Latest Odisha News

BREAKING NEWS

ଭାଷା ଭାଗବତ : ସ୍ବଭାଷା ଶିକ୍ଷା ଧାରା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୪  ପ୍ରଥମେ ଧ୍ବନି ଉଚ୍ଚାରଣ କରି ଶିଖଂତି ଶିଶୁଗଣ ତା'ପରେ ଅକ୍ଷର ଲିଖନ ଆକାର, ରୂପ, ରଂଗ ଭିନ୍ନ ବଦଳେନାହିଁ ଉଚ୍ଚାରଣ ରଂଗ, ରଙ୍ଗ ନୁହଂତି ଭିନ୍ନ ସହଜେ ବୁଝେ ଶିଶୁ ମନ ତର୍କ କରଂତି ବିଜ୍ଞଗଣ ପାଠଶାଳା ଯେ ଯାଇନାହିଁ…

ଭାଷା ଭାଗବତ : ଶୁଗଣ ହିଁ ଭାଷାରକ୍ଷୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୩ ଅତୀତ ବଂଦନା, ଭର୍ତ୍ସନା କରିଲେ ହୋଇ ଏକମନା ଭବିଷ୍ୟତର ରୂପରେଖ ଆସେନି କାହାର ସମ୍ମୁଖ ଭବିଷ୍ୟତର କଥା ଭାଳି ଯେ ରହେ ସଂସାର ସଂଭାଳି ସେ କରେ କାମ ନାନା ଭଳି କାମରେ ଲାଗିପାରେ ବୋଲି ଅତୀତ ଗଲାଣି ବାହୁଡ଼ି ତାହା ସହିତ…

ଭାଷା ଭାଗବତ : ଛଅଟି ଧାରା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୨ ୧. ଙ୍‌ + ଅଙ୍କ ଶଙ୍ଖ ଅଙ୍ଗ ସଙ୍ଘ ୨. ଞ୍‌ + ମଞ୍ଚ ପିଞ୍ଛ ମଞ୍ଜ ବାଞ୍ଝ ୩. ଣ୍‌ + କଣ୍ଟ କଣ୍ଠ ଖଣ୍ଡ ଷଣ୍ଢ ୪. ନ୍‌ + ଦାନ୍ତ କାନ୍ଥ କାନ୍ଦ କାନ୍ଧ ୫. ମ୍‌ + କମ୍ପ ବାମ୍ଫ ଆମ୍ବ ଦମ୍ଭ ୬. ° + ଅଂକ ଶଂଖ ଅଂଗ ସଂଘ ମଂଚ ପିଂଛ…

ଭାଷା ଭାଗବତ : ଶବ୍ଦାୟୁଧ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୧ ଶବ୍ଦକୁ ନ କଲେ ଆୟୁଧ ଉନ୍ନତ ହୁଏ ଭାବବୋଧ ମେଧା ନ ହେଲେ ଅବରୁଦ୍ଧ ଭାଷାଟେ ହୁଅଇ ସମୃଦ୍ଧ ଶବ୍ଦ ନ ହେଲେ ସୁଚିଂତିତ ଶ୍ରୋତାକୁ ମିଳିଲେ ଆଘାତ ହୁଏ ଭାଷାର ସର୍ବହାନି କେହି ପାରଂତିନାହିଁ ଜାଣି ଭାଷା ହେଲେ ଅଦରକାରୀ…

ଭାଷା ଭାଗବତ : ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସାୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୦  କେବଳ ଧନାର୍ଜନ ପାଇଁ ସିଧାକୁ ବଂକା ଯେ କରଇ ସରଳ ବିଷୟ ଜଟିଳ ଅଟେ ତା'ର ବେପାରୀ ଖେଳ ତାହାର ମନେ ଥାଏ ଶଂକା ହୁଏତ କେବେ ବା ଅବିକା ଧରାପଡ଼ିଲେ ତା'ର ଖେଳ ସରଳ ହୋଇବ ସରଳ ଯାହାର ଅଟେ ଯାହା ପେସା ତହିଁରୁ ଟଂକା ଓ…

