Latest Odisha News

BREAKING NEWS

୩ ପୁରୁଷଙ୍କୁ ବିବାହ କଲେ ମହିଳା, ଏବେ କ’ଣ କରୁଛନ୍ତି ଜାଣନ୍ତୁ

ଚୀନ: ଆଜିକାଲି ଭଲ ଜୀବନସାଥୀଟିଏ ପାଇବା ସହଜ ନୁହେଁ । ଅଧିକାଂଶ ଝିଅ ହୁଅନ୍ତୁ ବା ପୁଅ ନିଜ ପାଇଁ ଜୀବନସାଥୀଟିଏ ଖୋଜି ଖୋଜି ନୟାନ୍ତ ହେଉଥିଲେ ମଧ୍ୟ ନିଜ ପାଇଁ ସାଥୀଟିଏ ପାଉ ନାହାନ୍ତି । ହେଲେ ଚୀନର ଜଣେ ମହିଳା ଗୋଟେ କି ଦୁଇଟି ନୁହେଁ, ୩ ଟି ପୁରୁଷଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି…

ଏମିତି ଅଞ୍ଚଳ ଯେଉଁଠାରେ ଝିଅଙ୍କୁ ଚୁଟି କାଟିବା ମନା

ନ୍ୟୁୟର୍କ: କଥାରେ ଅଛି ନଇକେ ବାଙ୍କ ....ଦେଶକେ ଫାଙ୍କ । ଅର୍ଥାତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଧାରାରେ ପରମ୍ପରା ଓ ଚଳଣୀ ଅନୁସୃତ ହୋଇଥାଏ । ବିଶ୍ୱର ଭିନ୍ନ ଭିନ୍ନ ସ୍ଥାନରେ ଏମିତି ଅନେକ ସମ୍ପ୍ରଦାୟ ଅଛନ୍ତି ଯେଉଁମାନଙ୍କ ଜୀବନଶୈଳୀ ଅଦ୍ଭୁତ । ସେହି କ୍ରମରେ ଆମେରିକାର…

୧୮ ମାସ ବଞ୍ଚିଥିଲା ମୁଣ୍ଡ ନ ଥିବା କୁକୁଡ଼ା

ନୂଆଦିଲ୍ଳୀ: ଯଦି କାହାର ମୁଣ୍ଡ କାଟି ଦିଆଯାଏ, ତେବେ ସେ ବଞ୍ଚିବା ଅସମ୍ଭବ । କିନ୍ତୁ ୭୮ ବର୍ଷ ପୂର୍ବେ ଆମେରିକାରେ ଘଟିଥିବା ଏକ ଘଟଣା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆମେରିକାର ଜଣେ କୃଷକ କୁକୁଡ଼ା ଚାଷ କରୁଥିଲେ । ଦିନେ ଚାଷୀ ୪୦-୪୫ଟି କୁକୁଡ଼ାକୁ ମାରିଲେ । ଯେତେବେଳେ ସେ କୁକୁଡ଼ାକୁ…

ରଜନୀକାନ୍ତଙ୍କ ମନ୍ଦିର ନିର୍ମାଣ କଲେ ପ୍ରଶଂସକ

ଚେନ୍ନାଇ: ତାମିଲନାଡୁର ମଦୁରାଇଠାରେ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଏକ ମନ୍ଦିର ନିର୍ମାଣ କରିଛନ୍ତି ତାଙ୍କ ପ୍ରଶଂସକ । ଏଥିପାଇଁ ଜଣେ ପ୍ରଶଂସକ ତାଙ୍କ ଘର ଅଗଣାକୁ ରଜନୀକାନ୍ତଙ୍କ ମନ୍ଦିର ନିର୍ମାଣ ଲାଗି ଉତ୍ସର୍ଗ କରିଛନ୍ତି । ମନ୍ଦିରରେ ରଜନୀକାନ୍ତଙ୍କ ୨୫୦ କିଲୋ ଓଜନର ମୂର୍ତ୍ତି…

୫୭୫ ମେଗାୱାଟ କ୍ଷମତା ବିଶିଷ୍ଟ ପ୍ରକଳ୍ପ ପାଇଁ ୪୯୪୦ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି

ଭୁବନେଶ୍ୱର: ରାଜ୍ୟରେ ଅକ୍ଷୟ ଶକ୍ତିର ବିକାଶ ନିମନ୍ତେ ଗ୍ରୀଡକୋ ପକ୍ଷରୁ ଆଜି ଓଡ଼ିଶା ୱିଣ୍ଡ୍ ଏନର୍ଜି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ପବନ ଶକ୍ତି କ୍ଷେତ୍ରରେ ପୁଞ୍ଜି ବିନିଯୋଗର ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପବନ ଶକ୍ତି ଉତ୍ପାଦନ କ୍ଷେତ୍ରରେ…

