ହୋର୍ଡିଂରେ ମେସେଜ୍: ଲୋକେ ଦେଖି ଆଶ୍ଚର୍ଯ୍ୟ
ନୋଏଡ଼ା : ସୋସିଆଲ ମିଡ଼ିଆରେ ଏମିତି କିଛି ଜିନିଷ ଦେଖିବାକୁ ମିଳେ, ଯାହାକୁ ଆଖି ବି ବିଶ୍ୱାସ କରିପାରେନି । ଏବେ ସୋସିଆଲ ମିଡ଼ିଆରେ ଏକ ହୋର୍ଡ଼ିଂର ଫଟୋ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ଭାଇରାଲ ଫଟୋରେ ଦେଖିବାକୁ ମିଳିଛି ଯେ, ନୋଏଡ଼ାର ରାସ୍ତା…