Latest Odisha News

BREAKING NEWS

ମାଆ ହେବେ ରୁବିନା, ବେବି ବମ୍ପର ଫଟୋ କଲେ ସେୟାର

ମୁମ୍ବାଇ: ମାଆ ହେବେ ବଲିଉଡ଼ ଅଭିନେତ୍ରୀ ରୁବିନା ଦଲେକ । ଏହାକୁ ନେଇ ସେ ଓ ତାଙ୍କ ପରିବାର ଲୋକ ବହୁତ ଖୁସି ଅଛନ୍ତି । ଏନେଇ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ଏହି ଖୁସି ଖବର ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ଏଥିସହିତ ସେ ବେବି ବମ୍ପର ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ଖବର ପାଇବା…

ସବୁଜ ରଙ୍ଗର ଅଣ୍ଡା, ଗୋଟେ ଶିଝାଇଲେ ଖାଇବେ ପୁରା ପରିବାର

ସାଧାରଣତଃ ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ ନିୟମିତ ଅଣ୍ଡା ଖାଇବାକୁ ଡ଼ାକ୍ତରମାନେ ପରାମର୍ଶ ଦେଇଥାନ୍ତି । କାରଣ ଏହା ଏକ ପୁଷ୍ଟିକର ଖାଦ୍ୟ ଅଟେ । ଅଣ୍ଡା ପ୍ରାୟତଃ ଧଳା ରଙ୍ଗର ହୋଇଥାଏ । କିନ୍ତୁ ବଜାର ବ୍ରାଉନ୍ କଲର ଅଣ୍ଡା ମଧ୍ୟ ମିଳିଥାଏ, ଯାହାକୁ ଆମେ ଦେଶୀ ଅଣ୍ଡା ବୋଲି କହିଥାଉ ।…

ଏକତା ପାଇବେ ଏମି ପୁରସ୍କାର: ପ୍ରଥମ ଭାରତୀୟ ଟେଲିକାର୍ଯ୍ୟକ୍ରମ ନିର୍ମାତା ଭାବେ ପାଇବେ ଏହି ସମ୍ମାନ

ମୁମ୍ବାଇ: ପ୍ରଥମ ଭାରତୀୟ ଟେଲି କାର୍ଯ୍ୟକ୍ରମ ନିର୍ମାତା ଭାବେ ଏମି ପୁରସ୍କାର ପାଇବେ ଏକତା କପୁର । ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ୫୧ତମ ଏମି ପୁରସ୍କାର ଉତ୍ସବରେ ତାଙ୍କୁ ‘ଇଣ୍ଟରନାସନାଲ୍ ଏମି ଡାଇରେକ୍ଟରେଟ୍‌’ ପୁରସ୍କାର ପ୍ରଦାନ କରାଯିବ । ଭାରତୀୟ ଟେଲିଭିଜନ୍ ଶିଳ୍ପ ପ୍ରତି…

୧ ମିନିଟରେ ସର୍ବାଧିକ ଆଲିଙ୍ଗନ କରି ବିଶ୍ୱ ରେକର୍ଡ଼ କଲେ ଦୁଇ ଯୁବକ, ପୂର୍ବରୁ କରିଛନ୍ତି ଅନେକ ରେକର୍ଡ଼

ନ୍ୟୁୟର୍କ : ଦୁନିଆର ଅନେକ ଲୋକ ଅଛନ୍ତି, ବିଭିନ୍ନ କୌଶଳ ହେଉ ବା କିଛି ସ୍ୱତନ୍ତ୍ର କାରନାମା କରି ବିଶ୍ୱ ରେକର୍ଡ଼ କରିଥାନ୍ତି । କିନ୍ତୁ ଆଉ କିଛି ଲୋକ ଅଛନ୍ତି, ଯେଉଁମାନେ ଅଜବ ଜିନିଷ କରି ରେକର୍ଡ ସୃଷ୍ଟି କରିବାରେ ସକ୍ଷମ ହୋଇଥାନ୍ତି । ଏବେ ଦୁଇ ଜଣ ଯୁବକ କିଛି ନିଆରା କରି ରେକର୍ଡ଼…

ପୁଣି ଚର୍ଚ୍ଚାରେ ଉର୍ଫି: ପିନ୍ଧିଲେ ଖେଳନା କାରର ପୋଷାକ

ମୁମ୍ବାଇ: ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦ । ଅନେକ ଲୋକ ଉର୍ଫିଙ୍କୁ ସୃଜନଶୀଳ ବୋଲି କହି ପ୍ରଶଂସା କରୁଥିବା ବେଳେ ଆଉ କିଛି ଲୋକ ତାଙ୍କୁ ନାପସନ୍ଦ ବି କରିଥାନ୍ତି । ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିଲେ ବି ସେ…

