Latest Odisha News

BREAKING NEWS

୪ ଦିନରେ ୩୦୦ କୋଟି ଟପିଲା ‘ଜେଲର’, ରଜନୀକାନ୍ତଙ୍କୁ ଶୁଭେଚ୍ଛା ଜଣାଇଲେ କମଲ ହାସନ

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ଏବେ ବକ୍ସ ଅଫିସରେ ଧମାଲ କରୁଛି । ଏହି ଫିଲ୍ମକୁ ଲୋକେ ବହୁ ମାତ୍ରାରେ ପସନ୍ଦ କରିଛନ୍ତି । ଫିଲ୍ମଟି ମାତ୍ର ୪ ଦିନରେ ୩୦୦ କୋଟି ଟଙ୍କା ରୋଜଗାର କରିସାରିଲାଣି । ଫୁଲ ଆକ୍ସନ ପ୍ୟାକ ଫିଲ୍ମ ‘ଜେଲର’ ପାଇଁ କ୍ରେଜ ବଢିବାରେ ଲାଗିଛି । ଅନେକ…

ଗ୍ଲାମରସ୍ ଚାଷୀ: ବିକିନି ପିନ୍ଧି କରନ୍ତି ଚାଷ କାମ

କୁହାଯାଏ କୌଣସି କାମ ଛୋଟ କି ବଡ ନୁହେଁ । ସେ ମହିଳା କିମ୍ବା ପୁରୁଷ ହୁଅନ୍ତୁ, ସେମାନେ ଯାହା ଚାହାଁନ୍ତି ତାହା କରିପାରିବେ । ସାଧାରଣତଃ ପୁରୁଷମାନେ ଚାଷ କାମ କରିବାସହ ଗୃହପାଳିତ ପଶୁମାନଙ୍କର ଯତ୍ନ ନେଇଥାନ୍ତି । ହେଲେ ଏମିତି ଜଣେ ଯୁବତୀ ଅଛନ୍ତି, ଯିଏ ଚାଷ କାମ କରିବା ସହ ପଶୁମାନଙ୍କର…

ସ୍ୱାଧୀନତା ଦିବସ ପୂର୍ବରୁ ବିଭିନ୍ନ ହୋଟେଲରେ ପୋଲିସର ଚଢାଉ, ଗେଷ୍ଟ ଲିଷ୍ଟ୍ ଯାଞ୍ଚ

ଭୁବନେଶ୍ୱର: ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ସୋମବାର ରାତିରେ ଭୁବନେଶ୍ୱର ବିଭିନ୍ନ ହୋଟେଲରେ ପୋଲିସ ଚଢାଉ କରିଛି । କ୍ୟାପିଟାଲ ଥାନା, ଖାରବେଳନଗର ଥାନା, ଲକ୍ଷ୍ମୀସାଗର ଓ ଶହୀଦନଗର ଥାନା ଅଞ୍ଚଳରେ ମିଳିତ ଭାବେ ପୋଲିସ ଚଢାଉ କରାଯାଇଥିଲା । ଏହି ଚଢାଉରେ ବଛା ବଛା ଅଫିସରକୁ ନେଇ ଗଠିତ ଟିମ୍…

ଆଫଗାନିସ୍ତାନରେ ଆତଙ୍କୀ ହାମ୍‌ଲା : ହୋଟେଲ ଉପରେ ଆକ୍ରମଣ, ୩ ମୃତ

ଆଫଗାନିସ୍ତାନ: ଆଫଗାନିସ୍ତାନ ଖୋଷ୍ଟର ଅଞ୍ଚଳର ଏକ ହୋଟେଲରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଆହତ ହୋଇଛନ୍ତି । ହୋଟେଲକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିବା ଜଣାଯାଇଛି । ସୋମବାର ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ହୋଟେଲ ଉପରେ…

ଫିଟ୍ ଜେଜେମା: ଡେଟିଂ ପାଇଁ ଆସୁଛି ବହୁ ଅଫର, ହେଲେ ଜେଜେମାଆ କରୁଛନ୍ତି ରିଜେକ୍ଟ

କାନାଡ଼ା: ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କ ବୟସଠାରୁ କମ ବୟସର ଦେଖାଯାଆନ୍ତି । ସେମିତି ଆଉ କିଛି କମ ବୟସର ଲୋକମାନେ ବୟସ୍କ ଦେଖାଯାଆନ୍ତି । ଆଉ କିଛିକୁ ସେମାନଙ୍କର ସଠିକ୍ ବୟସକୁ ଚିହ୍ନିବା କଷ୍ଟକର ହୋଇପଡ଼େ । କାନାଡ଼ାର ଏମିତି ଜଣେ ମହିଳା ଅଛନ୍ତି, ଯିଏ ଜେଜେମା…

