Latest Odisha News

BREAKING NEWS

ଅଜବ ସ୍କୁଟର: ଯାହା ଦେଖିବାକୁ ଓଲଟା, ଚାଲୁଛି ସିଧା

ଆଜିକାଲି ସୋସିଆଲ ମିଡିଆରେ ଅନେକ ଅଜବ ଭିଡ଼ିଓ ଦେଖିବାକୁ ମିଳିଥାଏ । ଯାହାକୁ ଦେଖିଲେ ବି ଆଖି ବିଶ୍ୱାସ କରିପାରେନା । ଆଉ କିଛି ଭିଡ଼ିଓ ଆମକୁ ଆଶ୍ଚର୍ଯ୍ୟ କରିଥାଏ । ଏବେ ସେମିତି ଏକ ଅଜବ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଚକିତ ହୋଇଯାଇଛନ୍ତି । ଭାଇରାଲ ଭିଡ଼ିଓରେ ଦେଖିବାକୁ…

ଚର୍ଚ୍ଚାରେ ସୁହାନା: ମହିଳାଙ୍କ ଦୁଃଖ ଶୁଣି ପର୍ସରୁ ଟଙ୍କା ଦେଲେ

ମୁମ୍ବାଇ: ବଲିଉଡର କିଙ୍ଗ ଖାନ୍ ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ ଏବେ ଖୁବ୍ ଚର୍ଚ୍ଚାରେ । କେତେବେଳେ ତାଙ୍କର କିଛି ଫଟୋକୁ ନେଇ ତ ଆଉ କେତେବେଳେ ବ୍ୟବହାରକୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି । ଏବେ ସେ ଏମିତି କିଛି କରିଛନ୍ତି, ଯାହା ଲୋକଙ୍କ ହୃଦୟକୁ ଜିତିଛନ୍ତି । ଏହାର ଏକ ଭିଡ଼ିଓ ଏବେ…

ଦେଶର ପ୍ରଥମ ହେରିଟେଜ୍ ପରିବହନ ସଂଗ୍ରହାଳୟ : ଯେଉଁଠି ଅଛି ୧୮୩ ବର୍ଷ ପୁରୁଣା ପାଲ୍‌କି

ହରିୟାଣା: ନୁହୁ ଜିଲା ହରିୟାଣାର ପଛୁଆ ଜିଲ୍ଲାମାନଙ୍କ ମଧ୍ୟରେ ଗଣନା କରାଯାଏ । କିନ୍ତୁ ଏଠାରେ ରହିଛି ଦେଶର ଏକମାତ୍ର ହେରିଟେଜ୍ ପରିବହନ ସଂଗ୍ରହାଳୟ । ଏହି ପରିବହନ ସଂଗ୍ରହାଳୟ ଏବେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ଐତିହ୍ୟ ପରିବହନ ସଂଗ୍ରହାଳୟର ବିଶେଷ କଥା…

୫ ମାସର ଗର୍ଭବତୀ ଥିବା ବେଳେ ନଷ୍ଟ ହୋଇଗଲା ମୋର ପିଲା: ଏମିତି କିଛି କହିଲେ ରାଣୀ ମୁଖାର୍ଜୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚମକାଇ ଦେଲା ଭଳି କଥା କହିଛନ୍ତି । ନିକଟରେ ମେଲବର୍ନରେ ଆୟୋଜିତ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବା ଅବସରରେ ରାଣୀ ଏମିତି କିଛି କହିଛନ୍ତି,ଯାହାକୁ ଶୁଣି ସେଠାରେ ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ…

ଘରର ଆସବାବପତ୍ର ହୋଇ ଘଣ୍ଟା ଘଣ୍ଟା ଧରି ଠିଆ ହୁଅନ୍ତି ମହିଳା

ସାଧାରଣତଃ ଲୋକଙ୍କର ଭିନ୍ନ ଭିନ୍ନ ସଉକ ରହିଥାଏ । କିଏ ପାଠ ପଢି ଭଲ ଚାକିରି କରିବାକୁ ସଉକ ରଖିଥିବା ବେଳେ ଆଉ କିଏ ବିଭିନ୍ନ ସ୍ଥାନ ବୁଲିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି, ଯିଏକି ଘରର ବିଭିନ୍ନ ପ୍ରକାରର ଆସବାବପତ୍ର ହେବାକୁ ଭଲ ପାଇଥାଆନ୍ତି । ଅଲିମ୍ପିଆ…

