Latest Odisha News

BREAKING NEWS

ଭାଷା ଭାଗବତ : ସାର୍ଥକ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୪ ତୁଂଡରୁ ଶୁଭୁ ଶୁଦ୍ଧ ସତ୍ୟ ଚିତ୍ତରେ ଥାଉ ଆନୁଗତ୍ୟ ହୃଦୟେ ପୂରିଥାଉ ପ୍ରୀତି ମତିରେ ରହୁ ସ୍ଥିର ସ୍ଥିତି ହାତ ବି କରୁଥାଉ ଦାନ କାନ ନ ଶୁଣୁ ବିଜ୍ଞାପନ ଆଖି ଆଗରେ ରହୁ ଲକ୍ଷ୍ୟ କେ ନୋହୁଁ କାହାର ବିପକ୍ଷ କରିଲେ ଏ ସବୁ…

ଭାଷା ଭାଗବତ : ଭାଂଗୁନାହିଁ ନିଦ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୩ ଅବ୍ଦ ପରେ ଆସୁଛି ଅବ୍ଦ ତେବେ ବି ଭାଂଗୁନାହିଁ ନିଦ ଅପୂର୍ବ ସ୍ବଭାଷୀ ସଂତାନ କରଂତି ନିଶ୍ଚିଂତ ଶୟନ ଯେଉଁ ରୀତି, ପଦ୍ଧତି ଧରି ଭାଷା ହୋଇଛି ଏହିପରି ସେ ସବୁ ପାରୁନାହୁଁ ଛାଡ଼ି ସ୍ବଭାଷା ରହିଅଛି ପଡ଼ି ମନରେ ପୋଷି…

ଭାଷା ଭାଗବତ : ସ୍ବଭାଷା ଶିକ୍ଷା ଧାରା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୨ ପ୍ରଥମେ ଧ୍ବନି ଉଚ୍ଚାରଣ କରି ଶିଖଂତି ଶିଶୁଗଣ ତା'ପରେ ଅକ୍ଷର ଲିଖନ ଆକାର, ରୂପ, ରଂଗ ଭିନ୍ନ ବଦଳେନାହିଁ ଉଚ୍ଚାରଣ ରଂଗ, ରଙ୍ଗ ନୁହଂତି ଭିନ୍ନ ସହଜେ ବୁଝେ ଶିଶୁ ମନ ତର୍କ କରଂତି ବିଜ୍ଞଗଣ ପାଠଶାଳା ଯେ ଯାଇନାହିଁ…

ଭାଷା ଭାଗବତ : ଶିଶୁଗଣ ହିଁ ଭାଷାରକ୍ଷୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୧ ଅତୀତ ବଂଦନା, ଭର୍ତ୍ସନା କରିଲେ ହୋଇ ଏକମନା ଭବିଷ୍ୟତର ରୂପରେଖ ଆସେନି କାହାର ସମ୍ମୁଖ ଭବିଷ୍ୟତର କଥା ଭାଳି ଯେ ରହେ ସଂସାର ସଂଭାଳି ସେ କରେ କାମ ନାନା ଭଳି କାମରେ ଲାଗିପାରେ ବୋଲି ଅତୀତ ଗଲାଣି ବାହୁଡ଼ି ତାହା ସହିତ…

ଭାଷା ଭାଗବତ : ଶବ୍ଦାୟୁଧ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୦  ଶବ୍ଦକୁ ନ କଲେ ଆୟୁଧ ଉନ୍ନତ ହୁଏ ଭାବବୋଧ ମେଧା ନ ହେଲେ ଅବରୁଦ୍ଧ ଭାଷାଟେ ହୁଅଇ ସମୃଦ୍ଧ ଶବ୍ଦ ନ ହେଲେ ସୁଚିଂତିତ ଶ୍ରୋତାକୁ ମିଳିଲେ ଆଘାତ ହୁଏ ଭାଷାର ସର୍ବହାନି କେହି ପାରଂତିନାହିଁ ଜାଣି ଭାଷା ହେଲେ ଅଦରକାରୀ…

