ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୧)
ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
କେବଳ ତୁମେ ନୁହଁ ଦି, ତୁମ ପରି ଏମିତି କେତେ କେତେ ଆସ୍ଥାଙ୍କ ଜୀବନ ସହିତ ଖେଳିଛି ! ୟୁଜ୍ ଆଣ୍ଡ ଥ୍ରୋ ପରି ଡ଼ଷ୍ଟବିନରେ ଫିଙ୍ଗି ଦେବା ତାର ଏଇଟା ଗୋଟିଏ ପୁରୁଣା ଅଭ୍ୟାସ। ।ନିରୀହ ଝିଅ ମାନଙ୍କ ଇମୋସନ ସହ ଖେଳିବାକୁ ତାକୁ…