ଟ୍ରାଫିକ ଚାଲାଣରୁ କେମିତି ବର୍ତ୍ତିବେ, ଜାଣନ୍ତୁ ସିକ୍ରିଟ ଉପାୟ
ନୂଆଦିଲ୍ଲୀ: ଯଦି ଟ୍ରାଫିକ ନିୟମ ନମାନନ୍ତି ତେବେ ଆପଣଙ୍କ ଚାଲାଣ କଟିବ। ହେଲମେଟ ପିନ୍ଧିବା ଠାରୁ ଆରମ୍ଭ କରି ଜୋରେ ଡ୍ରାଇଭିଂ କଲେ ବି ଆପଣଙ୍କର ମୋଟା ଅଙ୍କର ଚାଲାଣ କଟିବ। ଏଥିପାଇଁ ଆପଣ ବହୁତ ଟେନସରେ ମଧ୍ୟ ରହୁଥିବେ। କିନ୍ତୁ ଆମେ ଆପଣଙ୍କୁ ଖୁସି ଖବର ଦେବାକୁ ଚାହୁଁଛୁ। ଯଦି ଆପଣଙ୍କ…