Latest Odisha News

ଆତଙ୍କବାଦ ନିରୋଧୀ ସମିତି ପ୍ରତିନିଧିମଣ୍ଡଳର ପ୍ରମୁଖ ସଦସ୍ୟମାନଙ୍କୁ ଭେଟିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଆତଙ୍କବାଦ ନିରୋଧୀ ସମିତିର ପ୍ରତିନିଧିମଣ୍ଡଳର ପ୍ରମୁଖ ସଦସ୍ୟମାନେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ସମସ୍ତଙ୍କୁ କହିଥିଲେ ଯେ ଆତଙ୍କବାଦର ସବୁ ରୂପ ବିଶ୍ବପାଇଁ ବିପଦ । ତାହାକୁ ମୂଳରୁ…

ଗୁରୁତର ସ୍ତରକୁ ଖସିଲା ଦିଲ୍ଲୀର ପ୍ରଦୂଷଣ ସ୍ତର, ଦୋଷ ଲଦାଲଦି ହେଉଛନ୍ତି ନେତା

ନୂଆଦିଲ୍ଲୀ : ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତର ଖରାପ ହେବାରେ ଲାଗିଛି । ଏହାକୁ ନେଇ ବିଜେପି ଓ ଆପ ନେତାଙ୍କ ମଧ୍ୟରେ ପରସ୍ପର ଦୋଷ ଲଦାଲଦି ହେବାରେ ଲାଗିଛନ୍ତି । ସେପଟେ ପଂଜାବରେ ଚାଷୀମାନେ ବିଲରେ ନିଆଁ ଲଗାଇ ନଡାକୁଟା ଜାଳିବାରେ ଲାଗିଛନ୍ତି । ବାୟୁ ପ୍ରଦୂଷଣ ବଢ଼ୁଥିବାରୁ ଦିଲ୍ଲୀ ପ୍ରଶାସନ…

ଓଡ଼ିଶୀ ନୃତ୍ୟ ସହିତ କୁଚିପୁଡ଼ି ନୃତ୍ୟରେ ଦର୍ଶକ ହେଲେ ବିଭୋର

ଭୁବନେଶ୍ୱର  -ତ୍ରିଧାରା ଅନୁଷ୍ଠାନ ଦ୍ୱାରା ଆୟୋଜିତ ୧୬ତମ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବର ଦ୍ୱିତୀୟ ସଂଧ୍ୟାରେ ଓଡ଼ିଶୀ ଦଳଗତ, ଦୈତ୍ୟ ଓ ଏକକ ନୃତ୍ୟ ସହିତ କୁଚିପୁଡ଼ି ନୃତ୍ୟର ଏକ ସୁନ୍ଦର ମିଶ୍ରଣ ରବୀନ୍ଦ୍ର ମଣ୍ଡପରେ ଦେଖିବାକୁ ମିଳିଥିଲା । ଦ୍ୱିତୀୟ ସନ୍ଧ୍ୟାର ପ୍ରଥମ ଉପସ୍ଥାପନା ଥିଲା…

ରାଜ୍ୟରେ ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟରେ ଆଇଏଏସ ସ୍ତରରେ  ଅଦଳବଦଳ କରିଛନ୍ତି ସରକାର । ଆର କେ ଶର୍ମାଙ୍କୁ ବୋର୍ଡ ଅଫ ରେଭନ୍ୟୁ ମେମ୍ବର ଭାବେ ଅବସ୍ଥାପିତ କରାଯାଇଥିବାବେଳେ  ୧୯୮୯ ବ୍ୟାଚ୍ ଆଇଏଏସ୍ ପ୍ରଦୀପ କୁମାର ଜେନାଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି । ପ୍ରଦୀପ ଜେନା ଯୋଜନା ଓ…

