Latest Odisha News

BREAKING NEWS

ହୃଦୟବାନ୍ ଚୋର: ଘରେ କଳାକନା ବୁଲାଇବାକୁ ଆସିଥିଲା, ହେଲେ ଛାଡ଼ିଗଲା ୫ ଶହ ଟଙ୍କା

ନୂଆଦିଲ୍ଲୀ : ଘରେ ଚୋର ପଶିଲେ କଳା କନା ବୁଲାଇ ଦେଇଥାନ୍ତି । କିନ୍ତୁ କେଉଁଠି ଶୁଣିଛନ୍ତି ଚୋର ଘରୁ କିଛି ନ ପାଇଲେ ଟଙ୍କା ଛାଡ଼ି ଦେଇଯିବା ? ଏବେ ନୂଆଦିଲ୍ଲୀରେ ସେମିତି ଏକ ଘଟଣା ଘଟିଛି, ଯେଉଁଥିରେ ଚୋର କିଛି ନ ପାଇ ନିଜ ବଦନ୍ୟତା ଦେଖାଇଛି । ନୂଆଦିଲ୍ଲୀର ରୋହିଣୀର ସେକ୍ଟର ୮ରେ…

ତମନ୍ନାଙ୍କ ପାଖରେ ଅଛି ସବୁଠାରୁ ବଡ ହୀରାର ମୁଦି, ଏହାକୁ ଉପହାର ଦେଇଥିଲେ ରାମଚରଣଙ୍କ ପତ୍ନୀ ଉପାସନା

ମୁମ୍ବାଇ: ସାଉଥ ଓ ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ତମନ୍ନା ଭାଟିଆ । ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ତାଙ୍କର ସ୍ୱତନ୍ତ୍ର ଷ୍ଟାଇଲ ଓ ଜୁଏଲାରୀ କଲେକ୍ସନକୁ ନେଇ ସବୁବେଳେ ସେ ଚର୍ଚ୍ଚାରେ ରହିଥାନ୍ତି । ସେ ତାଙ୍କ ପାଖରେ ବିଶେଷ ଧରଣର ଜୁଏଲାରୀ ରଖିବାକୁ ପସନ୍ଦ କରନ୍ତି…

ଦେଶର ସବୁଠୁ ଗରିବ ବିଧାୟକ: ପାଖରେ ଅଛି ମାତ୍ର ୧ ଟଙ୍କା

କୋଲକାତା : ଆଜିକାଲି ସମସ୍ତ ମନ୍ତ୍ରୀ,ବିଧାୟକ,ସାଂସଦ ସମସ୍ତ ପାଖରେ ପର୍ଯ୍ୟାପ୍ତ ସମ୍ପତ୍ତି ସହ ବିଳାସପୂର୍ଣ୍ଣ କାର,ଘର ରହିଥାଏ । କିନ୍ତୁ ଏମିତି ଜଣେ ବିଧାୟକ ଅଛନ୍ତି, ଯାହାଙ୍କ ଆକାଉଣ୍ଟରେ ମାତ୍ର ୧ ଟଙ୍କା ରହିଛି । ସେଥିଲାଗି ସେ ଏବେ ଦୁନିଆର ସବୁଠୁ ଗରିବ ବିଧାୟକ ଭାବେ ବିବେଚିତ…

ଅନିଲଙ୍କ ପୋଷାକର ଦାମ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ସଲମାନ

ମୁମ୍ବାଇ: ମୋର ପୋଷାକର ଦାମ୍ ଦେଖି ସଲମାନ ଖାନ୍ ଆଶ୍ଚର୍ଯ୍ୟ ହେବା ସହ ମୁଣ୍ଡରେ ହାତ ଦେଇଥିଲେ । କହିଥିଲେ କିଏ ଏତେ ଟଙ୍କା ନିଜ ଡ଼୍ରେସ ପାଇଁ ଖର୍ଚ୍ଚ କରନ୍ତି । ମୁଁ ମୋର ପୁରା କ୍ୟାରିୟରରେ ପୋଷାକ ପାଇଁ ଏତେ ଖର୍ଚ୍ଚ କରି ନାହିଁ ପୋଲି ସଲମାନ କହିଥିଲେ । ଏହା କହିଛନ୍ତି ବଲିଉଡ଼ ଅଭିନେତା…

ଏମିତି ଦୋକାନ ଯାହା ୪ ବର୍ଷରେ ଗୋଟେ ଦିନ ଖୋଲେ, କିଛି ସମୟରେ ସରିଯାଏ ସବୁ ଖାଦ୍ୟ

ରାଜସ୍ଥାନ: ଏହାର ଶୀର୍ଷକ ପଢିବା ପରେ ଆପଣଙ୍କୁ ଟିକେ ଖଟ୍‌କା ଲାଗିପାରେ । ଆପଣ ଭାବୁଥିବେ ଗୋଟେ ଦିନ ଦୋକାନ ବନ୍ଦ କଲେ ବ୍ୟବସାୟରେ ବହୁତ କ୍ଷତି ହୋଇଥାଏ । କିନ୍ତୁ ଏହା କି ଦୋକାନ ଯେ, ୪ ବର୍ଷରେ ଗୋଟେ ଦିନ ଖୋଲେ । ଘଟଣାଟି ସତ । ରାଜସ୍ଥାନର ବାରମର ଜିଲାରେ ରହିଛି ଏହି ଦୋକାନ, ଯାହାର…