ଭାଷା ଭାଗବତ : ଭାଷାର ପରିସ୍ଥିତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୯  ଅନୁଶୀଳନ ଅଧ୍ୟୟନ ତଥ୍ୟ ସମୃଦ୍ଧ ବିଶ୍ଳେଷଣ ନ କରି ଦିଅଂତି ଭାଷଣ ଦେଖାଂତି ଶାସ୍ତ୍ର ଉଦ୍ଧରଣ ଏହା ହିଁ ପ୍ରଧାନ କାରଣ କେବଳ ପ୍ରଶଂସା ଭାଜନ ନିମଂତେ ହୁଏ ଲେଖାମାନ ଅଗ୍ରାହ୍ୟ ତ୍ରୁଟି ସଂଶୋଧନ ନାହିଁ ଯୋଜନା କିଂବା…

ଭାଷା ଭାଗବତ : ଚଳିତ କାଳର ଉତ୍କଳ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୮ ବିଶ୍ବାଂଶ ଅଟେ ଏ ଉତ୍କଳ ଅତୀତ ଥିଲା ସମୁଜ୍ଜ୍ବଳ ଏବେ ତ କ୍ଷୀଣ ଓ ଦୁର୍ବଳ ଅକାମୀ ପ୍ରତିଭା, ସଂବଳ ପ୍ରକୃତିଦତ୍ତ ଯେତେ ଦାନ ହେଉଛି ପ୍ରତ୍ୟହ ଲୁଂଠନ ଏହାର ସ୍ଥାୟୀ ପ୍ରତିକାର ନିମଂତେ ସାଧ୍ୟ ନାହିଁ କା'ର ଲୋକଂକ…

ଭାଷା ଭାଗବତ : ବାଣୀ ବ୍ୟବସାୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୭  ବହି ପଢ଼ି ଲେଖିଲେ ବହି ପୁନର୍ଲିଖନ ବୋଲି କହି ପାଠକେ ଯାଆଂତି ଏଡ଼ାଇ ନୂତନ କିଛି ମିଳେନାହିଁ ବହିରେ ବର୍ଣିତ ଘଟନା ପୁନଶ୍ଚ କରିଲେ ରଚନା ଶବ୍ଦର ଅଦଳ ବଦଳ ପାଏନି ସର୍ଜନାର ବଳ ଗ୍ରଂଥରୁ ଗ୍ରଂଥ ହେଲେ ଜାତ ଭାଷା ହୁଏନି…

ଭାଷା ଭାଗବତ : ନିଜ ଭାଷାରେ ବିଶ୍ବଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୬ ଏ ମାଟି ମନ ନୁହେ ବାଂଝ ଯାହାର ଯାହା ଇଚ୍ଛା ଖଂଜ ବିତିଯିବ ଏ କାଳସଂଜ ମଂଜିରୁ ବାହାରିବ ମଂଜ ଜ୍ଞାନୀଏ ହେଲେ ଲୋକଛଡ଼ା ସାହିତ୍ୟ ହୋଇଲା ଅଲୋଡ଼ା ପରକଥାରେ ଗଲେ ଭଳି ମନରେ ଜମିଯାଏ ମଳି ନିଜର ଭାଷାକୁ ପାସୋରି ଅପର ଭାଷାକୁ…

ଭାଷା ଭାଗବତ : ଶିଶୁଂକୁ ଲୋଡ଼ା ବେଶି ଧ୍ୟାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୫  ଶିଶୁର ଦେହେ ନାହିଁ ବଳ ଗଚ୍ଛିତ ନ ଥାଏ ସଂବଳ କିଂତୁ ମନରେ କୌତୂହଳ ଥିବାରୁ ହୁଏ ସେ ଚଂଚଳ ତାହାକୁ କଲେ ଅବହେଳା ବୁଡ଼ିବ ପରିବାର ଭେଳା ବଡ଼ମାନଂକ ମନୋଭାବ ପକାଏ ପ୍ରବଳ ପ୍ରଭାବ ଶିଶୁଂକୁ ନ ଭାବିଲେ ସାନ କରେ ସେ ଆପେ…