Latest Odisha News

BREAKING NEWS

ନିଜ ସିଟ୍‌ରେ ପ୍ଲାଷ୍ଟିକ୍ ଗୁଡ଼ାଇ ଅସ୍ଥାୟୀ ବେଡ଼ କଲେ ମହିଳା ବିମାନଯାତ୍ରୀ, ଲୋକେ ଦେଖି ଆଶ୍ଚର୍ଯ୍ୟ

ବିମାନରେ ଯାତ୍ରା କରିବା ସମସ୍ତଙ୍କ ସ୍ୱପ୍ନ । ଯେଉଁମାନେ ଥରେ ଭ୍ରମଣ କରିଛନ୍ତି, ସେମାନେ କେବଳ ଥରେ ବିଜ୍‌ନେସ୍ କ୍ଲାସରେ ଯାତ୍ରା କରିବାକୁ ଚାହିଁଥାନ୍ତି । କାରଣ ବିଜ୍‌ନେସ୍ କ୍ଲାସର ସିଟ୍‌ଗୁଡ଼ିକ ବହୁତ ବଡ ଏବଂ ଏକ ସୋଫାର ଅନୁଭବ ଦେଇଥାଏ । ଏଥିରେ ଯାତ୍ରା କରିବା ଅତ୍ୟନ୍ତ ଆରାମଦାୟକ…

ରିଲିଜ୍ ହେଉ ହେଉ ଫିଲ୍ମ ‘ଆଦିପୁରୁଷ’କୁ ନେଇ ବିବାଦ: ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଖଲ

ନୂଆଦିଲ୍ଲୀ: ‘ରାମାୟଣ’ କାହାଣୀ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଶୁକ୍ରବାର ରିଲିଜ ହୋଇଛି । ଏହି ଫିଲ୍ମ ରିଲିଜ୍ ହେଉ ହେଉ ଦେଖାଦେଇଛି ବିବାଦ । ଫିଲ୍ମରେ ରାମାୟଣ ଓ ପ୍ରଭୁ ରାମଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗ ହୋଇଛିା ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି ।…

ପ୍ରଶଂସକଙ୍କ ସହ ସେଲ୍‌ଫି ନେଉଥିବା ବେଳେ ପଡ଼ିଗଲେ ଉର୍ଫି

ମୁମ୍ବାଇ: ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଅଭିନେତ୍ରୀ ଉର୍ଫି ଜାଭେଦ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଏବେ ତାଙ୍କର ଏକ ଭିଡ଼ିଓ ଓ ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଉର୍ଫି ପ୍ରଶଂସକଙ୍କ ସହ ସେଲଫି ନେଉଥିବା…

ରାତିରେ ଉଡୁଥିବା ଝିଟିପିଟି ଠାବ

ମିଜୋରାମ : ଦୁନିଆରେ ଅନେକ ପ୍ରକାରର ଜୀବଜନ୍ତୁ ରହିଛନ୍ତି । ସେଥିମଧ୍ୟରୁ କିଛି ବିରଳ ଜୀବଜନ୍ତୁ କାଁ ଭାଁ ଦେଖିବାକୁ ମିଳିଥାନ୍ତି । ତାହାପୁଣି ଭିନ୍ନ ଭିନ୍ନ ସ୍ଥାନରେ । ଏଥିସହିତ ସୋସିଆଲ ମିଡିଆରେ ଏମିତି କିଛି ଫଟୋ ଓ ଭିଡ଼ିଓ ଭାଇରାଲ ହୁଏ, ଯାହା ଆମକୁ ଜଙ୍ଗଲ ଏବଂ ବନ୍ୟଜନ୍ତୁ ବିଷୟରେ…

୮୩ ବର୍ଷ ବୟସରେ ବାପା ହେଲେ ଅଭିନେତା ଆଲ ପାସିନୋ

ମୁମ୍ବାଇ: ୮୩ ବର୍ଷ ବୟସରେ ବାପା ହେଲେ ହଲିଉଡ୍‌ର ଲୋକପ୍ରିୟ ବରିଷ୍ଠ ଅଭିନେତା ଆଲ୍ ପାସିନୋ । ଆଲ୍‌ଙ୍କ ୨୯ ବର୍ଷୀୟା ପ୍ରେମିକା ନୁର୍ ଆଲଫାଲ୍ଲା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଏହି ଖବର ପାଇବା ପରେ ତାଙ୍କ ପ୍ରଶଂସକମାନେ ଆନନ୍ଦିତ ହେବା ସହ ଶୁଭେଚ୍ଛା ଜଣାଇଛନ୍ତି । ସେ ୪ର୍ଥ ଥର ପାଇଁ…