ସୋଲାର ବିଶ୍ୱ କଂଗ୍ରେସରେ ଅଚ୍ୟୁତ ସାମନ୍ତ ସମ୍ମାନୀତ

ଭୁବନେଶ୍ୱର: ନୂଆଦିଲ୍ଲୀଠାରେ ଚାଲିଥିବା ସୋଲାର ବିଶ୍ୱ କଂଗ୍ରେସ ୨୦୨୩ରେ ଶୁକ୍ରବାର କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନିତ କରାଯାଇଛି । କିଟ୍ ଓ କିସ୍ ମାଧ୍ୟମରେ ସବୁଜ ଶକ୍ତିକୁ ବ୍ୟାପକ ପ୍ରୋତ୍ସାହନ ନିମନ୍ତେ ଶ୍ରୀ ସାମନ୍ତଙ୍କୁ ସୋଲାର ଏନର୍ଜୀ ସୋସାଇଟି ଅଫ୍ ଇଣ୍ଡିଆ…

ତୁମେ ଏତେ ଭଲ ହେଲ କିପରି: ଏପରି କିଛି କହିଲେ ଐଶ୍ୱର୍ଯ୍ୟାଙ୍କ ଝିଅ ଆରାଧ୍ୟା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଗତ ୧ ତାରିଖରେ ତାଙ୍କର ୫୦ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଉତ୍ସବକୁ ପାଳନ କରିବା ପାଇଁ ସେ ମୁମ୍ବାଇରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଯେଉଁଥିରେ ତାଙ୍କୁ ଗଣମାଧ୍ୟମ ସହ ତାଙ୍କ ଜନ୍ମଦିନ ପାଳନ କରୁଥିବା ଦେଖିବାକୁ…

ଋତୁସ୍ରାବଜନିତ କଷ୍ଟରୁ ବର୍ତ୍ତିବାକୁ ଗର୍ଭଧାରଣ

ତାଲାହାସି: ଋତୁସ୍ରାବ ଏକ ପ୍ରାକୃତିକ ଓ ଶାରୀରିକ ପ୍ରକ୍ରିୟା ଯାହା କିଶୋରି ତଥା ମହିଳାମାନଙ୍କର ଗର୍ଭଧାରଣ ପ୍ରସ୍ତୁତିର ଏକ ଅଂଶ । ପ୍ରତି ମାସରେ ହେଉଥିବା ଏହି ପ୍ରକ୍ରିୟା ଦ୍ୱାରା ଅନେକଙ୍କୁ ବହୁ କଷ୍ଟ ସହିବାକୁ ପଡ଼ିଥାଏ । କଷ୍ଟରୁ ମୁକ୍ତି ପାଇବା ପାଇଁ ମହିଳାମାନେ ଘରୋଇ ଉପଚାର କରିବା ସହ…

୧୧ ବର୍ଷ ପରେ ସ୍ୱାମୀଙ୍କଠାରୁ ଅଲଗା ହେବେ କନିକା

ବମ୍ବେ:ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ କନିକା ମାହେଶ୍ୱରୀ ଏବେ ଖୁବ୍ ଚର୍ଚ୍ଚାରେ । କାରଣ ଦୀର୍ଘ ୧୧ ବର୍ଷ ପରେ ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି । ଏବେ ସେ ଛାଡ଼ପତ୍ର ଦେବେ । କିଛିଦିନ ହେଲା କନିକା ଏବଂ ତାଙ୍କ ସ୍ୱାମୀ ଅଙ୍କୁର ଘାଇଙ୍କ ମଧ୍ୟରେ କୌଣସି କାରଣକୁ ନେଇ…

ଦୁନିଆର ସବୁଠୁ ସୁନ୍ଦର ହସ୍ତାକ୍ଷର

ନେପାଳ: ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କ ପାଇଁ ହସ୍ତଲିଖନ ବା ହସ୍ତାକ୍ଷର ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଯଦି ହସ୍ତଲିଖନ ସୁନ୍ଦର ହୁଏ ତେବେ ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ । ସେଥିଲାଗି ବିଦ୍ୟାଳୟରେ ହସ୍ତାକ୍ଷର ଲେଖିବାକୁ ବାଧ୍ୟ କରାଯାଇଥାଏ । ଅନେକ ସମୟରେ ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତା…