Latest Odisha News

ପ୍ରତିଶ୍ରୃତି ରକ୍ଷା କଲେ ବିଜୟ, ୧୦୦ ପରିବାରକୁ ଲକ୍ଷେ ଟଙ୍କା ଲେଖାଏଁ ଦେଲେ

ମୁମ୍ବାଇ: ପ୍ରତିଶ୍ରୁତି ରକ୍ଷା କଲେ ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡା । ଫିଲ୍ମ ‘ଖୁସି’ର ପାରିଶ୍ରମିକରୁ ୧ କୋଟି ଟଙ୍କା ତାଙ୍କ ପ୍ରଶଂସକଙ୍କୁ ପ୍ରଦାନ କରିବେ ବୋଲି ନିକଟରେ ଘୋଷଣା କରିଥିଲେ । ଆଜି ସେହି ପ୍ରତିଶ୍ରୁତି ପୂରଣ କରିଛନ୍ତି । ନିକଟରେ ବିଜୟ ୧୦୦ଟି ପରିବାରକୁ ୧ଲକ୍ଷ ଟଙ୍କା…

ପୁନମଙ୍କ ଘରେ ଅଗ୍ନିକାଣ୍ଡ; ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀଙ୍କ ଚାକର,କୁକୁର

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଘରେ ଅଗ୍ନିକାଣ୍ଡ ହୋଇଛି । ଫଳରେ ପୁନମଙ୍କ ଘରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଘରେ ଥିବା କୁକୁର ଓ ଚାକର ବର୍ତ୍ତି ଯାଇଛନ୍ତି । ଏହି ସମୟରେ କୌଣସି କାମରେ ପୁନମ ବାହାରକୁ ଯାଇଥିବାରୁ ସେ ବି ବର୍ତ୍ତି ଯାଇଥିବା କୁହାଯାଇଛି ।…

ରାମ୍ପରେ ଚାଲିଲେ ନାହିଁ, କାଦୁଅରେ ଗଡ଼ିଲେ ମଡେଲ

ନ୍ୟୁୟର୍କ: ଯେତେବେଳେ ଫ୍ୟାଶନ ସୋ କଥା ଉଠେ, ସେତେବେଳେ ରାମ୍ପରେ ଚାଲୁଥିବା ସୁନ୍ଦରୀ ମଡେଲଗୁଡିକର ଚେହେରା ମନକୁ ଆସିଥାଏ । କିନ୍ତୁ ନିକଟରେ ନ୍ୟୁୟର୍କରେ ଏକ ଫ୍ୟାଶନ ସପ୍ତାହରେ ଯାହା ଘଟିଥିଲା, ତାହା ଆଶ୍ଚର୍ଯ୍ୟଜନକ ଥିଲା । ଏହା ଦେଖି ଆପଣ ବି ଆଶ୍ଚର୍ଯ୍ୟ ହେବେ । କାରଣ ଏଠାରେ ମଡେଲମାନେ…

ଦ୍ୱିତୀୟ ବିବାହ କରିବେ ନାଗା ଚୈତନ୍ୟ

ମୁମ୍ବାଇ: ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତ ସାଉଥ୍ ସୁପରଷ୍ଟାର ନାଗା ଚୈତନ୍ୟ । ଏବେ ସେ ଦ୍ୱିତୀୟ ବିବାହ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଝିଅଙ୍କୁ ବିବାହ କରିବେ ବୋଲି ସୂଚନା ମିଳିଛି । ଚଳିତବର୍ଷ ଶେଷକୁ ସେ ବିବାହ ବନ୍ଧନରେ…

କୋଇଲା ସଚିବଙ୍କ ଏମ୍‌ସିଏଲ୍ ପରିଦର୍ଶନ, ସ୍ଥିତି କଲେ ସମୀକ୍ଷା

ସମ୍ବଲପୁର: କେନ୍ଦ୍ର କୋଇଲା ମନ୍ତ୍ରଣାଳୟର ସଚିବ ଅମ୍ରିତ ଲାଲ ମୀନା ମହାନଦୀ କୋଲ୍‌ଫିଲ୍ଡସ ଲିମିଟେଡ (ଏମ୍‌ସିଏଲ୍‌)ର ବିଭିନ୍ନ ପ୍ରସଙ୍ଗ ନେଇ ସ୍ଥିତି ସମୀକ୍ଷା କରିଛନ୍ତି । ସମ୍ବଲପୁରରେ ଥିବା ଏମ୍‌ସିଏଲର ମୁଖ୍ୟାଳୟରେ ସ୍ଥିତିର ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା । ଏହି ବୈଠକରେ କୋଲ ଇଣ୍ଡିଆ…