ସେଲଫି ମାଗିବାରୁ ଗରିବ ମହିଳାଙ୍କୁ ଚୁପ୍ କହିଲେ ସନ୍ନି ଦେଓଲ

ମୁମ୍ବାଇ: ବଲିଉଡ଼ ଅଭିନେତା ସନ୍ନି ଦେଓଲଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଗଦର-୨’ ନିକଟରେ ରିଲିଜ୍ ହୋଇଯାଇଛି । ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ ହିଁ ବକ୍ସ ଅଫିସରେ ଧମାଲ ଦେଖାଇଛି । ଏଥିରେ ଅଭିନେତା ସନ୍ନି ଦେଓଲ ଓ ଅଭିନେତ୍ରୀ ଅମିଷା ପଟେଲଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି ।…

ଚାରିଧାମରେ ବାହାରିଲେ ରଜନୀକାନ୍ତ , କଲେ ବଦ୍ରିନାଥ ଦର୍ଶନ

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତ ଫିଲ୍ମ ‘ଜେଲର’କୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରୁଛି । ଏନେଇ ସେ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ଏହି ଖୁସିରେ ସେ ଏବେ ଚାରି ଧାମ ଯାତ୍ରାରେ…

କେନାଲରୁ ଉଦ୍ଧାର ହେଲା ବିରାଟକାୟ ମାଛ

ବିହାର: ସାଧାରଣତଃ ସମୁଦ୍ରରେ ଭିନ୍ନ ଭିନ୍ନ ମାଛ ଦେଖିବାକୁ ମିଳିଥାଏ । ଦିନେ ଦିନେ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରରୁ ଏତେବଡ଼ ବଡ଼ ମାଛ ଧରନ୍ତି,ଯାହାକୁ ଦେଖି ଆମେ ଚକିତ ହୋଇଯାଆନ୍ତି । ଏବେ ସମୁଦ୍ରରୁ ନୁହେଁ, ବିହାରର ଏକ କେନାଲରୁ ଉଦ୍ଧାର ହୋଇଛି ଏକ ବିରାଟକାୟ ମାଛ । ଯାହାକୁ ଦେଖି ଲୋକେ…

ଅଜବ ଚର୍ମରୋଗ: ହାତ,ପାଦରେ ବଢୁଛି ଉଦ୍ଭିଦ ଭଳି ଚର୍ମ , ଅଚଳ କରିଦେଉଛି ମଣିଷକୁ

ବାଂଲାଦେଶ : କଥାରେ ଅଛି ଶରୀର ଅଛି ତ ରୋଗ ଅଛି । ଅନେକଙ୍କ ଶରୀରରେ ଭିନ୍ନ ଭିନ୍ନ ରୋଗ ରହିଥାଏ । ଯାହାକୁ ନେଇ ଲୋକେ ଚିନ୍ତିତ ହେବା ସହ ଡ଼ାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରିଥାନ୍ତି । ପରେ ସୁସ୍ଥ ହୋଇଥାନ୍ତି । କିନ୍ତୁ ବାଙ୍ଗଲାଦେଶରେ ଏମିତି କିଛି ଅଜବ ରୋଗ ଦେଖିବାକୁ ମିଳିଛି,…

୯୪ ବର୍ଷ ବୟସରେ ଆଖି ବୁଜିଲେ ଅଭିନେତା ସତ୍ୟରାଜଙ୍କ ମାଆ

ମୁମ୍ବାଇ: ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଖ୍ୟାତନାମା ଅଭିନେତା ସତ୍ୟରାଜ ଓରଫ କଟପ୍ପାଙ୍କ ମାଆ ନାଥମ୍ବଲଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । କୋଏମ୍ବାଟୁରସ୍ଥିତ ତାଙ୍କ ଘରେ ଦେହାନ୍ତ ହୋଇଯାଇଛି । ହାଇଦ୍ରାବାଦରେ ସୁଟିଂରେ ବ୍ୟସ୍ତ ଥିବା ସତ୍ୟରାଜ ମାଆଙ୍କ…