ଭାଷା ଭାଗବତ : ଅବିବେକୀ ତୁଂଡ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଆଖି ଦୁଇଟି ମୂକ ସାକ୍ଷୀ
ମୁହଁରେ ରହିଛଂତି ଲାଖି
ଉଭୟେ ବାକ୍ଶକ୍ତି ବିହୀନ
ଦେଖୁଥାଆଂତି ଦୃଶ୍ୟମାନ
ମୁଂଡର ଦୁଇ ପାଖେ କାନ
ଶୁଣଂତି ଅସରା ବଚନ
କିଛି ପାରଂତିନାହିଁ କହି
ଥାଆଂତି ମୂକ ହୋଇ ରହି
କେବଳ ଅବିବେକୀ…