ଏବେ ଭିଡିଓ ପଠାଇବା ପାଇଁ WhatsAppର ପଡ଼ିବନି ଆବଶ୍ୟକତା, YouTubରେ ପଠାଇପାରିବେ ମେସେଜ୍
ନୂଆଦିଲ୍ଲୀ: ୟୁଟ୍ୟୁବ ଭିଡିଓ ସେୟାର କରିବା ପାଇଁ ଏବେ ଆପଣଙ୍କୁ ହ୍ୱାଟ୍ସଆପ୍ କିମ୍ବା ଟେଲିଗ୍ରାମ୍ ଭଳି ଅନ୍ୟ ଆପ୍ର ଆବଶ୍ୟକତା ରହିବ ନାହିଁ। ଗୁଗୁଲ୍ ଏକ ନୂଆ ଫିଚର ଟେଷ୍ଟ କରୁଛି, ଯାହା ଦ୍ୱାରା ଆପଣ ଯୁଟ୍ୟୁବ୍ରେ ରହି ଅନ୍ୟ ୟୁଜର୍ସଙ୍କୁ ସିଧା ମେସେଜ୍ ପଠାଇ ପାରିବେ। ବର୍ତ୍ତମାନ…