Latest Odisha News

BREAKING NEWS

କିଙ୍ଗ୍ ଖାନଙ୍କ ଅଭିନିତ ବିଜ୍ଞାପନର ନିର୍ଦ୍ଦେଶନା ଦେଲେ ପୁଅ ଆର୍ଯ୍ୟନ୍

ମୁମ୍ବାଇ: ବଲିଉଡ଼ର କିଙ୍ଗ୍ ଖାନ୍ ଏବେ ପୁଣି ଚର୍ଚ୍ଚାରେ । ନିକଟରେ ରିଲିଜ୍ ହୋଇଥିବା ‘ପଠାନ୍‌'ର ସଫଳତା ପ୍ରମାଣିତ କରିଛି ଯେ ଆଜି ବି ସାରା ବିଶ୍ୱରେ ଲୋକମାନେ ଶାହରୁଖଙ୍କୁ ବଡ଼ ପରଦାରେ ଦେଖି ଉତ୍ସାହିତ ଅଛନ୍ତି । ଏବେ ତାଙ୍କ ପୁଅ ଆର୍ଯ୍ୟନ୍ ଖାନ୍‌ଙ୍କୁ ନେଇ ସେ ବେଶ୍ ଚର୍ଚ୍ଚାରେ ଅଛନ୍ତି ।…

ୟୁନିଫର୍ମରେ ୩ ପୋଲିସ କର୍ମଚାରୀ କଲେ ରିଲ୍ସ, ଭିଡ଼ିଓ ଭାଇରାଲ

ପୋଲିସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନିଜ ଜୀବନକୁ ପାଣିରେ ପକାଇ ଆମକୁ ସୁରକ୍ଷା ଦେଇଥାନ୍ତି । ତଥାପି ଜଣେ ପୋଲିସ କର୍ମଚାରୀ ସାଧାରଣ ବ୍ୟକ୍ତି ପରି କିଛି କାମ କରୁଥିବା ଦେଖାଯାଏ । ଏବେ କିଛି ପୋଲିସ କର୍ମଚାରୀ ୟୁନିଫର୍ମରେ ରିଲ୍ସ କରୁଥିବା ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।…

ଏକତା କପୁରଙ୍କ ଶୋ’ରେ ନଜର ଆସିବେ ସାନିଆ ମିର୍ଜା

ମୁମ୍ବାଇ: ଟେନିସ ଖେଳାଳି ସାନିଆ ମିର୍ଜା କ୍ରୀଡା ଜଗତର ଏକ ଜଣାଶୁଣା ନାଁ । ଟେନିସରେ ସେ ସବୁବେଳେ ଭାରତକୁ ଗର୍ବିତ କରିଆସିଛନ୍ତି । ବର୍ତ୍ତମାନ ସାନିଆ ଖେଳରୁ ଅବସର ନେଇ ନିଜ ପିଲାଙ୍କ ସହ ସମୟ ବିତାଉଛନ୍ତି । ଖୁବ୍‌ଶୀଘ୍ର ସାନିଆ ଅଭିନୟ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି । ଛୋଟ ପରଦାର…

ଅଜବ ଚାକିରି: ପଶୁପକ୍ଷୀଙ୍କ ପୋଷାକ ପିନ୍ଧି ଛିଡ଼ା ହେବାକୁ ପଡ଼ିବ

ବ୍ରିଟେନ୍‌: ଚାକିରି ଖଣ୍ଡେ ପାଇଁ ଲୋକେ କେତେ ଚେଷ୍ଟା କରିଥାନ୍ତି । ଆଉ ଦୁନିଆରେ ଏମିତି ଅଜବ ଚାକିରି ସବୁ ଥାଏ, ଯାହାକୁ ଲୋକେ ବାଧ୍ୟ ହୁଅନ୍ତି କରିବା ପାଇଁ । ସେଥିପାଇଁ ମୋଟା ଅଙ୍କର ଦରମା ବି ମିଳିଥାଏ ।  କିଛି ଦିନ ପୂର୍ବେ ଏକ ଚାକିରିର ବିଜ୍ଞାପନ ବାହାରିଥିଲା, ଯେଉଁଥିରେ ଚପଲ ପିନ୍ଧି…

ଭୟଙ୍କର ଦୁର୍ଘଟଣା: ଆଗରୁ କେବେ ଦେଖି ନ ଥିବେ

ପ୍ରତ୍ୟେକ ଦିନ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଆପଣ ଶୁଣୁଥିବେ । ଦିନେ ଦିନେ ଏମିତି ଭୟଙ୍କର ଦୁର୍ଘଟଣା ହୁଏ, ଯାହାକୁ ଦେଖିଲେ ଲୋକଙ୍କ ଲୋମ ଟାଙ୍କୁରି ଉଠେ । ଏବେ ମଧ୍ୟ ଏମିତି ଏକ ଭୟଙ୍କର ଦୁର୍ଘଟଣାର ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ।…

