Latest Odisha News

BREAKING NEWS

 ରାଷ୍ଟ୍ରପତି ହେବେ କି ଆରିଫ ? ଟ୍ୱିଟରରେ ଚାଲିଛି ଟ୍ରେଣ୍ଡ

ନୂଆଦିଲ୍ଲୀ: ଦେଶର ଆଗାମୀ ରାଷ୍ଟ୍ରପତିକୁ ନେଇ ଚାଲିଛି ଚର୍ଚା । ଏନଡିଏ କି ୟୁପିଏ ପକ୍ଷରୁ ଏନେଇ କେହି ମୁହଁ ଖୋଲିନାହାଁନ୍ତି । ତେବେ ସୋସିଆଲ ମିଡିଆରେ ଅନେକଙ୍କ ନାମ ଆଲୋଚନା ହେଉଛି । ସବୁଠୁ ଅଧିକ ଆଲୋଚନା ହେଉଛି  ଆରିଫ ମହମ୍ମଦ ଖାନଙ୍କୁ ନେଇ । ବିଭିନ୍ନ ସମୟରେ ଖୋଲା ମତ…

୪ ରାଜ୍ୟର ୧୬ଟି  ରାଜ୍ୟସଭା ଆସନରେ ଭୋଟ: ଘୋଡ଼ା ବେପାର ସମ୍ଭାବନା

ନୂଆଦିଲ୍ଲୀ: ଆଜି ୪ ରାଜ୍ୟର ୧୬ଟି  ରାଜ୍ୟସଭା ଆସନ ପାଇଁ ପଡିବ ଭୋଟ୍ । ଏହି ୪ ରାଜ୍ୟ ହେଲା ହରିଆଣା, ରାଜସ୍ଥାନ,ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ । ରାଜ୍ୟସଭା ନିର୍ବାଚନକୁ ସ୍ବଚ୍ଛ କରିବା ପାଇଁ ୪ ରାଜ୍ୟରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ନିର୍ବାଚନ ପ୍ରକ୍ରିୟାର…

ପାରମ୍ପରିକ ସଂସ୍କୃତିକୁ ଲୋକଲୋଚନକୁ ଆଣିବା ନିମନ୍ତେ ‘ଓଡ଼ିଶା ମୋ ପରିବାର’ର ଅନନ୍ୟ ପ୍ରୟାସ

ଭୁବନେଶ୍ୱର:  କଳା, ସଙ୍ଗୀତ ଏବଂ କ୍ରୀଡ଼ାରେ ପାରଙ୍ଗମ ଥିବା ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବାକୁ ଓଡ଼ିଶା-ମୋ ପରିବାର ପ୍ରୟାସ ଜାରି ରଖି ଝୋଟି ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଭଳି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି । ଏହି କ୍ରମରେ ଆଜି ଭୁବନେଶ୍ୱରସ୍ଥିତ ସିଅନ ଶ୍ରମିକ ବସ୍ତି, ବିଡିଏ…

ମହିଳାମାନଙ୍କର ସଶକ୍ତିକରଣ ପାଇଁ ଏକ ନୂତନ ଢାଞ୍ଚା ସୃଷ୍ଟି କରାଯାଉଛି- ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ମହିଳାଙ୍କ ଅବସ୍ଥା ଗତ 8 ବର୍ଷ ମଧ୍ୟରେ ପରିବର୍ତ୍ତନର ଏକ ଯୁଗ ଦେଇ ଗତି କରିଛି, ସେମାନଙ୍କ ସ୍ୱାସ୍ଥ୍ୟ ସେବା, ଶିକ୍ଷା, ନିରାପତ୍ତା ଏବଂ ନିରାପତ୍ତାକୁ ପ୍ରାଧାନ୍ୟ ଦିଆଯାଉଛି  । ବିଶେଷକରି ଗ୍ରାମାଞ୍ଚଳରେ ମହିଳାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିପାରିଥିବା …

ବିଭିନ୍ନ ରାଷ୍ଟ୍ରୀୟ ପୁରସ୍କାର ନିମନ୍ତେ ନାମାଙ୍କନ ଆରମ୍ଭ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ. ବିଭାଗ, ଏଜେନ୍ସି ଗୁଡିକ ଦ୍ୱାରା ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ଏବଂ ଅସାଧାରଣ ଅବଦାନ ରଖିଥିବା ନାଗରିକ ମାନଙ୍କୁ ସମ୍ମାନିତ କରିବା ନିମନ୍ତେ ଅନେକ ନାଗରିକ ପୁରସ୍କାର ଗୁଡିକର ସ୍ଥାପନା କରା ଯାଇଛି । ବିଭିନ୍ନ…

