Latest Odisha News

BREAKING NEWS

ସାବରମତୀ : ଜାତିର ଜୀବନ୍ତ କିମ୍ବଦନ୍ତୀ

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ "ସାବରମତୀକେ ସନ୍ଥ ତୁନେ କର୍‌ଦିୟା କମାଲ୍ " ଆଶା ଭୋନ୍ସଲେଙ୍କ ଏହି ଲୋକପ୍ରିୟ ସଙ୍ଗୀତ ବର୍ଷ ବର୍ଷ ଧରି ଲକ୍ଷ ଲକ୍ଷ ଲୋକ ଗୁଣୁଗୁଣେଇବା ସହ ସାବରମତୀର ସନ୍ଥ ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀଙ୍କ ଅମ୍ଳାନ ସ୍ମୃତି…

ତ୍ରିରଙ୍ଗା ଝଣ୍ଡା, ଗାନ୍ଧୀଜୀ ଓ ପିଙ୍ଗାଲି ଭେଙ୍କେୟା

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ ୨୦୨୧ର ଟୋକିଓ ଅଲମ୍ପିକ୍ସରେ ଭାରତର ଖେଳାଳିମାନେ ଉଡାଇଥିଲେ ତ୍ରିରଙ୍ଗା ଝଣ୍ଡା । ତେବେ ସେହି ଟୋକିଓରେ ୧୯୪୦ରେ ଅନୁଷ୍ଠିତ ପୂର୍ବାଞ୍ଚଳ କ୍ରୀଡାରେ କିନ୍ତୁ ଭାରତୀୟ ଖେଳାଳିମାନଙ୍କୁ ଉଡାଇବାକୁ ପଡିଥିଲା ବ୍ରିଟିଶ-ଇଣ୍ଡିଆର…

ଶୈଳବାଳା ମହିଳା କେନ୍ଦ୍ରିୟ ବିଶ୍ୱ ବିଦ୍ୟାଳୟ କେବେ ?

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ   ଭାରତ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ଅବସରରେ ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ଆମ ରାଜ୍ୟ ଝୁରୁଛି ୧୦୦ ବର୍ଷ ତଳେ ଓଡ଼ିଶାକୁ ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଆଗମନର ସ୍ମୃତିକୁ । ଏହାରି ଭିତରେ କଟକର ମଧୁସ୍ମୃତିରେ ଥିବା ଶୈଳବାଳା…

ସ୍ୱାଧୀନତା ପ୍ରାପ୍ତି ବେଳେ ଗାନ୍ଧୀ କରୁଥିଲେ କ’ଣ?

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ ତିନି ଶତାଦ୍ଦୀର ବ୍ରିଟିଶ୍ ଶାସନର ଅବସାନ ଘଟାଇ ଭାରତ ସ୍ୱାଧୀନ ହେଲା ୧୯୪୭ ଅଗଷ୍ଟ ୧୫ରେ । ଏହି ଅବିସ୍ମରଣୀୟ ସ୍ମୃତିକୁ ପଖାଳିବା ପାଇଁ ଏବେ ଆମେ ପାଳୁଛୁ ସ୍ୱାଧୀନତାର ଅମୃତ ମହୋତ୍ସବ । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ…

‘କର ବା ମର’ ଆନ୍ଦୋଳନରେ ଓଡ଼ିଆଙ୍କ ବଳିଦାନ

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ ଭାରତଛାଡ଼ ଆନ୍ଦୋଳନ ଆମ ସ୍ୱାଧୀନତା ସଂଗ୍ରାମ ଇତିହାସର ଏକ ଅବିସ୍ମରଣୀୟ ତଥା ଗୌରବାବହ ଅଧ୍ୟାୟ । ଦେଶର ସ୍ୱାଧୀନତା ପାଇଁ ଓଡ଼ିଶାବାସୀ କେତେ ବଳିଦାନ ଦେଇପାରନ୍ତି; ତାହାର ପ୍ରାମାଣିକ ନିଦର୍ଶନ ରହିଯାଇଛି ସ୍ୱାଧୀନତା ସଂଗ୍ରାମର…

