Latest Odisha News

ଚାଲିଲା ଯୋଗୀଙ୍କ ବୁଲଡୋଜର: 227 ଗିରଫ

ଲକ୍ଷ୍ନୈା: ୟୁପିରେ ହିଂସାକୁ ପ୍ରଶୟ ଦିଆଯିବ ନାହିଁ । ଯିଏ ହିଂସା କରିବ ତାକୁ କଠୋର ଦଣ୍ଡ ଦିଆଯିବ ଏହା ହେଉଛି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶକ୍ତ ବାର୍ତ୍ତା । ଆଉ ଏହି କ୍ରମରେ ଯେଉଁମାନେ ନିଲମ୍ବିତ ବିଜେପି କାର୍ଯ୍ୟକର୍ତ୍ତା ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ବିରୋଧରେ…

କଂଗ୍ରେସ ସଭାପତିଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟ କଂଗ୍ରେସ ଗଣମାଧ୍ୟମ ପ୍ରକୋଷ୍ଠ

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ  ଗଣେଶ୍ୱର ବେହେରା, ମୁଖପାତ୍ର ତଥା ବିଧାୟକ  ତାରାପ୍ରସାଦ ବାହିନୀପତି ଏବଂ ମୁଖପାତ୍ର ତଥା ସେବାଦଳର ଅଧ୍ୟକ୍ଷ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ଅନ୍ୟମୁଖପାତ୍ର ମାନେ  ନୂତନ ପ୍ରଦେଶ କଂଗ୍ରେସ ସଭାପତି  ଶରତ ପଟ୍ଟନାୟକଙ୍କୁ…

ଆଇଆଇଟି କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଶ୍ୱସ୍ତରରେ ନେତୃତ୍ୱ ନେବେ-ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡର ପାଦଦେଶରେ ପ୍ରତିଷ୍ଠିତ ଆଇଆଇଟି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ଆଗାମୀ ଦିନରେ ଶିକ୍ଷାର ପ୍ରୟୋଗଶାଳା ହେବା ସହ ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ନେତୃତ୍ୱ ପାଇଁ ପ୍ରସ୍ତୁତ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ…

ମମତା ଲେଖିଲେ ଚିଠି: 22 ଜଣିଆ ଟିମକୁ ନେଇ 2022 ରେ ଖେଳ କରିବାକୁ ଚାହୁଁଛନ୍ତି ଦିଦି !

କୋଲକତା: ରାଜ୍ୟ ନିର୍ବାଚନରେ ଖେଳ କରି ବିଜେପିକୁ ହରାଇଥିବା ଦିଦି ମମତା ପୁଣି ଜାତୀୟ ରାଜନୀତିରେ ଖେଳ କରିବାକୁ ଚାହିଁଲେଣି । ସିଧା ରାଜନୀତିରେ ମୋଦିଙ୍କ ଟକ୍କର ଦେବା ଅପେକ୍ଷା ପୁଣି ସେ ପ୍ଲାନିଂ କରି ଖେଳ କରିବାକୁ ଚାହୁଁଛନ୍ତି । ଜାତୀୟ ରାଜନୀତିର ଦୃଶ୍ୟପଟରେ ମମତା ଚାହୁଁଛନ୍ତି…

ସମବାୟ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ: ବିଜେପି

ଭୁବନେଶ୍ୱର : ଚଳିତ ସମବାୟ ନିର୍ବାଚନରେ ପ୍ରାଥମିକ ସ୍ତରରେ ହେଉଥିବା ଲ୍ୟାମ୍ପ୍ସ ଓ ପ୍ୟାକ୍ସ ନିର୍ବାଚନରେ ଶାସକ ବିଜେଡି ସରକାରୀ କର୍ମଚାରୀଙ୍କ ସହାୟତାରେ ନିର୍ବାଚନକୁ ସଂପୂର୍ଣ୍ଣ ଭାବେ ପ୍ରଭାବିତ କରିବା ସହିତ ଚାଷୀମାନଙ୍କୁ ଧୋକା ଦେଉଛି । ଅନେକ ପ୍ରାଥମିକ ସମବାୟ ସମିତିରେ ଶାସକ ଦଳକୁ…