ବାୟୋଟେକ୍ ଷ୍ଟାର୍ଟଅପ ଏକ୍ସେପୋ-୨୦୨୨ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି ପ୍ରଗତି ମୈଦାନ ଠାରେ ବାୟୋଟେକ୍ ଷ୍ଟାର୍ଟଅପ ଏକ୍ସେପୋ-୨୦୨୨ ଉଦଘାଟନ କରିଛନ୍ତି । ସେ ମଧ୍ୟ ବାୟୋଟେକ ଦ୍ରବ୍ୟ ଇ-ପୋର୍ଟାଲର ଆରମ୍ଭ କରିଛନ୍ତି। କେନ୍ଦ୍ରମନ୍ତ୍ରୀ  ପୀୟୂଷ ଗୋଏଲ, ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଡକ୍ଟର ଜିତେନ୍ଦ୍ର ସିଂହ,…

ଇଶାନଙ୍କ ବିସ୍ଫୋରକ ବ୍ୟାଟିଂ ବେକାର, ଭାରତକୁ ହରାଇଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ:  ଆଜିର ପ୍ରଥମ ଟି-20 ମ୍ୟାଚ୍ ରେ ଭାରତ ପରାସ୍ତ ହୋଇଛି । 7 ଉଇକେଟରେ ଜିତିଲା ଦକ୍ଷିଣ ଆଫ୍ରିକା ।   ପ୍ରଥମେ ବ୍ୟାଟିଂ କରି 20 ଓଭରରେ 4 ଉଇକେଟ ହରାଇ 211 ରନ୍ କରିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ଖେଳାଳିମାେନ ଟାର୍ଗେଟ ହାସଲ କରିନେଇଛନ୍ତି ।  ରସି ଭାନ୍ ଡେର୍ ଡୁସେନଙ୍କ 46…

ଚାଷୀମାନଙ୍କୁ ଲୁଟୁଥିବା ମିଲର୍ସ ଓ ଦଲାଲ୍‌ଙ୍କ ମଧ୍ୟସ୍ଥି ଭୁମିକାରୁ ନିବୃତ ରୁହନ୍ତୁ ରାଜ୍ୟ ସରକାର : ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ମୋଦି ସରକାରଙ୍କ ଏମଏସପି ବୃଦ୍ଧିକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ପ୍ରଶଂସା କରାଯାଇଛି । ଖରିଫ ଫସଲର ଏମଏସପି ବୃଦ୍ଧି ଫଳରେ ଚାଷୀମାନଙ୍କ ଆୟ ବୃଦ୍ଧି  ହେବାରେ ସହାୟକ ହୋଇପାରିବ ।  ଓଡ଼ିଶାରେ ଧାନ ଚାଷ ଅଧିକ ପରିମାଣରେ ହେଉଥିବାରୁ ଓଡ଼ିଶାର ଚାଷୀମାନଙ୍କୁ ଅଧିକ ଉପକୃତ ହେବେ ।…

ଧାନ କୁଇଣ୍ଟାଲ ପ୍ରତି ୧୦୦ ଟଙ୍କା ବୃଦ୍ଧି ଓଡିଶା ଚାଷୀଙ୍କ ପ୍ରତି ଉପହାସ: ବିଜେଡି

ଭୁବନେଶ୍ୱର, : କେନ୍ଦ୍ର ସରକାର ଗତକାଲି ବିଭିନ୍ନ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଥିଲେ ।  ସାଧାରଣ ଏବଂ ଏ ଗ୍ରେଡ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) କ୍ୟୁଣ୍ଟାଲ ପିଛା ୧୦୦ ଟଙ୍କାକୁ ବୃଦ୍ଧି କରିଥିଲେ କେନ୍ଦ୍ର ସରକାର । ଏହି ବୃଦ୍ଧିକୁ ବିଜେଡି ପକ୍ଷରୁ ନାପସନ୍ଦ…

ବାରବାଟି ଲଢ଼େଇ ପାଇଁ ମଇଦାନ ରେଡି : ଆଜି ସୁରକ୍ଷା ମକଡିଲ କରିବ ପୋଲିସ

ଭୁବନେଶ୍ବର: ବାରବାଟି ଲଢ଼େଇ ପାଇଁ କ୍ରିକେଟ ପ୍ରଶଂସକମାନଙ୍କ ଆଖିରେ ନିଦ ନାହିଁ । ମ୍ୟାଚ୍ ଦେଖିବା ପାଇଁ ଟିକେଟ ପାଇଁ ରାତି ଅନିଦ୍ରା ମଧ୍ୟ ହେଉଛନ୍ତି ପ୍ରଶଂସକ । କଟକରେ ବାରବାଟୀ ଟି-୨୦ ମ୍ୟାଚ୍ ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିବା ପାଇଁ ଟିକେଟ କିଣିଛନ୍ତି । ମୁଖ୍ୟମନ୍ତ୍ରୀ…