Latest Odisha News

BREAKING NEWS

ସମାଜ ନା ସରକାର କିଏ ଦାୟୀ ?

୨୦୧୬ ମସିହା ଅଗଷ୍ଟ ମାସରେ ଗୋଟିଏ ଘଟଣା ଚହଳ ପକେଇଥିଲା ସାରା ଦେଶରେ । ଦେଶ କ’ଣ ତା’ପରେ ତ ବିଦେଶରେ ବି ସେଇ ଲୋକଟିର ନାଁ ଶୁଣାଗଲା ଯେ କି ନିଜର ମୃତା ପତ୍ନୀଙ୍କ ଶବକୁ କାନ୍ଧରେ ଦୀର୍ଘ ୧୦ କି.ମି. ରାସ୍ତା କାନ୍ଧେଇ କାନ୍ଧେଇ ଆସିଥିଲେ । ଦାନ ମାଝିଙ୍କ ଘଟଣାର ଏବେ ନିକଟରେ ପୁଣି…

ଗାନ୍ଧୀଜୟନ୍ତୀ ପରେ…

ଗାନ୍ଧୀ ଜୟନ୍ତୀ ବଡ଼ ଧୁମ୍‌ଧାମ୍‌ରେ ସରିଲା, କେତେ ଯେ ୱେବିନାର ପ୍ରୋଗ୍ରାମ୍ ଆଉ କେତେ କ’ଣ ହେଲା ତା’ର ହିସାବ ରହିଲା ନାହିଁ । ଗାନ୍ଧିଜୀଙ୍କ ତିନି ମାଙ୍କଡ଼ କଥା ସମସ୍ତେ କହିଲେ, ତିନି ମାଙ୍କଡ଼ଙ୍କ କଥା ଆମେ ସମସ୍ତେ ଜାଣିଛେ । ପ୍ରଥମ ମାଙ୍କଡ଼ - ମୁଁ ଖରାପ କଥା କହିବି ନାହିଁ, ଦ୍ୱିତୀୟ…

ପଢ଼ିଲେ ବଢ଼ିବେ

ଆମ ରାଜ୍ୟରେ ଯୋଜନା ଉପରେ କେତେ ଯେ ଯୋଜନା କହିଲେ ଆଉ ସରିବ ନାହିଁ । ଏତେ ଯୋଜନା ଥାଇ ମଧ୍ୟ ଏବେ ବି କେତେକ ଜାଗାରେ ଅପହଞ୍ଚ । ଆଜି ବି ବହୁତ ଲୋକ ଜାଣିପାରୁନାହାଁନ୍ତି ଯେ ଏମିିତି ତାଙ୍କର ହିତ ପାଇଁ ଏତେ ସବୁ ଯୋଜନା ଅଛି । ବିଶେଷ କରି ମହିଳାମାନେ ଏସବୁ ବିଷୟରେ ଏବେ ବି ଅଜ୍ଞ ଅଛନ୍ତି ।…

ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି

ସମାଜ ଯେତେ ପରିବର୍ତ୍ତନର ଧାରାରେ ସାମିଲ୍ ହେଉଛି ସେତେ ସାମାଜିକ ବ୍ୟାଧିଗୁଡ଼ିକୁ ନିଜ ପାଦରେ ଦଳିଚାଲିଛି ଏବଂ ଏହି ବ୍ୟାଧିଗୁଡ଼ିକୁ ନିପାତ କରିବାକୁ ମଧ୍ୟ ନୂଆନୂଆ ପ୍ରୟାସ କରୁଛି । ଆଉ ସେ ପ୍ରୟାସରେ ସଫଳ ହେଉଛି ମଧ୍ୟ । ତା’ମଧ୍ୟରୁ ଏବେ ଆମ ରାଜ୍ୟରେ ଗୋଟିଏ ନୂଆ ସମସ୍ୟା ସୃଷ୍ଟି ହୋଇଛି…

ଅଭାବ ନା ଅବହେଳା

ସୃଷ୍ଟିର ଆରମ୍ଭ ଆମ ମହିଳାଙ୍କୁ ନେଇ । ମହିଳା ଯଦି ନ ରହିବେ ତା’ହେଲେ ସଂସାର ଛାରଖାର, ଏକଥା ସମସ୍ତେ ହୃଦୟଙ୍ଗମ କରିଛନ୍ତି । ହେଲେ ବି ଆଜି ଆମେ କେଉଁଠି ନା କେଉଁଠି ମହିଳାମାନଙ୍କ ଅଭାବ ଦେଖୁଛେ । ସବୁ କ୍ଷେତ୍ରରେ ଆମେ ଯେତେ ସଶକ୍ତ ମହିଳାଙ୍କୁ କରୁଛେ ବୋଲି ଯେତେ ଉଦାହରଣ ଭାଷଣବାଜିରେ…

ଅଧିକାର ଓ ଦାୟିତ୍ୱବୋଧ

ମହିଳାଙ୍କୁ ନେଇ କେତେ କଥା କେତେ ଆଲୋଚନା ତାର ଆଉ ଅନ୍ତ ନ ଥାଏ, କାରଣ ସୃଷ୍ଟିର ଆରମ୍ଭରୁ ନାରୀକୁ ନେଇ କି ହିଁ ସବୁକଥାର ଆରମ୍ଭ ହୋଇଛି । ନାରୀ ଏମିତି ଗୋଟିଏ ଶବ୍ଦ ଯାହା ବିନା ସବୁକିଛି ଅଧା ଲାଗେ, ଯେମିତି ଘରୁ ଝିଅ, ସ୍ତ୍ରୀ, ମା’ ଏଇ ଚରିତ୍ରମାନେ ଆମର ଦୈନନ୍ଦିନ ଜୀବନରେ ବହୁତ ବଡ଼…