ପ୍ରଥମ ଦିନରେ ୪୦ କୋଟି ବ୍ୟବସାୟ କଲା ‘ଗଦର-୨’ , ପ୍ରଶଂସା କଲେ ସଲମାନ

ମୁମ୍ବାଇ: ଅଭିନେତା ସନି ଦେଓଲଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଦର-୨’ ଶୁକ୍ରବାର ରିଲିଜ୍ ହୋଇଯାଇଛି । ଏଥିରେ ଅଭିନେତା ସନ୍ନି ଦେଓଲ, ଅମିଷା ପଟେଲ ଓ ଉତ୍କର୍ଷ ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମକୁ ଲୋକେ ବହୁତ ପସନ୍ଦ କରିଛନ୍ତି । ଏହି ଫିଲ୍ମ ରିଲିଜ୍‌ର ପ୍ରଥମ ଦିନରେ…

ଏମିତି ଶିକ୍ଷୟିତ୍ରୀ, ଯିଏ ପିଲାଙ୍କ ୟୁନିଫର୍ମରେ ଆସନ୍ତି ସ୍କୁଲ

ରାୟପୁର: ଆଜିକାଲି ସରକାରୀ ସ୍କୁଲଗୁଡ଼ିକରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ପାଇଁ ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ । ହେଲେ ଏମିତି ଜଣେ ଶିକ୍ଷୟିତ୍ରୀ ଅଛନ୍ତି, ଯିଏ ଶିକ୍ଷକଙ୍କ ୟୁନିଫର୍ମ ନ ପିନ୍ଧି ପିଲାଙ୍କ ୟୁନିଫର୍ମରେ ଆସିଥାନ୍ତି । ଏହାକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ ।…

ସାରେଗାମାପା ଲିଟିଲ ଚାମ୍ପ: ଶନିବାରରୁ ଆରମ୍ଭ ହେବ ମେଗା ଅଡିସନ୍ , ଗାଲା ରାଉଣ୍ଡ

ଭୁବନେଶ୍ୱର: ଜୀ-ସାର୍ଥକରେ ଆରମ୍ଭ ହୋଇଯାଇଛି ଓଡିଶାର ସବୁଠାରୁ ବଡ ସିିଙ୍ଗିଂ ରିୟଲିଟି ଶୋ ‘ସାରେଗାମାପା ଲିଟିଲ ଚାମ୍ପସ - ଆଜି ଛୋଟ କାଲି ଉସ୍ତାଦ’ । ଶନିବାରରୁ ଆରମ୍ଭ ହେବାକୁ ଯାଉଛି ଏହାର ମେଗା ଅଡିସନ ଏବଂ ଗାଲା ରାଉଣ୍ଡ । ପ୍ରତିଭାର ଏହି ମଞ୍ଚରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା…

ବିବାହ ଭୋଜିକୁ ପଶି ଆସିଲା ଭାଲୁ: ଖାଇଗଲା ମିଠା

ନ୍ୟୁୟର୍କ: ସାଧାରଣତଃ କିଛି ଲୋକ ଖାଦ୍ୟ ଲୋଭରେ ବିବାହ ଭୋଜିରେ ସାମିଲ ହୋଇଥାନ୍ତି । ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଗୋଟେ ଭାଲୁ ବିବାହ ଭୋଜିକୁ ଆସି ସବୁ ମିଠା ଖାଇଗଲା । ନିକଟରେ ଆମେରିକାରେ ରହୁଥିବା ବ୍ରେଣ୍ଡନ ମାର୍ଟିନେଜ ଏବଂ କେଲିନ…

ଛାତ ଉପରେ ୮୫ ଫୁଟର ବିମାନ, ପାଲଟିଛି ପଞ୍ଜାବର ପ୍ରତୀକ

ପଞ୍ଜାବ: ସାଧାରଣତଃ ସମସ୍ତଙ୍କର ରୁଚି ଭିନ୍ନ ଭିନ୍ନ ହୋଇଥାଏ । ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କି ବିମାନରେ ରହିବା ଓ ବୁଲିବାକୁ ପସନ୍ଦ କରିଥାନ୍ତି । ସେଥିଲାଗି ସେ ତାଙ୍କ ଘରର ଛାତ ଉପରେ ଏୟାର ଇଣ୍ଡିଆର ଏକ ବଡ଼ ବିମାନ ଠିଆ କରିଛନ୍ତି । ଅବିକଳ ଯାତ୍ରୀବାହୀ ବିମାନ ଭଳି ମନେ ହେଉଥିବା…