Latest Odisha News

BREAKING NEWS

ମାଗଣାରେ ବିମାନରେ ଯାତ୍ରା କଲେ ୪ କୋଟି କିମି: ପତ୍ନୀଙ୍କୁ ନେଲେ ୧୨୦ ଥର ହନିମୁନ୍‌ରେ

ନ୍ୟୁୟର୍କ: ବିମାନରେ ଯାତ୍ରା କରିବାକୁ ସମସ୍ତଙ୍କର ଇଛା ଥାଏ । ସେଥିଲାଗି ଟିକେଟ ବୁକିଂ କରିବା ସମୟରେ ୧୦୦ ଥର ଭାବନ୍ତି । କିନ୍ତୁ ଦୁନିଆରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ ବିମାନରେ ୪ କୋଟି କିଲୋମିଟର ଯାତ୍ରା କରିଛନ୍ତି । ସେ ତାଙ୍କ ପତ୍ନୀଙ୍କୁ ୧୨୦ ରୁ ଅଧିକ ଥର ହନିମୁନ୍‌ରେ…

ପ୍ରଶଂସକଙ୍କ ହାତରେ ତମନ୍ନାଙ୍କ ଟାଟୁ, ଭାବବିହ୍ୱଳ ହୋଇପଡ଼ିଲେ ଅଭିନେତ୍ରୀ

ମୁମ୍ବାଇ: କିଛିଦିନ ହେଲା ଅଭିନେତ୍ରୀ ତମନ୍ନା ଭାଟିଆ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ବିଜୟ ବର୍ମାଙ୍କ ସହ ତାଙ୍କର ସମ୍ପର୍କ ଥିବା ନେଇ ସେ ସ୍ୱୀକାର କରିଛନ୍ତି । ସେବେଠାରୁ ଉଭୟଙ୍କୁ ନେଇ ବଲିଉଡ଼ରେ ଖୁବ୍ ଚର୍ଚ୍ଚା ଚାଲିଛି । ଏସବୁ ଭିତରେ ସୋମବାର ରାତିରେ ମୁମ୍ବାଇ ବିମାନ ବନ୍ଦରରେ ତାଙ୍କୁ…

ଚଳନ୍ତା ଟ୍ରେନ୍‌ରେ ଗୁପ୍‌ଚୁପ୍ ପସରା: ମଜା ନେଲେ ଯାତ୍ରୀ

ନୂଆଦିଲ୍ଲୀ: ଅଧିକାଂଶ ଲୋକ ଷ୍ଟ୍ରିଟ୍ ଫୁଡ ପସନ୍ଦ କରିଥାନ୍ତି । ସମସ୍ତ ଷ୍ଟ୍ରିଟ୍‌ଫୁଡ଼ ଭିତରୁ ଗୁପ୍‌ଚୁପ୍‌କୁ ସବୁବର୍ଗର ଲୋକେ ଅଧିକ ପସନ୍ଦ କରିଥାନ୍ତି । ସେଥିଲାଗି ରାସ୍ତା କଡ଼ରେ ମିଳୁଥିବା ଗୁପ୍‌ଚୁପ୍ ଓ ଚାଟ୍ ପାଖରେ ବେଶୀ ଗହଳି ଦେଖିବାକୁ ମିଳିଥାଏ । ଏହାର ଚାହିଦା ଅଧିକ ଥିବାରୁ…

କିଛି ବର୍ଷର ବ୍ରେକ୍ ପରେ ପୁଣି ଅଭିନୟ ଦୁନିଆକୁ ଫେରିଲେ ସୋନମ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ଏବେ ଖୁବ୍ ଚର୍ଚ୍ଚାରେ । ଏବେ କିଛି ବର୍ଷର ବ୍ରେକ୍ ପରେ ସେ ପୁଣି ଅଭିନୟ ଦୁନିଆକୁ ଫେରିଛନ୍ତି । ବଲିଉଡ଼ର ଅନେକ ବଡ଼ ବଡ଼ ଅଭିନେତା ଅଭିନେତ୍ରୀ ଓଟିଟିରେ କାମ କରିବାକୁ ପସନ୍ଦ କରୁଛନ୍ତି । ଅନେକ କଳାକାର ଓଟିିଟିରେ କାମ କରିଥିବା ବେଳେ ଏବେ ଅଭିନେତ୍ରୀ ସୋନମ…

ପ୍ରେମିକଙ୍କ ବ୍ୟକ୍ତିଗତ ପାର୍ଟରେ ତାଲା ପକାଇଲେ ପ୍ରେମିକା : ବ୍ରେକଅପ୍ ପରେ ଚାବି ନେଇ ପଳାଇଲେ

ବାର୍ସିଲୋନା: ଅଧିକାଂଶ ଲୋକ ପ୍ରେମ ପାଇଁ କିଛି ବି କରିବାକୁ ପ୍ରସ୍ତୁତ । ଲୋକମାନେ ଠିକ୍ କିମ୍ବା ଭୁଲ୍ କିଛି ଭାବନ୍ତି ନାହିଁ । ଯେଉଁ ଯୁବକ ବିଷୟରେ ଆମେ କହିବାକୁ ଯାଉଛୁ, ସେ ପ୍ରେମରେ ତାଙ୍କ ଗର୍ଲଫ୍ରେଣ୍ଡର ଏପରି ଜିଦ୍‌କୁ ଗ୍ରହଣ କରିଥିଲେ, ଯାହା ସମସ୍ତଙ୍କୁ ଅତ୍ୟନ୍ତ ଚକିତ କରିଛି ।…