ଆଖି ଝଲସିଲା ପରି ପିଆନୋ ଆକୃତିର ଗ୍ଲାସ ବିଲ୍ଡିଂ

ଚୀନ: ବିଶ୍ୱରେ ଏମି୍‌ତି କିଛି ସୁଦୃଶ୍ୟ ଅଟ୍ଟାଳିକା ନିର୍ମାଣ କରାଯାଇଛି, ଯାହାର ସୂକ୍ଷ୍ମ କାରିଗରି ବିଶ୍ୱବାସୀଙ୍କୁ ଚମକୃତ କରି ଆସୁଛି । ଚୀନର ହୁଇନାନ୍ ସହରର ଶାନନ ଜିଲାରେ ରହିଛି ଆଖି ଝଲସିଲା ପରି ପିଆନୋ ଆକୃତିର ଏକ ଗ୍ଲାସ ବିଲ୍ଡିଂ । ଯାହାକୁ ଦେଖିବାକୁ ପ୍ରତ୍ୟେକ ଦିନ ହଜାର ହଜାର…

ମୋ ବାପା ବହୁତ ରୋମାଣ୍ଟିକ୍ : ଏମିତି କିଛି କହିଲେ ଇଶା ଦେଓଲ

ମୁମ୍ବାଇ: ମାସକ ତଳେ ରିଲିଜ୍ ହୋଇଥିଲା ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ । ଏହି ଫିଲ୍ମଟିରେ କାହାଣୀ ଯେତିକି ଚର୍ଚ୍ଚାରେ ନାହିଁ, ତା’ଠୁ ଅଧିକ ଚର୍ଚ୍ଚାରେ ରହିଛି ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଓ ଅଭିନେତ୍ରୀ ଶବାନା ଆଜମୀ ଏକ ଚୁମ୍ବନ ଦୃଶ୍ୟ । ଏହି ଦୃଶ୍ୟକୁ କିଛି ଲୋକ ପସନ୍ଦ…

ଶାଢ଼ି ପିନ୍ଧି ସ୍କେଟିଂ କଲେ କୁନି ଝିଅ, ସମସ୍ତଙ୍କୁ ଚମକାଇ ଦେଲେ

କେରଳ: ଖେଳିବା କୁଦିବା ବୟସରେ ଏପରି କିଛି କରି ଦେଖାଇଛି କୁନି ଝିଅଟିଏ, ଯାହା ଏବେ ଖୁବ୍ ଚର୍ଚ୍ଚାରେ । ଶାଢି ପିନ୍ଧି କରିଛନ୍ତି ଚମତ୍କାର ସ୍କେଟିଂ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଛି । କେରଳରେ ମଙ୍ଗଳବାର ଧୁମ୍‌ଧାମ୍‌ରେ ଆୟୋଜିତ ହୋଇଥିଲା ଓନମ ପର୍ବ । ଏହି…

ରାକ୍ଷୀ ପୂର୍ଣ୍ଣିମାରେ ରିଲିଜ୍ ହେଲା ମ୍ୟୁଜିକ୍ ଭିଡିଓ “ଏଇ ରାକ୍ଷୀ ହେଲା ସାକ୍ଷୀ ଯୁଗ ଯୁଗର”

ଭୁବନେଶ୍ୱର: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବର୍ଷା କ୍ରିଏସନ୍ ପକ୍ଷରୁ ରିଲିଜ୍ ହୋଇଛି ଓଡିଆ ମ୍ୟୁଜିକ୍ ଭିଡିଓ "ଏଇ ରାକ୍ଷୀ ହେଲା ସାକ୍ଷୀ ଯୁଗ ଯୁଗର’ । ଏହି ଅବସରରେ ଏହାର ଏକ ସିଡି ମଧ୍ୟ ଉନ୍ମୋଚନ କରାଯାଇଥିଲା । ମ୍ୟୁଜିକ୍ ଭିଡ଼ିଓରେ ଚଳିତବର୍ଷ ରଜ କୁଇନ୍‌ର ପ୍ରଥମ ରନର୍ସଅପ୍…

ତିରୁମାଲା ମନ୍ଦିରରେ ପୂଜାର୍ଚ୍ଚନା କଲେ ଜାହ୍ନବୀ କପୁର ଓ ତାଙ୍କ ବୟଫ୍ରେଣ୍ଡ

ମୁମ୍ବାଇ: ଆନ୍ଧ୍ରପ୍ରଦେଶର ତିରୁମାଲାଠାରେ ଥିବା ଶ୍ରୀ ଭେଙ୍କଟେଶ୍ୱର ମନ୍ଦିର ଓ ତିରୁମାଲା ସ୍ୱାମୀ ମନ୍ଦିର ପରିଦର୍ଶନ କରିଛନ୍ତି ବଲିଉଡ଼ ଅଭିନେତ୍ରୀ ଜାହ୍ନବୀ କପୁର ଓ ତାଙ୍କ ବୟଫ୍ରେଣ୍ଡ ଶିଖର ପାହାଡ଼ିଆ । ସେମାନେ ତିରୁମାଲା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହାର ଅନେକ ଫଟୋ ଓ ଭିଡ଼ିଓ…