କଳା ଅଣ୍ଡା ଖାଇଲେ ବଢିଥାଏ ଆୟୁଷ

ଜାପାନ: ସାଧାରଣତଃ ଅଣ୍ଡାର ରଙ୍ଗ ଧଳା କିମ୍ବା ବାଦାମୀ ରଙ୍ଗର ହୋଇଥାଏ । କିନ୍ତୁ କଳା ରଙ୍ଗର ଅଣ୍ଡା ଯେ ଥାଇପାରେ ଏକଥା ଅନେକଙ୍କୁ ଅଜଣା । ଏବେ ଜାପାନରେ କଳା ରଙ୍ଗର ଅଣ୍ଡା ଦେଖିବାକୁ ମିଳୁଛି, ଯାହାକୁ ଖାଇଲେ ଆୟୁଷ ବଢିଥାଏ ବୋଲି ସେଠାକାର ଲୋକଙ୍କ ଧାରଣା । ଜାପାନର ମାଉଣ୍ଟ ହୋକେନ୍‌ରେ…

ପୋଲିସ ଭୂମିକାରେ ଏକାଠି ନଜର ଆସିବେ ଅଜୟ -ଦୀପିକା

ମୁମ୍ବାଇ: ଏବେ ପୁଣି ଏକାଠି କାମ କରିବେ ଅଭିନେତା ଅଜୟ ଦେବଗନ ଓ ନିର୍ଦ୍ଦେଶକ ରୋହିତ୍ ସେଟ୍ଟୀ । ସିଙ୍ଘମ’ ଏବଂ ‘ସିଙ୍ଘମ ରିଟର୍ନସ’ର ସଫଳତା ପରେ ଏବେ ଅଜୟ ଏବଂ ରୋହିତଙ୍କ ଯୋଡି ନୂଆ ଫିଲ୍ମ ‘ସିଙ୍ଘମ ଏଗେନ୍‌’ ଘୋଷଣା କରିଛନ୍ତି । ଏହି ଫିଲ୍ମକୁ ନେଇ ଅଜୟ ଖୁବ୍ ଉତ୍ସାହିତ ଅଛନ୍ତି ।…

ମାଆ ହେବାକୁ ଯାଉଛନ୍ତି କ୍ୟାଟ୍ରିନା: ଭିଡ଼ିଓ ହେଲା ଭାଇରାଲ

ମୁମ୍ବାଇ: ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବେ ମାଆ ହେବାକୁ ଯାଉଛନ୍ତି । ନିକଟରେ ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନଙ୍କ ଘରେ ଆୟୋଜିତ ଇଦ୍ ପାର୍ଟିରେ କ୍ୟାଟ୍ରିନାଙ୍କୁ ଦେଖିବାକୁ ମିଳିଥିଲା । ଏହି ସମୟରେ ସେ ଗର୍ଭବତୀ ଥିବା ନଜର ଆସିଥିଲେ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ…

ଯୁବକ ଘରେ ପାଳୁଛନ୍ତି କଙ୍କଡ଼ା: ପ୍ରତ୍ୟେକ ଦିନ ବାହାରକୁ ନିଅନ୍ତି ବୁଲାଇବାକୁ

ହଂକଂ: ଘରେ କୁକୁର, ବିଲେଇ କିମ୍ବା ପକ୍ଷୀମାନଙ୍କୁ ପାଳିବା ଏକ ପ୍ରକାର ଫ୍ୟାଶନ ହୋଇଗଲାଣି । ଅଧିକାଂଶ ଲୋକ ସେମାନଙ୍କ ଗୃହପାଳିତ ପଶୁମାନଙ୍କୁ ପ୍ରତିଦିନ ବାହାରକୁ ବୁଲାଇ ନେବାକୁ ବି ପସନ୍ଦ କରନ୍ତି । ଦୁନିଆରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ବଣୁଆ ଜନ୍ତୁକୁ ଗୃହପାଳିତ ପଶୁ ଭାବରେ…

ଜଣେ ମହିଳାଙ୍କ ଦୁଇ ସ୍ୱାମୀ: ଗୋଟିଏ ଘରେ ଖୁସିରେ ଜୀବନ କାଟୁଛନ୍ତି

ବ୍ରାଜିଲ: ଲୋକମାନେ ଗୋଟିଏ ବିବାହକୁ ମଧ୍ୟ ଠିକ୍ ଭାବରେ ତୁଲାଇବାରେ ସକ୍ଷମ ହୁଅନ୍ତି ନାହିଁ । ହେଲେ ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ଦୁଇ କିମ୍ବା ତିନୋଟି ବିବାହ କରିବା ପରେ ଖୁସିରେ ଜୀବନ ବିତାଇ ପାରୁଛନ୍ତି । ବ୍ରାଜିଲର ଏମିତି ଜଣେ ମହିଳା ଅଛନ୍ତି, ଯାହାଙ୍କର ଦୁଇ ସ୍ୱାମୀ…