ଆଣ୍ଟାର୍କଟିକା: ଦେଖନ୍ତୁ କିପରି ଦେଖାଯାଉଛି ସ୍ପେସ୍ ସେଣ୍ଟରରୁ

ସ୍ଥାୟୀ ମାନବ ବାସସ୍ଥାନ ନଥିବା ଆଣ୍ଟାର୍କଟିକା ହେଉଛି ଏକମାତ୍ର ମହାଦେଶ । ତଥାପି, ସେଠାରେ ସ୍ଥାୟୀ ମାନବ ବସତି ଅଛି, ଯେଉଁଠାରେ ବୈଜ୍ଞାନିକ ଏବଂ ସହାୟକ କର୍ମଚାରୀମାନେ ବର୍ଷ ର କିଛି  ଦିନ ବାସ କରନ୍ତି । ଆପଣମାନେ ଆଣ୍ଟାର୍କଟିକା ବିଷୟରେ ପଢ଼ିଛନ୍ତି  । ତେବେ ଦେଖନ୍ତୁ ସ୍ପେସ୍…

ହରିୟାଣାରେ ଅଜୟ ମାକେନଙ୍କ ପରାଜୟ

ରାଜ୍ୟସଭା ନିର୍ବାଚନ ପାଇଁ ମହାରାଷ୍ଟ୍ର ଏବଂ ହରିୟାଣାରେ ବିଳମ୍ବିତ ରାତିରେ ଭୋଟ୍ ଗଣନା ଆରମ୍ଭ ହୋଇଥିଲା। କଂଗ୍ରେସ ଦଳ ହରିୟାଣାରେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଅଜୟ ମାକେନ୍ ନିର୍ବାଚନରେ ​​ହାରିଛନ୍ତି। କାର୍ତ୍ତିକେୟ ଶର୍ମା ଏଠାରେ ସଫଳତା ପାଇଛନ୍ତି  । ରାଜ୍ୟସଭା ନିର୍ବାଚନ ରେ…

‘ବିଭ୍ରାନ୍ତିକର ବିଜ୍ଞାପନ ଓ ପ୍ରଚାର ନିରାକରଣ ମାର୍ଗଦର୍ଶିକା, ୨୦୨୨’ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଳୀ: କେନ୍ଦ୍ର ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗ ଅଧୀନ କେନ୍ଦ୍ର ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ପକ୍ଷରୁ ‘ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ଭ୍ରମାତ୍ମକ ବିଜ୍ଞାପନ ଓ ପ୍ରଚାର ନିରାକରଣ ମାର୍ଗଦର୍ଶିକା, ୨୦୨୨’ର ବିଜ୍ଞପ୍ତି ଜାରି କରାଯାଇଛି । ଭ୍ରମାତ୍ମକ ବିଜ୍ଞାପନ…

ନୂଆ ପିସିସି ସଭାପତି କର୍ମୀଙ୍କ କାନରେ ଫୁଙ୍କିଲେ ଶାସନକୁ ଫେରିବାର ମନ୍ତ୍ର

ଭୁବନେଶ୍ବର: ନୂଆ ପିସିସି ସଭାପତିଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । କଂଗ୍ରେସର ବରିଷ୍ଠ ନେତା ଏବଂ କାର୍ଯ୍ୟକର୍ତ୍ତାମାନେ ଶ୍ରୀ ପଟ୍ଟନାୟକଙ୍କୁ ବିମାନବନ୍ଦରରୁ ସ୍ବାଗତ କରି କଂଗ୍ରେସ ଭବନ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇଥିଲେ ।  ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକ ଆଜି କଂଗ୍ରେସ…

ଏଲକେଏମ ସେଣ୍ଟର ଓ ଲାଇବ୍ରେରୀର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, -  ସତ୍ୟନଗର ଠାରେ ଓଡ଼ିଶାର ସୁପ୍ରିସଦ୍ଧ ନୃତତ୍ତ୍ୱବିତ୍ ସ୍ୱର୍ଗତ ପ୍ରଫେସର ଲକ୍ଷ୍ମଣ ମହାପାତ୍ରଙ୍କ ସ୍ମୃତିରେ ପ୍ରତିଷ୍ଠିତ ଏଲ.କେ.ଏମ ସେଣ୍ଟର ଏବଂ ଲାଇବ୍ରେରୀ ପ୍ରଫେସର ମହାପାତ୍ରଙ୍କ ବ୍ୟକ୍ତିତ୍ୱ, ଉଚ୍ଚ ଶିକ୍ଷା, ଗବେଷଣା ଏବଂ ବିଚାରକୁ ପୁର୍ନଜୀବିତ କରିବ ବୋଲି…