Latest Odisha News

BREAKING NEWS

ମାସିକ ଋତୁସ୍ରାବ ବେଳେ କାର୍ଯ୍ୟରତ ମହିଳାଙ୍କ ଛୁଟି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମାସିକ ଋତୁସ୍ରାବ ବେଳେ କାର୍ଯ୍ୟରତ ମହିଳାଙ୍କୁ ମିଳିବନି ଛୁଟି  । ମହିଳା ଓ ଛାତ୍ରୀଙ୍କୁ ଛୁଟି ଦେବା ଲାଗି ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଦେଶର ସମସ୍ତ ରାଜ୍ୟରେ ଛାତ୍ରୀ ଓ କାର୍ଯ୍ୟରତ ମହିଳାଙ୍କୁ ଋତୁସ୍ରାବ ସମୟରେ ଛୁଟି ଦେବା ଲାଗି କୋର୍ଟରେ ଏକ ଆବେଦନ…

୪ ଘଣ୍ଟାରୁ ଅଧିକ ସମୟ ଟିଭି ଦେଖିଲେ ଜମାଟ ବାନ୍ଧିପାରେ ରକ୍ତ

୪ ଘଣ୍ଟାରୁ ଅଧିକ ସମୟ ଟିଭି ଦେଖିଲେ ଜମାଟ ବାନ୍ଧିପାରେ ରକ୍ତ । ଏକ ରିସର୍ଚ୍ଚରୁ ବଡ଼ ଖୁଲାସା । ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ଟିଭି ସମସ୍ତଙ୍କ ନିଶା । ଟିଭି ଦେଖିବାକୁ କିଏ ବା ଭଲ ନ ପାଏ । ଅଧିକ ସମୟ ଟିଭି ଦେଖିବା କ୍ଷତିକାରକ ଜାଣି ବି ଅଧିକାଂଶ ଲୋକଙ୍କୁ ଟିଭି ଦେଖିବା ଯେପରି ନିଶା…

ବରଯାତ୍ରୀଙ୍କ ଉପରକୁ ମାଡ଼ିଗଲା କାର୍‌, ଜଣେ ମୃତ ୭ ଗୁରୁତର

ବଲାଙ୍ଗୀର : ମଦୁଆ ଡ୍ରାଇଭରଙ୍କ ଉନ୍ମତକାଣ୍ଡ। ବରଯାତ୍ରୀଙ୍କ ଉପରେ ଚଢାଇ ଦେଲା ଗାଡି। ଘଟଣାସ୍ଥଳରେ ଜଣେ ମୃତ ୭ ଜଣ ଗୁରୁତର । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହାରାପଦର ପଞ୍ଚାୟତ ବାଘଝରଣ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ, ବାଘଝରଣ ଗାଁ ର ହୂତାସନ ବରିହା…

ପୋଲିସ ବିଭାଗର ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଝଟକା, ଅପରାଧିକ ମାମଲାର ତଦନ୍ତ କରିବେନି କନଷ୍ଟେବଳ ଓ ହାବିଲଦାର !

କଟକ : ପୁଲିସ କନଷ୍ଟେବଳ ଓ ହାବିଲଦାରଙ୍କୁ ହାଇକୋର୍ଟଙ୍କ ଝଟକା । ଅପରାଧିକ ମାମଲାର ତଦନ୍ତ କ୍ଷମତା ପ୍ରଦାନ ପାଇଁ ନେଇଥିବା ନିଷ୍ପତ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି  । ସ୍ନାତକ କନଷ୍ଟେବଳ ଓ ସିଆଇ ହାବିଲଦାରଙ୍କୁ ମାମଲା ତଦନ୍ତର କ୍ଷମତା ପ୍ରଦାନ ସଂପର୍କିତ ୨୦୨୨ ମେ ୨୧ର ପୁଲିସ…

ଶୋଇବା ପୂର୍ବରୁ ପାଣି ପିଇବା ଉଚିତ୍‌ କି ନୁହେଁ ?

