Latest Odisha News

BREAKING NEWS

ଭାଷା ଭାଗବତ : ଶିଶୁଂକୁ ଲୋଡ଼ା ବେଶି ଧ୍ୟାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୫ 

ଶିଶୁର ଦେହେ ନାହିଁ ବଳ
ଗଚ୍ଛିତ ନ ଥାଏ ସଂବଳ
କିଂତୁ ମନରେ କୌତୂହଳ
ଥିବାରୁ ହୁଏ ସେ ଚଂଚଳ

ତାହାକୁ କଲେ ଅବହେଳା
ବୁଡ଼ିବ ପରିବାର ଭେଳା
ବଡ଼ମାନଂକ ମନୋଭାବ
ପକାଏ ପ୍ରବଳ ପ୍ରଭାବ

ଶିଶୁଂକୁ ନ ଭାବିଲେ ସାନ
କରେ ସେ ଆପେ ଜ୍ଞାନାର୍ଜନ
ପଚାରେ ପ୍ରଶ୍ନ ଘନଘନ
ଜାଣିବା ପାଇଁ ସେ ଉଚ୍ଛନ୍ନ

ତାହାକୁ ଦେଲେ ବେଶି ଧ୍ୟାନ
ସଂଭବ ସବୁ ଉନ୍ନୟନ

Leave A Reply

Your email address will not be published.