ଭାଷା ଭାଗବତ : ଅସରଂତି ସୁଖ ଶାଂତି
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୨୦୩
ଯାହା ପାଇଲି ଖାଇ ଗଂଡେ
ଦେହରେ ଢାଂକି ଲୁଗା ଖଂଡେ
ସ୍ବନାମ ଧରି ନିଜ ତୁଂଡେ
ହାତେ ମାପି ଚାଲେଁ ଚାଖଂଡେ
ଭାବ ବୋକଚା ବୋହି ମୁଂଡେ
ଗାଆଁ ଗଳି ଓ ରାଜ ଦାଂଡେ
କେହି କହିଲେ ' ରହ ଦଂଡେ '
ମୋର ସଂକଳ୍ପ ଟିକେ ଛିଂଡେ
ପାଇଲେ…