କେନ୍ଦୁଝରରେ ହଷ୍ଟେଲ ଅନ୍ତେବାସୀମାନଙ୍କ ପାଇଁ ମାଣ୍ଡିଆ ଲଡୁ ବ୍ୟବସ୍ଥାର ଶୁଭାରମ୍ଭ

କେନ୍ଦୁଝର : ପ୍ରତି ବ୍ୟକ୍ତିଙ୍କ ଖାଦ୍ୟ ଥାଳିରେ ଅଧିକ ପୋଷଣଯୁକ୍ତ ମାଣ୍ଡିଆ ଜାତୀୟ ଖାଦ୍ୟ ସାମିଲ କରି ସମସ୍ତେ ସୁସ୍ଥ ରୁହନ୍ତୁ ବୋଲି ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ, ହସ୍ତତନ୍ତ, ବୟନ ଓ ହସ୍ତକଳା ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ଆହ୍ୱାନ ଜଣାଇଛନ୍ତି ।…

ଦୁଇ ସପ୍ତାହ ପରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ : କିଏ ମାରିବ ବାଜି?

ସିମଲା: ଆଉ ଦୁଇ ସପ୍ତାହ ରହିଲା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ । ବିଧାନସଭାର ସମସ୍ତ ଆସନ ପାଇଁ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ତାରିଖ ସରିଯାଇଛି ।  ତେବେ କିଛି ଆସନରେ ବିଜେପି ଏବଂ କଂଗ୍ରେସର ବିଦ୍ରୋହୀ ବିଧାୟକ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ବେଳେ ଆଉ କିଛି ଆସନରେ ସେମାନେ…

ଗୁଜରାଟରେ ସମାନ ନାଗରିକ ସଂହିତା ଲାଗୁ ପାଇଁ ବିଜେପିର ଘୋଷଣା

ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା  ନିର୍ବାଚନ ପୂର୍ବରୁ ବିଜେପି ସରକାରଙ୍କ ବଡ଼ ଘୋଷଣା  କରିଛନ୍ତି । ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୂର୍ବରୁ ବିଜେପି ସରକାର ରାଜ୍ୟରେ ସମାନ ନାଗରିକ ସଂହିତା କାର୍ଯ୍ୟକାରୀ କରିବା ପାଇଁ କମିଟି ଘୋଷଣା କରିବାକୁ କହିଛନ୍ତି ଗୁଜରାଟ ସରକାର ।…

୧୬ତମ ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉଦ୍ଦ୍‍ଘାଟନୀ ଉତ୍ସବ

ଭୁବନେଶ୍ୱର: ୧୬ତମ ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବ ତ୍ରିଧାରା ଅନୁଷ୍ଠାନ ଦ୍ୱାରା ଏକ ବର୍ଣ୍ଣାଢ୍ୟ ପରିବେଶରେ ଉଦ୍‍ଘାଟିତ ହୋଇଯାଇଅଛି । ଏହି ସମ୍ମାନ ପ୍ରଦାନ ଉତ୍ସବ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହେବ । ତ୍ରିଧାରା ଏକ ଅଗ୍ରଣୀ ଅନୁଷ୍ଠାନ ଯାହା ଗୁରୁ…

ରାଜଧାନୀକୁ ଆସୁ ହାଇକୋର୍ଟ – ଭୁବନେଶ୍ୱର ଓକିଲ ସଂଘ

ଭୁବନେଶ୍ୱର :  ଭୁବନେଶ୍ୱରକୁ ହାଇକୋର୍ଟ ସ୍ଥାନାନ୍ତର ଦାବି ନେଇ  ଭୁବନେଶ୍ୱର ଓକିଲମାନଙ୍କ ଦ୍ୱାରା ଆନ୍ଦୋଳନ କରାଯାଇଛି । କୋର୍ଟର ମୁଖ୍ୟ ଫାଟକ ନିକଟରେ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ପ୍ରତିବାଦ କରି ଓକିଲମାନେ ଧାରଣା ଦେଇଛନ୍ତି । ୨୦୧୩ ମସିହାରୁ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ପ୍ରତିମାସ…

ଟ୍ରାଭେଲ ବଜାରର ଚତୁର୍ଥ ସଂସ୍କରଣ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଟ୍ରାଭେଲ ବଜାରର ଉଦଘାଟନ ମେ ଫେୟାର ହୋଟେଲରେ  ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପର୍ଯ୍ୟଟନର ବିକାଶ ପାଇଁ  ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଜଣେ ପର୍ଯ୍ୟଟକ ଓଡ଼ିଶାରୁ…