Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ କେବଳ ତୁମେ ନୁହଁ ଦି, ତୁମ ପରି ଏମିତି କେତେ କେତେ ଆସ୍ଥାଙ୍କ ଜୀବନ ସହିତ ଖେଳିଛି ! ୟୁଜ୍ ଆଣ୍ଡ ଥ୍ରୋ ପରି ଡ଼ଷ୍ଟବିନରେ ଫିଙ୍ଗି ଦେବା ତାର ଏଇଟା ଗୋଟିଏ ପୁରୁଣା ଅଭ୍ୟାସ। ।ନିରୀହ ଝିଅ ମାନଙ୍କ ଇମୋସନ ସହ ଖେଳିବାକୁ ତାକୁ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୦)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଆରମ୍ଭ କଲା ସାଗର । ମୁଁ ତା ପାଖରେ ପ୍ରଥମେ ଯେତେବେଳେ ରହିବା ଆରମ୍ଭ କଲି ମୋର ଖାଇବା ପିଇବା ପିନ୍ଧିବା ସବୁ କଥା ବୁଝିଥିଲା ।ମୋର ଭାଇ ପରି ଖୁବ ଯତ୍ନ ନେଲା । ମୋର ପାଠ ପଢ଼ା ଆଉ ଚାକିରୀ ପ୍ରତି କେବଳ ଧ୍ୟାନ ଦେବାକୁ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୯)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସମୟ ଦିନ ବାରଟା ତିରିଶ ମିନିଟ ।ଘର ପୁରା ଖାଲି ଖାଲି ଲାଗୁଛି ! ପିଲାମାନେ ସ୍କୁଲକୁ ଆଉ ସମ୍ଭବ ଟୁର୍ ରେ କିଛି ଦିନ ପାଇଁ ବାହାର କୁ ଚାଲି ଯାଇଛନ୍ତି ।ପାଗ ଥଣ୍ଡା ,ହାଲ୍କା କୋହଲା ପବନ ଦେହକୁ ଭଲ ଲାଗୁଛି । ଘରର କାମ ସାରି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୮)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଆରମ୍ଭ କଲା ସାଗର। ତୁମକୁ କହୁଥିଲି ନା ସ୍ୱପ୍ନିଲ ,ସ୍ୱପ୍ନିଲ ନୁହେଁ ସମୟ ଆଉ ତା ସହିତ ମୋର ଷ୍ଟେସନରୁ ଦେଖା ସାକ୍ଷାତ । ବାସ୍ ଆଜିକୁ ସାତ ବର୍ଷ ତଳର କଥା। ଦୁହେଁ ଏକାଠି ରହିବା, ରାନ୍ଧିବା, ଖାଇବା ,ମଜାମସ୍ତି କରିବା ,…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୭)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଏମିତି ସବୁ କଥା ତା ମନକୁ ଖୁବ ଭାରାକ୍ରାନ୍ତ କରି ପକାଉଥିଲା ! ଦିନ ଏଗାର ଟା ରୁ ଦିହିପହର ହୋଇଗଲା ! ହେଲେ  ?ବିଛଣାରେ ପଡି ପଡି , ବ୍ୟସ୍ତ ହୋଇ ହୋଇ ହାଲ୍କା ଆଖି ଲାଗିଯାଇଥିଲା ଆସ୍ଥାର । ହଠାତ୍ ସେଲ୍ ଫୋନଟି ଅତର୍କିତ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୬)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସମୟ ! ଓଃ ! ଯେତେ ନିଜକୁ ସେଇ ରହସ୍ୟମୟ ଖାଇ ଭିତରୁ ବାହାର କରିବାକୁ ଚେଷ୍ଟା କରୁଛି ଆସ୍ଥା ସେତେ ସେତେ ଧସେଇ ହୋଇ ପୁଣି ପଶି ଯାଉଛି ! ଭାରି ଅଜବ ଏ ଜୀବନ ! ନା ଆଉ ନୁହେଁ , ମତେ ଏଥିରୁ ସମ୍ପୂର୍ଣ୍ଣ ଭାବରେ କେମିତି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୪)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଭାଇନା ଅଫିସ କାମରେ ବାହାରକୁ ଯାଇଛନ୍ତି ଡେରିରେ ଆସିବେ ତ ....ସେଥିପାଇଁ .....କଥା ବି ଅଧା ଥିଲା ତ ..ହଉ ମୋତେ ଆଜି ସବୁ କଥା କୁହ ,ମୁଁ ସବୁ ଶୁଣିବି ପ୍ରସ୍ତୁତ ହୋଇ ସାରିଛି ମନେ ମନେ । ମୁଁ ତ ଖୋଦ ପଥରରେ ଗଢ଼ା, ତେଣୁ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୩)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଆସ୍ଥା ,ସମ୍ଭବଙ୍କୁ ତ ନିଶ୍ଚୟ କଲ୍ ବ୍ୟା କ୍ କରିବ ହେଲେ କାହା ସହିତ ଆଉ କଣ କଥା ହେଉଥିଲା । କିଛି ମୁଣ୍ଡରେ ପଶୁନଥିଲା ଆସ୍ଥାର! ଡରରେ ଝାଳରେ ଓଦା ଓଦା ହୋଇ ଯାଇଥିଲା ସେ ! ଗୋଡ଼ ହାତ ଥରୁଥିଲା ! ସମ୍ଭବଙ୍କ ପାଖକୁ କଲ୍…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୨)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସବୁ ଭଲ ,ଆସ୍ଥା ନମ୍ରତାର ସହିତ ଉତ୍ତର ଦେଲା । ଆଜି କିନ୍ତୁ ମୋର ତୁମେ କଣ ସ୍ୱପ୍ନିଲ ବିଷୟରେ କଣ କହିବାକୁ ଚାହୁଁଥିଲ ଶୁଣିବି , ଇଚ୍ଛା ହଉଚି ! ସବୁବେଳେ ତୁମକୁ ଆଡ଼େଇ ଆସୁଥିଲି ,ଆଜି କୁହ ....! ସେଦିନ ତୁମ ଉପରେ ବିରକ୍ତ…