ଅଗଷ୍ଟ କ୍ରାନ୍ତି ଆନ୍ଦୋଳନରେ କୋରାପୁଟିଆଙ୍କ ବଳିଦାନ

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ 'ଗାନ୍ଧୀ କଥା' ‘ଭାରତର ସ୍ୱାଧୀନତା ଲାଗି କୋରାପୁଟ ଜିଲାର ଅବଦାନ ଅତୁଳନୀୟ । ଗାନ୍ଧୀଜୀଙ୍କ କାମର ଅଦ୍ଭୁତପୂର୍ବ ସଫଳତା ଏହି ଆଦିବାସୀ ବହୁଳ ଜିଲାରେ ଦେଖିବାକୁ ମିଳିଥିଲା । ବାପୁଜୀଙ୍କ ଡାକରାରେ ସ୍ୱରାଜ ସଂଗ୍ରାମ ଲାଗି କୋରାପୁଟ ଯେପରି…

ଓବାମାଙ୍କ ସଙ୍କଳ୍ପ ଭୂମିରେ ମହାତ୍ମା ଗାନ୍ଧୀ

ମୋହନଦାସ କରମଚାନ୍ଦ ଗାନ୍ଧୀ ସାଦାସିଧା ସରଳ ମଣିଷଟିଏ । ନିଜ ଆତ୍ମାର ବିକାଶ କରି ଅନ୍ୟ ଆତ୍ମାକୁ ଚିହ୍ନି ସେମାନଙ୍କୁ ସତ୍ୟ, ପ୍ରେମ, ଶାନ୍ତିର ବନ୍ଧନରେ ବାନ୍ଧୁଥିବା ଏହି ବିରଳ ମଣିଷଟିକୁ ଶ୍ରଦ୍ଧା ଓ ସମ୍ମାନର ସହ ଲୋକେ ଆପଣାଇ ନେଲେ ଏବଂ ଡାକିଲେ ମହାତ୍ମା ବୋଲି । ସେବେଠାରୁ ମୋହନ…

ସଦା ପ୍ରାସଙ୍ଗିକ ଗାନ୍ଧୀ ବିଚାର

ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ସତ୍ୟାଗ୍ରହ ସଂଗ୍ରାମର ଫଳ ସ୍ୱରୂପ ଭାରତରୁ ପ୍ରାୟ ୩୦୦ ବର୍ଷର ବ୍ରଟିଶ୍ ଶାସନର ଅନ୍ତ ଘଟିଲା ୧୯୪୭ ଅଗଷ୍ଟ ୧୫ରେ ଏବଂ ଆମ ଦେଶ ସ୍ୱାଧୀନ ହେଲା । ଏହି କଷ୍ଟଲବ୍ଧ ସ୍ୱାଧୀନତା ପାଇଁ ହଜାର ହଜାର ସଂଗ୍ରାମୀ ସହିଦ ହୋଇଛନ୍ତି ଓ ଲକ୍ଷାଧିକ ନିର୍ଯାତନା ଓ…

ସ୍ୱାଧୀନତା ସଂଗ୍ରାମ, ଗାନ୍ଧୀଜୀ ଓ ଅନନ୍ତକୁମାରମାନେ…

୧୯୪୭ ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନ ହେଲା । ଏଥିପାଇଁ ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଯେଉଁ ସତ୍ୟାଗ୍ରହ ଆନ୍ଦୋଳନ ଚାଲିଥିଲା ସେଥିରେ ବହୁ ଦେଶପ୍ରେମୀ ବଳିଦାନ ଦେଇଥିଲେ । ଲକ୍ଷ ଲକ୍ଷ ସଂଗ୍ରାମୀ କାରାବରଣ କରିଥିବା ବେଳେ ଆଉ ଅନେକ ବ୍ରିଟିଶ୍‍ ପ୍ରଶାସନର…