ଏମସିଏଲ୍ ପରିଦର୍ଶନ କଲେ କୋଲ ଇଣ୍ଡିଆ ଅଧ୍ୟକ୍ଷ

ସମ୍ବଲପୁର : ଓଡ଼ିଶାର ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲ୍ଲାରେ ଥିବା ଏମସିଏଲ୍‌ର ବସୁନ୍ଧରା ଏବଂ ମହାଲକ୍ଷ୍ମୀ କ୍ଷେତ୍ରକୁ ପରିଦର୍ଶନ କରିଛନ୍ତି କୋଲ୍ ଇଣ୍ଡିଆ ଅଧ୍ୟକ୍ଷ ପି.ଏମ୍‌. ପ୍ରସାଦ । ଏହି ପରଦର୍ଶନ ସମୟରେ କୁଲଦା ଏବଂ ଗର୍ଜନବାହାଲ ଓପନକାଷ୍ଟ ଖଣି କ୍ଷେତ୍ର ମଧ୍ୟ ତଦାରଖ କରିଛନ୍ତି ।…

ଝିଏଟିଏ ପାଇଁ ୯ଟି ପୁଅର ମାଆ ହେଲେଣି ମହିଳା, ଏବେ ବି ଅଛନ୍ତି ଗର୍ଭବତୀ

ନ୍ୟୁୟର୍କ : ଅଧିକାଂଶ ଲୋକ ପୁଅଟିଏ ପାଇଁ ଲକ୍ଷେ ଦେବାଦେବୀଙ୍କୁ ପୂଜା କରିଥାନ୍ତି । ଆଉ ଝିଅ ହେବା ଶୁଣିଲେ ତାକୁ ପେଟ ଭିତରେ ହତ୍ୟା କରିବାକୁ ବି ପଛାନ୍ତି ନାହିଁ । ଆମ ସମାଜ ବି ଝିଅ ହେବା ଖବରକୁ ସହଜରେ ଗ୍ରହଣ କରିପାରେ ନାହିଁ । କିନ୍ତୁ ଆମେରିକାର ଜଣେ ମହିଳା ଝିଅଟିଏ ପାଇଁ ୯ ପୁଅକୁ…

ପୁଣି ଚର୍ଚ୍ଚାରେ ଉର୍ଫି: ମୁହଁରେ ପିନ୍ଧିଲେ ମୁଖା, ‘ରାଜ କୁନ୍ଦ୍ରାଙ୍କ ଭଉଣୀ’ କହିଲେ ପ୍ରଶଂସକ

ମୁମ୍ବାଇ: ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦ । ଅନେକ ଲୋକ ଉର୍ଫିଙ୍କୁ ସୃଜନଶୀଳ ବୋଲି କହି ପ୍ରଶଂସା କରୁଥିବା ବେଳେ ଆଉ କିଛି ଲୋକ ତାଙ୍କୁ ନାପସନ୍ଦ ବି କରିଥାନ୍ତି । ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିଲେ ବି ସେ…

ରିଲିଜ୍ ହେଲା ଫିଲ୍ମ ‘ଖୁଫିୟା’ର ଟିଜର, ନଜର ଆସିଲେ ତବ୍ୱୁ

ମୁମ୍ବାଇ: ରିଲିଜ୍ ହେଲା ବିଶାଲ ଭରଦ୍ୱାଜଙ୍କ ଆଗାମୀ ସ୍ପାଇ ଥ୍ରୀଲର ‘ଖୁଫିୟା’ର ଟିଜର । ଏଥିରେ ମୁଖ୍ୟ ଭୂମିକାରେ ବଲିଉଡ଼ ଅଭିନେତ୍ରୀ ତବୁ ନଜର ଆସିଛନ୍ତି । ଖୁବ୍‌ଶୀଘ୍ର ଏହା ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି । ନିକଟରେ ଏହି ଫିଲ୍ମର ଘୋଷଣା ସହ ଅଭିନୟ କରିଥିବା…

ଭାରତର ପ୍ରଥମ ଅଣ୍ଡର ୱାଟର ନୃତ୍ୟଶିଳ୍ପୀ: ଯିଏ ପାଣି ଭିତରେ କରନ୍ତି ଚମତ୍କାର ନୃତ୍ୟ,ଷ୍ଟଣ୍ଟ୍‌

ଗୁଜୁରାଟ: ଅନେକ ଲୋକ ପାଣିରେ ଗାଧୋଉଥିବା ବା ସୁଇମିଂ କରୁଥିବା ଆପଣ ନିଶ୍ଚୟ ଦେଖିଥିବେ । କିନ୍ତୁ ପାଣି ଭିତରେ ନୃତ୍ୟ କରିବା ଓ ବିଭିନ୍ନ ପ୍ରକାର ଷ୍ଟଣ୍ଟ କରିବା ଦେଖିଛନ୍ତି ? ଆମେ ଏମିତି ଜଣେ ଯୁବକଙ୍କ ବିଷୟରେ କହୁଛୁ , ଯିଏ ପାଣି ଭିତରେ ଚମତ୍କାର ନୃତ୍ୟ କରି ଲୋକଙ୍କୁ ଆଶ୍ଚର୍ଯ୍ୟ…