Latest Odisha News

BREAKING NEWS

ଅଜବ ପ୍ରେମ : ପ୍ରେମିକର ବାପାଙ୍କ ସହ ପ୍ରେମିକା ଛୁ

କାନପୁର: କଥାରେ ଅଛି ପ୍ରେମ କେତେବେଳେ କେଉଁଠି କାହାସହ ହେବ କେହି କହିପାରିବେ ନାହିଁ । ତେବେ ଉତ୍ତରପ୍ରଦେଶର କାନପୁର ସହରରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି,ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଯୁବତୀ ନିଜ ପ୍ରେମିକର ବାପା ସହ ଫେରାର ହୋଇଯାଇଛନ୍ତି । ଏହି ଘଟଣାଟି ଘଟଛି…

ଧାରାବାହିକ ବାଳିକା ବଧୁର ଆନନ୍ଦୀଙ୍କୁ ମିଳୁନି କାମ

ମୁମ୍ବାଇ: ଟିଭିର ଅନ୍ୟତମ ଲୋକପ୍ରିୟ ଧାରାବାହିକ ହେଉଛି ‘ବାଳିକା ବଧୁ' । ଏଥିରେ ଆନନ୍ଦୀ ଭୂମିକାରେ ଅଭିନୟ କରିଥିବା ତୋରାଲ ରସପୁତ୍ର ଘରେ ଘରେ ବେଶ୍ ପରିଚିତ ହୋଇଥିଲେ । ତାଙ୍କର ନିଖୁଣ ଅଭିନୟକୁ ଲୋକେ ଖୁବ୍ ପସନ୍ଦ ବି କରିଥିଲେ । ବାଳିକା ବଧୁ ଧାରାବାହିକରେ ୩ ଜଣ ଅଭିନେତ୍ରୀ ଆନନ୍ଦୀ…

ନବଜାତକକୁ ନିଆରା ଢଙ୍ଗରେ ସ୍ୱାଗତ : ଜନ୍ମ ହେବା ମାତ୍ରେ ଶିଶୁ ଉପରେ ରଖିଲେ ନୋଟ୍

ବ୍ରିଟେନ୍‌: ପ୍ରତ୍ୟେକ ବାପାମାଆ ଜନ୍ମ ପରେ ନିଜ ସନ୍ତାନକୁ ସ୍ୱାଗତ କରିବା ପାଇଁ ଘରକୁ ଫୁଲରେ ସଜାଇବା ସହ କୀର୍ତ୍ତନ, ଭଜନର ଆୟୋଜନ କରିଥାନ୍ତି । କିନ୍ତୁ ବ୍ରିଟେନରେ ଏକ ଦମ୍ପତ୍ତି ତାଙ୍କ ନବଜାତକଙ୍କୁ ଏକ ନିଆରା ଢଙ୍ଗରେ ସ୍ୱାଗତ କରିଛନ୍ତି । ପିଲାଟି ଜନ୍ମ ହେବା ମାତ୍ରେ ପିତାମାତା…

କଞ୍ଚା ଚିକେନ ଖାଇ ଖାଇ ଖାଲି ପାଦରେ ମଲ ବୁଲିଲେ ଯୁବକ

ଅଷ୍ଟ୍ରେଲିଆ: ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏପରି ଅଦ୍ଭୁତ କାର୍ଯ୍ୟ କରି ବସନ୍ତି ଯାହାକୁ ଲୋକେ ଦେଖନ୍ତି କି ଶୁଣନ୍ତି ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏବେ ଅଷ୍ଟ୍ରେଲିଆର ଜଣେ ଯୁବକଙ୍କର କିଛି ଫଟୋ ଭାଇରାଲ ହେବାରେ ଲାଗିଛି,ଯେଉଁଥିରେ ସେ ଏମିତି ଅଦ୍ଭୁତ କାର୍ଯ୍ୟ…

ପୋଷାକ ପରିଧାନ ନେଇ ପୁଣି ଚର୍ଚ୍ଚାରେ ଉର୍ଫି : ରେଷ୍ଟୁରାଣ୍ଟରେ ପୁରାଇଲେ ନାହିଁ କର୍ମଚାରୀ

ମୁମ୍ବାଇ: ଟିଭି ଅଭିନେତ୍ରୀ ଉର୍ଫି ଜାଭେଦ୍ ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତିି । ଏବେ ସେହି ପୋଷାକ ପରିଧାନକୁ ନେଇ ତାଙ୍କୁ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ପ୍ରବେଶକୁ ବାରଣ କରାଯାଇଛି । ଯାହାକୁ ନେଇ ଉର୍ଫି ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ନେଇ ସୋସିଆଲ…