ଅଯୋଦ୍ଧା ଯିବା ପରେ ମୋଦିଙ୍କ ପ୍ରଶଂସା କଲେ ଦୀପିକା

ମୁମ୍ବାଇ: ରମାନନ୍ଦ ସାଗରଙ୍କ ରାମାୟଣ ଧାରାବାହିକରେ ସୀତା ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ଅଭିନେତ୍ରୀ ଦୀପିକା ଚିଖାଲିଆ ନିକଟରେ ଅଯୋଧ୍ୟା ଗସ୍ତ କରିଛନ୍ତି । ସେଠାରେ ସେ ରାମଲଲାଙ୍କ ଦର୍ଶନ କରିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏମିତି କି…

ଦୁଇଟି ଗୋଲାପୀ ଡଲ୍‌ଫିନ୍ ଠାବ, ଲୋକେ କରିପାରୁ ନାହାନ୍ତି ବିଶ୍ୱାସ

ମେକ୍ସିକୋ: ଲୁଧିଆନା ଉପକୂଳବର୍ତ୍ତୀ ମେକ୍ସିକୋ ଗଲ୍ଫରେ ଦେଖିବାକୁ ମିଳିଛି ଗୋଲାପୀ ଡଲ୍‌ଫିନ୍ । ସମ୍ପୂର୍ଣ୍ଣ ଗୋଲାପୀ ରଙ୍ଗର ଏହି ଡ଼ଲଫିନ୍‌ଟି ସମୁଦ୍ର ପହଁରୁଥିବା ଠାବ କରାଯାଇଥିଲା । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି,ଯାହାକୁ ଦେଖି ଲୋକମାନେ ବିଶ୍ୱାସ…

ରଙ୍ଗ୍ ରୁଟ୍ ଡ଼୍ରାଇଭିଂ ପାଇଁ ଦଣ୍ଡିତ ହେଲେ ଡ଼୍ରାଇଭର; ଚାଲାଣ ନେଲା ବେଳେ ଦେଲେ ଫଟୋ ପୋଜ

ବେଙ୍ଗାଲୁରୁ: ପ୍ରତ୍ୟେକ ରାଜ୍ୟରେ ଆଜିକାଲି ଟ୍ରାଫିକ୍ ନିୟମ କଡ଼ାକଡ଼ି ହୋଇଯାଇଛି । ଯଦି କେହି ଟ୍ରାଫିକ୍ ନିୟମକୁ ଉଲ୍ଲଂଘନ କରନ୍ତି, ସଙ୍ଗେ ସଙ୍ଗେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଯେମିତି କି ଘରକୁ ଚାଲାଣ ପଠାଯାଇ ଜରିମାନା ଆଦାୟ କରାଯାଉଛି । ଯଦି କାହାର ପୋଲିସ ବା…

ପୋଷାକ ପରିଧାନକୁ ନେଇ ବିମାନବନ୍ଦରରେ ଉର୍ଫିଙ୍କୁ ଗାଳିକଲେ ବ୍ୟକ୍ତି

ମୁମ୍ବାଇ: ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦ୍ ତିନି ଦିନ ତଳେ ବିମାନରେ ଅସଦାଚରଣର ଶିକାର ହୋଇଥିବା ବେଳେ ସୋମବାର ପୁଣି ବିମାନବନ୍ଦରରେ ଆକ୍ରୋଶର ଶୀକାର ହୋଇଛନ୍ତି । ବିମାନବନ୍ଦରରେ ତାଙ୍କ ପୋଷାକକୁ ନେଇ ସମସ୍ତଙ୍କ ଆଗରେ ଜଣେ…

ଅଜବ ରେଷ୍ଟୁରାଣ୍ଟ: ଏଠାରେ ଖାଇବା ପରେ ଶୋଇବା ପାଇଁ ରହିଛି ବ୍ୟବସ୍ଥା

ଜୋର୍ଡାନ: ଅଧିକାଂଶ ଲୋକ ପରିବାର ସଦସ୍ୟଙ୍କ ସହ ହେଉ ବା ସାଙ୍ଗମାନଙ୍କ ସହ ଖାଇବା ପାଇଁ ରେଷ୍ଟୁରା ଯାଇଥାନ୍ତି । ଲୋକମାନେ କେବଳ ଖାଦ୍ୟ ଖାଇବା ପାଇଁ ଯାଇଥାନ୍ତି । କିନ୍ତୁ ଜୋର୍ଡାନରେଏମିତି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠି ଖାଦ୍ୟ ସହିତ ଶୋଇବା ବା ବିଶ୍ରାମ ନେବା ପାଇଁ ବ୍ୟବସ୍ଥା ରହିଛି ।…