁ ଉପହାସ୍ୟ
ତେବେ ବି ଉଠୁନାହୁଁ ଚେଇଁ
ନିଦରେ ଶୋଇଛୁଁ କିପାଇଁ ?…