ଶରୀରକୁ ସୁସ୍ଥ ରଖିବା ପାଇଁ ପାଣିର ଯଥେଷ୍ଟ ଆବଶ୍ୟକତା ରହିଛି । ସମୟ ସମୟରେ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ନିତାନ୍ତ ଜରୁରୀ। ଶରୀରରେ ପାଣିର ଅଭାବ ହେବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ରୋଗର କାରଣ ପାଲଟିଥାଏ। ତେବେ ଶୋଇବା ପୂର୍ବରୁ ପାଣି ପିଇବା ଉଚିତ କି ନୁହେଁ। ତାହା…

କାମାକ୍ଷାନଗର ପୋଲିସ କବଜାରେ ଡକାୟତି ଗ୍ୟାଙ୍ଗ

ଢେଙ୍କାନାଳ :  ଡକାୟତି ଯୋଜନା ପଣ୍ଡ । କାମାକ୍ଷାନଗର ପୋଲିସକୁ ମିଳିଲା ବଡ଼ ସଫଳତା ।  ଜିରାଳ କଲେଜ ନିକଟରୁ କୁଖ୍ୟାତ ଡକାୟତି ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି କାମାକ୍ଷାନଗର ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ଥାନା ଅଧିକାରୀ ଶରତ ମହାଳିକ କଲେଜ ନିକଟରେ ଚଢ଼ାଉ କରିଥିଲେ ।…

୨ ବର୍ଷର ଶିଶୁ କନ୍ୟାକୁ ଝୁଣି ଖାଇଲେ କୁକୁର ପଲ

ସୁରଟ : ପୁଣି ସାମ୍ନାକୁ ଆସିଲା କୁକୁରର ଉଗ୍ରରୂପ । ୨ ବର୍ଷର ଶିଶୁ କନ୍ୟାକୁ ଝୁଣି ଖାଇଗଲେ କୁକୁର ପଲ । ଏଭଳି ଛାତିଥରା ଘଟଣା ଡାଇମଣ୍ଡ ବୁର୍ସ ନିକଟ ଲେବର କଲୋନିରେ ଘଟିଛି  । ୨ ବର୍ଷର ଶିଶୁକନ୍ୟାକୁ ୩/୪ଟି କୁକୁର ଆକ୍ରମଣକରି ଗୁରୁତର ଆହତ କରିଥିଲେ । ଶିଶୁ କନ୍ୟାର ଦେହରେ ୬୦ଟି କ୍ଷତ…

ବ୍ରିଟେନ୍‌ରେ ପରିବା କିଣିବା ଉପରେ ଲାଗିଲା ପ୍ରତିବନ୍ଧକ,୨ଟି ଟମାଟୋ ଓ ୨କାକୁଡ଼ି କିଣିବାକୁ ମିଳିବ ଅନୁମତି

ବ୍ରିଟେନ୍‌ରେ ଦେଖାଦେଇଛି ଖାଦ୍ୟ ସଙ୍କଟ, ଅଧିକ ପରିବା କିଣିପାରିବେନି ଗ୍ରାହକ । ଜଣେ ଗ୍ରାହକ କିଣିପାରିବେ ୨ଟି ଟମାଟୋ ଓ ୨କାକୁଡ଼ି । ବ୍ରିଟେନର ଦୁଇ ସର୍ବବୃହତ ସୁପରମାର୍କେଟ୍‌ ‘ମୋରିସନ୍’ ଏବଂ ‘ଏସ୍‌ଡା’ ସୁପରମାର୍କେଟରେ ଦେଖାଦେଇଛି ପନିପରିବାର ଅଭାବ । ବ୍ରିଟେନର ଅର୍ଥନୀତି ଏବେ…

ଚେହେରାରେ ଚମକ ଭରିଦେବ କାକୁଡ଼ି…

ଅନେକ ଦୃଷ୍ଟିରୁ କାକୁଡ଼ି ସ୍ୱାସ୍ଥ୍ୟପାଇଁ ଲାଭଦାୟକ । କେବଳ ସ୍ବାଦ ପାଇଁ ନୁହେଁ, ବରଂ ତ୍ବଚା ପାଇଁ ବି ଏହା ଖୁବ୍ ଉପକାରୀ। ଆପଣଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣ କରିପାରେ କାକୁଡ଼ି । କାକୁଡ଼ି ଆପଣଙ୍କ ତ୍ବଚାକୁ ଯୁବା ଦିଶିବାରେ ସାହାଯ୍ୟ କରିଥାଏ। ଆପଣ ହୁଏତ ଏକଥା ନିଶ୍ଚୟ ଜାଣିଥିବେ ଯେ…

ମଡେଲ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ତନାଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର:ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଆଜି ସୌମ୍ୟଙ୍କ ଭୁବନେଶ୍ୱର ଘରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ ତନାଘନା କରୁଛି। କ୍ରାଇମବ୍ରାଞ୍ଚର ଦୁଇ ମହିଳା ଅଧିକାରୀ ମୃତ ସୌମ୍ୟ ପାଣିଗ୍ରାହୀଙ୍କ ବାପା ସୁଧାକର ପାଣିଗ୍ରାହୀ, ମାଆ…