Latest Odisha News

BREAKING NEWS

ଗୋଟିଏ ଦିନ ପାଇଁ ଯଦି ସୂର୍ଯ୍ୟ ଉଦୟ ନହୁଅନ୍ତି ତେବେ କ’ଣ ହେବ ? କ’ଣ ଆସିଯିବ କି ପ୍ରଳୟ…

ନୂଆଦିଲ୍ଲୀ: ଆପଣ କେବେ ଭାବିଛନ୍ତି କି, ଯଦି ସୂର୍ଯ୍ୟ ହଠାତ୍‌ ଗୋଟିଏ ଦିନ ପାଇଁ ଲିଭି ଯାଏ, ତେବେ କ’ଣ ହେବ? ସୂର୍ଯ୍ୟ କେବଳ ଏକ ଜଳୁଥିବା ଅଗ୍ନିପିଣ୍ଡ ନୁହେଁ, ବରଂ ଏହା ଆମ ସୌରମଣ୍ଡଳ ପାଇଁ ଅତ୍ୟନ୍ତ ଜରୁରୀ। ସମସ୍ତ ଶକ୍ତି, ଆଲୋକ ଓ ଉଷ୍ମତା ଆମେ ଏହି ସୂର୍ଯ୍ୟରୁ ହିଁ ପାଇଥାଉ। ଆଜି ଆମେ…

ଆମେରିକାରେ କେମିତି ଟ୍ରାନ୍ସଫର ହୋଇଥାଏ ଡିଜିଟାଲ ମନି ? ଜାଣନ୍ତୁ ଭାରତଠୁ କେମିତି ଅଲଗା

ନୂଆଦିଲ୍ଲୀ: ଭାରତରେ ଯୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ଡିଜିଟାଲ ଲେଣଦେଣରେ ଏକ ବଡ଼ ବିପ୍ଳବ ଆଣିଛି। ଏହା ଦ୍ୱାରା କେବଳ ଏକ ମୋବାଇଲ ନମ୍ବର କିମ୍ବା UPI ଆଇଡି ବ୍ୟବହାର କରି ବ୍ୟାଙ୍କରୁ ବ୍ୟାଙ୍କକୁ ତୁରନ୍ତ ଟଙ୍କା ସ୍ଥାନାନ୍ତର କରିବା ବହୁତ ସହଜ ହୋଇଛି। କିନ୍ତୁ ଏହା ମଧ୍ୟରେ ପ୍ରଶ୍ନ…

ପାକିସ୍ତାନ ପାଇଁ ବଢ଼ିଲା ବିପଦ, ଆଜି ରାତିରେ…

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ପାଳିପୋଶି ବଡ଼ କରୁଥିବା ପାକିସ୍ତାନ ଉପରେ ଆଫଗାନିସ୍ତାନର ଘନ ଘନ ଆକ୍ରମଣ । ଜବାବୀ ଆକ୍ରମଣକୁ ଜୋରଦାର କରିଛି ଆଫଗାନିସ୍ତାନର ତାଲିବାନୀ ସେନା । ଆଫଗାନିସ୍ତାନର ଆକ୍ରମଣରେ ପାକିସ୍ତାନର ୫୫ରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ତାଲିବାନ । ଏଥି ସହ…

ଗର୍ଭାବସ୍ଥାରେ ଶିଶୁ ଶୁଣିପାରେ ସବୁ କଥା, ଜାଣନ୍ତୁ କେମିତି…..

ଭୁବନେଶ୍ୱର: ଗର୍ଭରେ ଥିବା ଶିଶୁର ଶ୍ରବଣ ଶକ୍ତି ହେଉଛି ସବୁଠାରୁ ପ୍ରଥମେ ବିକାଶ ହେଉଥିବା ଇନ୍ଦ୍ରିୟମାନଙ୍କ ମଧ୍ୟରୁ ଗୋଟିଏ। ଏହା ଜନ୍ମ ପୂର୍ବରୁ ଶିଶୁକୁ ବାହାର ଦୁନିଆ ସହ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିଥାଏ। ଗର୍ଭାବସ୍ଥାର ୧୮ ସପ୍ତାହ ହେବା ସମୟରେ ଶିଶୁ ଧ୍ୱନି ପ୍ରତି…

