୧୦୦ ଯୁବତୀଙ୍କୁ ଡ଼େଟ୍ କଲେଣି ଯୁବକ, ପ୍ରତି ରାଜ୍ୟରେ ୨ ଗର୍ଲଫ୍ରେଣ୍ଡ , ହେଲେ ମିଳିନି ସ୍ୱପ୍ନର ରାଜକୁମାରୀ
ନ୍ୟୁୟର୍କ: ପ୍ରତ୍ୟେକ ବ୍ୟକ୍ତି ନିଜ ପସନ୍ଦର ଜୀବନସାଥୀ ଚାହିଁଥାନ୍ତି । ହେଲେ ଭାଗ୍ୟ ସମସ୍ତଙ୍କୁ ସାଥ୍ ଦେଇ ନ ଥାଏ । କେହି ଏଥିରେ ସଫଳ ହେଉଥିବା ବେଳେ ଆଉ କିଏ ନିରାଶ ହୋଇଥାନ୍ତି । ହେଲେ ଆମେରିକାର ଜଣେ ଯୁବକ ନିଜ ମନପସନ୍ଦର ଜୀବନସାଥୀଟିଏ ପାଇବା ପାଇଁ ୧୦୦ ଝିଅଙ୍କୁ ଡ଼େଟ୍ କରିସାରିଲେଣି…