ଏମିତି ଏକ ମନ୍ଦିର: ଯେଉଁଠି ଛାଡ଼ପତ୍ର ପାଇଥିବା ମହିଳାଙ୍କୁ ସଶକ୍ତ କରାଯାଏ

ଜାପାନ: କୌଣସି ଦମ୍ପତିଙ୍କ ପାଇଁ ଛାଡପତ୍ର ଏକ ଦୁଃଖର ବିଷୟ । ଛାଡପତ୍ର କ୍ଷେତ୍ରରେ କେବଳ ସ୍ୱାମୀ ସ୍ତ୍ରୀ ଅଲଗା ହୁଅନ୍ତି ନାହିଁ, ଦୁଇ ପରିବାର ମଧ୍ୟ ଅଲଗା ହୋଇଯାଆନ୍ତି । ଏଭଳି ପରିସ୍ଥିତିରେ ସେମାନଙ୍କ ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ । କିନ୍ତୁ ଯେତେବେଳେ ସମ୍ପର୍କରେ ଫାଟ…

ଛୋଟ ପରଦାରେ ନଜର ଆସିବେ ରେଖା

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତ୍ରୀ ରେଖା ଖୁବ୍‌ଶୀଘ୍ର ଛୋଟପରଦାରେ ନଜର ଆସିବେ । ଷ୍ଟାରପ୍ଲାସରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ଗୁମ ହୈ କିସି କେ ପ୍ୟାର ମେଁ’ ରେ ପ୍ରବେଶ କରିବାକୁ ଯାଉଛନ୍ତି । ଛୋଟ ପରଦାରେ ରେଖାଙ୍କୁ ଦେଖିବା ପାଇଁ ତାଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହିତ…

୧୨ ନର୍ସ ଏକତ୍ର ହେଲେ ଗର୍ଭବତୀ : ଅନେକଙ୍କର ପ୍ରସବ ତାରିଖ ସମାନ

ନ୍ୟୁୟର୍କ: ୧୨ ନର୍ସ ଏକତ୍ର ହେଲେ ଗର୍ଭବତୀ । ଅନେକଙ୍କର ପ୍ରସବ ତାରିଖ ସମାନ । ଏହିପରି ଏକ ଅଜବ ମାମଲା ଆମେରିକାର ଭର୍ଜିନିଆର ଏକ ଡାକ୍ତରଖାନାରେ ଦେଖିବାକୁ ମିଳିଛି । ରିଭରସାଇଡ୍ ଆଞ୍ଚଳିକ ମେଡିକାଲରେ କାର୍ଯ୍ୟ କରୁଥିବା ୧୨ ଜଣ ନର୍ସ ଏକ ସମୟରେ ଗର୍ଭବତୀ ହୋଇ ଚର୍ଚ୍ଚାକୁ ଆସିଛନ୍ତି । ଏକ…

ଦୁନିଆର ସବୁଠାରୁ ଛୋଟ ନଦୀ, ଯାହାର ଲମ୍ବ ମାତ୍ର ୨୦୧ ଫୁଟ

ନ୍ୟୁୟର୍କ: ବିଶ୍ୱରେ ଅନେକ ନଦୀ ଅଛି ଯାହା ଏତେ ବଡ଼ ଯେ ସେମାନଙ୍କର ଉତ୍ପତ୍ତିରୁ ଶେଷ ପର୍ଯ୍ୟନ୍ତ ପହଞ୍ଚିବାକୁ ଆପଣଙ୍କୁ ଅନେକ ଦିନ ଲାଗିବ । ଗଙ୍ଗା, ଯମୁନା, ବ୍ରହ୍ମପୁତ୍ର, ନର୍ମଦା, ଗୋଦାବରୀ ଭଳି ପ୍ରମୁଖ ନଦୀଗୁଡ଼ିକ ଭାରତର ଗର୍ବ । କିନ୍ତୁ ଏହି ନଦୀଗୁଡ଼ିକ ମଧ୍ୟରୁ କୌଣସିଟି ବିଶ୍ୱର…

ଏମିତି ଏକ ମନ୍ଦିର, ଯେଉଁଠି ଲକ୍ଷ ଲକ୍ଷ ଶୁଆ ଭଗବାନଙ୍କ ଦର୍ଶନ କରନ୍ତି, ପ୍ରସାଦ ଖାଆନ୍ତି

ଇନ୍ଦୋର: ସାଧାରଣତଃ ଲୋକମାନେ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥାନ୍ତି । କିନ୍ତୁ ଆପଣ କେବେ ପକ୍ଷୀମାନଙ୍କୁ ଭକ୍ତି କରୁଥିବା ଦେଖିଛନ୍ତି ? ଇନ୍ଦୋରରେ ଏମିତି ଏକ ମନ୍ଦିର ଅଛି, ଯେଉଁଠାରେ ଲକ୍ଷ ଲକ୍ଷ ଶୁଆ ଆସି ହନୁମାନଜୀଙ୍କୁ ଦେଖା କରନ୍ତି ଓ ପ୍ରସାଦ ଖାଇଥାନ୍ତି । ଇନ୍ଦୋର ସହରର…