୬୦ କିମି ବେଗରେ କୁକୁର ଚଲାଇଲା କାର, ପଛରେ ବସିଥିଲେ ଡ଼୍ରାଇଭର

ଜର୍ମାନୀ: କୁକୁରମାନେ ବିଭିନ୍ନ କୌଶଳ କରୁଥିବା ନିଶ୍ଚୟ ଦେଖିଥିବେ । କିନ୍ତୁ ନିକଟରେ ଜର୍ମାନୀରେ ଏକ କୁକୁର ଘଣ୍ଟାକୁ ୬୦ କିମି ବେଗରେ କାର ଚଲାଉଥିବାର ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏମିତି କି ଟ୍ରାଫିକ୍ ପୋଲିସ ବି ଚକିତ ହୋଇଯାଇଛିି । ସବୁଠୁ ବଡ଼ କଥା ହେଲା, କୁକୁର କାର…

ଦାମୀ କାର ଛାଡ଼ି ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କଲେ ସାରା

ମୁମ୍ବାଇ: ଅଭିନୟ ବ୍ୟତୀତ ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ବିଭିନ୍ନ ସ୍ଥାନ ବୁଲି ଦେଖିବାକୁ ପସନ୍ଦ କରିଥାନ୍ତି । ସେଥିଲାଗି ସେ ଅଧିକାଂଶ ସମୟ ବୁଲିବାରେ କାଟନ୍ତି । ନିକଟରେ ସେ ନିଜର ବିଳାସପୂର୍ଣ୍ଣ କାର ଛାଡି ମାୟାନଗାରୀ ମୁମ୍ବାଇରେ ମେଟ୍ରୋ ଟ୍ରେନରେ ଯାତ୍ରା କରୁଥିବା ନଜର ଆସିଛନ୍ତି…

ଅଜବ ସଉକ : ପ୍ଲାଷ୍ଟିକ୍ ସର୍ଜରୀ କରି ବନିଗଲେ ହ୍ୟୁମାନ ଡ଼ଲ

ଇଟାଲି:ନିଜ ସଉକକୁ ନେଇ କିଛି ନୂଆ କରିବାର ଅଜବ ନିଶା ଅନେକଙ୍କ ପାଖରେ ଥାଏ । କିନ୍ତୁ ନିଜ ଶରୀରକୁ କଷ୍ଟ ଦେଇ ଏମିତି ଚିତ୍ର ଓ ଚରିତ୍ରକୁ ଯୋଡ଼ିବାରେ ଆଗ୍ରହୀ ହେଉଥିବା ଅଜବ ଲୋକଙ୍କ ଅଜବ ସଉକ ବିଷୟରେ ଆପଣ କ୍ୱଚିତ୍ ଜାଣିଥିବେ । ଇଟାଲିର ଏମିତି ଜଣେ ଯୁବକ ଯିଏ ପ୍ଲାଷ୍ଟିକ୍ ସର୍ଜରୀ କରି ନିଜ…

ମଲା ମାଛ ପେଟରୁ ବାହାରିଲା ଜୀବନ୍ତ ମାଛ, ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ

ସୋସିଆଲ ମିଡ଼ିଆରେ ଏମିତି ଅଜବ ଭିଡ଼ିଓ ଦେଖିବାକୁ ମିଳେ, ଯାହାକୁ ଆଖି ବି ବିଶ୍ୱାସ କରିପାରେ ନାହିଁ । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି,ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ଟେବୁଲ ଉପରେ ଗୋଟିଏ ବଡ଼ ମାଛ ରଖାଯାଇଛି । ଟେବୁଲ ଚାରିପାଖରେ…

୪ ଭଉଣୀ ଏକାସାଙ୍ଗରେ ହେଲେ ଗର୍ଭବତୀ, ପରିବାର ଲୋକେ ହେଲେ ଚକିତ

ସ୍କଟଲ୍ୟାଣ୍ଡ: ପରିବାରରେ କୌଣସି ମହିଳା ଯଦି ମାଆ ହୁଅନ୍ତି, ସେତେବେଳେ ସମସ୍ତେ ଖୁସି ହୋଇଥାନ୍ତି । କିନ୍ତୁ ଯେତେବେଳେ ଗୋଟିଏ ପରିବାରରେ ୪ ଜଣ ଏକାସାଙ୍ଗରେ ମାଆ ହେବେ, ତେବେ ଏହି ଖବର ସମସ୍ତଙ୍କୁ ଯେତିକି ଖୁସି କରିବ ସେତିକି ଆଶ୍ଚର୍ଯ୍ୟ ବି କରିବ । ନିକଟରେ ସ୍କଟଲ୍ୟାଣ୍ଡର ଜଣେ…