ସ୍କୁଲ କ୍ୟାଣ୍ଟିନ ଥାଳିରେ ମୂଷା ମୁଣ୍ଡ, ଭିଡ଼ିଓ ଭାଇରାଲ ପରେ ମୁହଁ ଖୋଲିଲା ମ୍ୟାନେଜମେଣ୍ଟ

ଚୀନ୍‌: ଚୀନର ଖାଦ୍ୟ ଏବଂ ପାନୀୟକୁ ନେଇ ଖୁବ୍ କୁଖ୍ୟାତି ରହିଛି । ଏଠାରେ କୁକୁର ମାଂସ ମେଳା ଆୟୋଜନ ହେଉଥିବାରୁ ଏହା ବହୁ ଚର୍ଚ୍ଚିତ ହୋଇଛି । ଯେତେବେଳେ ସାରା ବିଶ୍ୱରେ କରୋନା ବ୍ୟାପିଲା, ଚୀନ୍ ମଧ୍ୟ ଏଥିପାଇଁ ଦାୟୀ ଥିଲା । ଏହି ଭୂତାଣୁ ବାଦୁଡ଼ି ମାଂସରୁ ମଣିଷକୁ ସ୍ଥାନାନ୍ତର ହେବାର…

ଫୁଲରେ ଫୁଲରେ ଏରୋପ୍ଲେନ୍‌

ଦୁବାଇ: ଅନେକ ହୁଏତ ଶୁଣିିଥିବେ ଦୁବାଇର ମିରାକଲ୍ ଗାର୍ଡେନ ସତରେ ପୃଥିବୀରେ କାଳ୍ପନିକ ସ୍ୱର୍ଗର ଅନୁଭୂତି ଆଣିଦେଇଥାଏ । କାରଣ ଏଠି ଚାରିଆଡ଼େ ରଙ୍ଗବେରଙ୍ଗର ଓ ଅସରନ୍ତି ପ୍ରକାରର ଫୁଲର ପସରା ଦେଖିବାକୁ ମିଳେ । ତାସାଙ୍ଗକୁ ଫୁଲର ସୁନ୍ଦର ସୁନ୍ଦର କଳାକୃତି ଦର୍ଶକଙ୍କୁ ଆନମନା କରିଦିଏ । ଯିଏ…

ବ୍ୟାଙ୍କରୁ ବାହାରିଥିବା ଇ-ବର୍ଜ୍ୟବସ୍ତୁରେ କଳାକୃତି

ଜୟପୁର:ବର୍ତ୍ତମାନ ସମୟରେ ଆବର୍ଜନାକୁ କିଭଳି ପୁନଃ ବ୍ୟବହାର ଉପଯୋଗୀ ହେବ ସେ ନେଇ ବିଶେଷ ଗୁରୁତ୍ୱ ଦିଆଯାଉଛି । ବିଶେଷକରି ବିଭିନ୍ନ ପ୍ରକାର ବର୍ଜ୍ୟ ଇଲେକ୍‌ଟ୍ରୋନି୍‌କ୍ସ ସାମଗ୍ରୀର କିଭଳି ସଠିକ୍ ପରିଚାଳନା ହୋଇପାରିବ ତା ଉପରେ ରହୁଛି ପ୍ରାଥମିକତା । ଏନେଇ ଦେଶର ବିଭିନ୍ନ ଅଞ୍ଚଳରେ ଇ…

ଏନ୍‌ଆଇସିୟୁରେ ଦୀପିକାଙ୍କ ନବଜାତ ପୁଅ

ମୁମ୍ବାଇ: ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଦୀପିକା କକ୍କର ନିକଟରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଏହାକୁ ନେଇ ଦୀପିକା ଓ ତାଙ୍କ ସ୍ୱାମୀ ସୋଏବ ଖୁସି ହେବା ସହ ଉଭୟଙ୍କ ପରିବାରରେ ଆନନ୍ଦ ଦେଖାଦେଇଥିଲା । କିନ୍ତୁ ଏବେ ତାଙ୍କ ପୁଅଙ୍କ ଅବସ୍ଥା ଗୁରୁତର ରହିଛି । ଫଳରେ ସେ…

ବାହୁବଳୀ ସିଙ୍ଗଡ଼ା ଖାଆନ୍ତୁ, ୭୧ ହଜାର ଟଙ୍କା ନିଅନ୍ତୁ

ଲକ୍ଷ୍ନୌ : ସମସ୍ତେ ଚାହାଁନ୍ତି ଅନ୍ୟମାନଙ୍କ ତୁଳନାରେ କିଛି ଭିନ୍ନ କରିବା । କାରଣ ଭିଡ଼ ଭିତରୁ ନିଆରା ପରିଚୟ ପାଇବା ପାଇଁ ଅନେକ ଆଗ୍ରହ ରଖନ୍ତି । ତେବେ ଉତ୍ତରପ୍ରଦେଶର ଜଣେ ମିଠାଦୋକାନୀ ଏଭଳି କିଛି ଭିନ୍ନ କରିବାକୁ ଉଦ୍ୟମ କରି ଚର୍ଚ୍ଚାକୁ ଆସିଛନ୍ତି । ୧୨ କେଜି ଓଜନର ସିଙ୍ଗଡ଼ାକୁ ଜଣେ…