ସାଇକେଲରେ ନଜର ଆସିଲେ ଅନୁପମ ଖେର: ‘ବିଜୟ ୬୯’ ଫିଲ୍ମର ଫାଷ୍ଟ ଲୁକ୍ ରିଲିଜ୍
ମୁମ୍ବାଇ: ନିଜର ଜବରଦସ୍ତ ଅଭିନୟ ପାଇଁ ଅଭିନେତା ଅନୁପମ ଖେର୍ ବେଶ ପରିଚିିତ । ଖୁବ୍ଶୀଘ୍ର ତାଙ୍କର ଏକ ନୂଆ ଫିଲ୍ମ ‘ବିଜୟ ୬୯’ ରିଲିଜ୍ ହେବାକୁ ଯାଉଛି । ନିକଟରେ ଏହି ଫିଲ୍ମର ଏକ ପୋଷ୍ଟର ରିଲିଜ ହୋଇଯାଇଛି, ଯେଉଁଥିରେ ଅନୁପମ ଖେର ସାଇକେଲ ଚଳାଉଥିବାର ନଜର ଆସିଛନ୍ତି ।
ୟଶ ରାଜ ତାଙ୍କ…