ଭାଷା ଭାଗବତ : ସାର୍ଥକ ହେବ ଏ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୯  ଘରକୁ ବୋଲୁଁ ଏବେ ବିଶ୍ବ ଲାଗିବନାହିଁ ଆଉ ନିଃସ୍ବ ଏବେ ହୋଇଲେ ଅଂତର୍ମୁଖୀ ଚଳିବା ହୋଇ ଆପେ ସୁଖୀ ଛୋଟ କାମରୁ ମିଳେ ଖୁସି ଘରେ ରହିଲେ ଶୋଇ ବସି ହେବାକୁ ପଡ଼େନି ସନ୍ନ୍ୟାସୀ ଅଥବା ଅତି ଦୁଃସାହସୀ ଯେଉଁ ଭାଷାକୁ ଭଲ…

ଭାଷା ଭାଗବତ : ଭବିଷ୍ୟତ ଚିଂତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୮  ସର୍ବେ ସମ୍ମତ ହେବା ପାଇଁ ଆଉ ଅଟକି ହେବନାହିଁ ସଭିଏଁ ହେବେ ମୁକ୍ତମନା ଏହା ତ କେବଳ କଳ୍ପନା ବ୍ୟକ୍ତି ମାନିଲେ ନିଜ ନୀତି ସ୍ବଭାଷା କରିବ ଉନ୍ନତି ଅଯଥା କରିଲେ ପ୍ରତୀକ୍ଷା କରିହେବନି ଭାଷାରକ୍ଷା ଜଣେ ବୁଝିଲେ, ବୁଝେ…

ଭାଷା ଭାଗବତ : ବ୍ୟକ୍ତିଗତ ସ୍ଥିତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୭ ଏବେ ସଭାକୁ ଯିବା ପାଇଁ ଆଗ୍ରହ ଅବା ବଳ ନାହିଁ ତେଣୁ ଘରକୋଣରେ ବସି ପଢ଼ି ଲେଖି ପାଉଛିଁ ଖୁସି ଦେଖି କବିଂକ ସକ୍ରିୟତା ମନରେ ଦୃଢ଼ ହୁଏ ଆସ୍ଥା ଚାଲିବ ସାହିତ୍ୟର ଧାରା ସତରେ ହୋଇବ ଅସରା ଲେଖୁଛିଁ ଭାଷା ଭାଗବତ ପ୍ରଫୁଲ୍ଲ…

ଭାଷା ଭାଗବତ : ଲିପି ଲେଖା ପଦ୍ଧତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୬    ଦୁଇ ବର୍ଣର ଭେଦ ଦେଖି ଶିଶୁ ପାରେ ସହଜେ ଲେଖି ଦ : ହ, ମ : ସ ଓ ଳ : ଲ, ବ : କ ନିଠେଇ ଥରଟିଏ ଦେଖ ବର୍ଣର ରୂପରେଖ ଜ୍ଞାନ ମନରେ ରହେ ସବୁଦିନ ବାସ୍ତବ ପଠନ ଲିଖନ ହୁଏ ଆମୋଦ ପରିପୂର୍ଣ ଅ : ଆ, ଇ : ଈ ଓ ଏ : ଐ, ଘ…

ଭାଷା ଭାଗବତ : ଭାଷାର ଏ ପରିସ୍ଥିତି, ଭାଷାର ଏପରି ସ୍ଥିତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୫   ଅନୁଶୀଳନ ଅଧ୍ୟୟନ ତଥ୍ୟ ସମୃଦ୍ଧ ବିଶ୍ଳେଷଣ ନ କରି ଦିଅଂତି ଭାଷଣ ଦେଖାଂତି ଗ୍ରଂଥ ଉଦ୍ଧରଣ ଏହା ହିଁ ପ୍ରଧାନ କାରଣ କେବଳ ପ୍ରଶଂସା ଭାଜନ ନିମଂତେ ହୁଏ ଲେଖାମାନ ଅଗ୍ରାହ୍ୟ ତ୍ରୁଟି ସଂଶୋଧନ ନାହିଁ ଯୋଜନା କିଂବା ନୀତି…