ଆପଣ ଚା’ ସହ ସିଗାରେଟ ନେଉଛନ୍ତି କି ? ତେବେ ଜୀବନ ମାତ୍ର ଏତିକି ଦିନ

ଭୁବନେଶ୍ୱର: ଆପଣ ଅନେକ ସମୟରେ ଦେଖିଥିବେ ଚା’ ଦୋକାନରେ ଅନେକ ଲୋକ ଚା’ ସହ ସିଗାରେଟ ଟାଣୁଥିବେ । ଅନେକଙ୍କ ଏହା ଅଭ୍ୟାସ ଥିବା ବେଳେ ଅନେତ ଏହାକୁ ଫ୍ୟାସନ ଭାବନ୍ତି । ହେଲେ ଏହା ଯେ କେତେବେଳେ ବି ଯେ ଜୀବନ ନେଇଯିବ କେହି ଜାଣନ୍ତି ନାହିଁ । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ…

ଦେଶର ଏହି ସହରରେ ରହୁଛନ୍ତି ଅଧିକ ଅରବପତି, ଜାଣନ୍ତୁ ଓଡ଼ିଶାର କେଉଁ ସହର

ନୂଆଦିଲ୍ଲୀ: ଗତ କିଛି ଦଶନ୍ଧି ମଧ୍ୟରେ ଭାରତ ଅର୍ଥନୈତିକ ଦୃଷ୍ଟିରୁ ବିପୁଳ ବିକାଶ ଦେଖିଛି। ହୁରୁନ୍‌ ଇଣ୍ଡିଆ ରିଚ୍‌ ଲିଷ୍ଟ ୨୦୨୫ ଅନୁସାରେ, କେତେକ ସହର ଧନର କେନ୍ଦ୍ର ଭାବେ ଉଭା ହେଉଛି। ଏହି ସହରଗୁଡ଼ିକରେ ଶହ ଶହ ଅରବପତି ରହୁଛନ୍ତି। ଆସନ୍ତୁ ଜାଣିବା ଏହି ସହରଗୁଡ଼ିକ ବିଷୟରେ ଏବଂ ସେଠାରେ…

BSNL ଗ୍ରାହକଙ୍କ ପାଇଁ ଖୁସି ଖବର, ଏଦି ଦିନ ଲଞ୍ଚ ହେବ 5G

ନୂଆଦିଲ୍ଲୀ: ସରକାରୀ ଟେଲିକମ୍‌ କମ୍ପାନୀ BSNLର ଗ୍ରାହକଙ୍କ ପାଇଁ ଖୁସି ଖବର। 4G ସେବା ଲଞ୍ଚ କରିବା ପରେ କମ୍ପାନୀ ଏବେ 5G କନେକ୍ଟିଭିଟି ପାଇଁ କାମ ଆରମ୍ଭ କରିଦେଇଛି। ରିପୋର୍ଟ ଅନୁସାରେ, BSNL ଗ୍ରାହକମାନେ ଏହି ବର୍ଷ ଶେଷ ସୁଦ୍ଧା 5G ସେବା ପାଇପାରିବେ। ଏଥିପାଇଁ କମ୍ପାନୀ ଅନେକ ସହରରେ…

Flipkartରେ ଆରମ୍ଭ ହେଲା ଦୀପାବଳିର ବଡ଼ ସେଲ୍, ଏଗୁଡ଼ିକ ହୋଇଗଲା ଖୁବ ଶସ୍ତା

ନୂଆଦିଲ୍ଲୀ: ଫ୍ଲିପକାର୍ଟର ବିଗ୍‌ ବ୍ୟାଙ୍ଗ ଦୀପାବଳି ସେଲ୍‌ ଆଜିଠାରୁ ଲାଇଭ୍‌ ହୋଇଛି, ଏବଂ ଏଥର ସେଲ୍‌ରେ ଟେକ୍‌ ପ୍ରୋଡକ୍ଟଗୁଡ଼ିକ ଉପରେ ଜବରଦସ୍ତ ଅଫର୍‌ ମିଳୁଛି। ଏହି ସେଲ୍‌ରେ ଆପଣ ସ୍ମାର୍ଟୱାଚ୍‌, ଇୟରବଡ଼ସ୍‌, ହେଡଫୋନ୍‌, ଟାବଲେଟ୍‌ ଏବଂ ଅନ୍ୟାନ୍ୟ ଗ୍ୟାଜେଟ୍‌ଗୁଡ଼ିକ ଉପରେ ବଡ଼…

ବିଦେଶରୁ କେତେ ସୁନା ଆଣିପାରିବେ ଭାରତକୁ ? ଜାଣନ୍ତୁ କଣ ରହିଛି ନିୟମ…

ନୂଆଦିଲ୍ଲୀ: ଭାରତରେ ସୁନା କେବଳ ଏକ ଧାତୁ ନୁହେଁ, ବରଂ ଏକ ଆବେଗ ଓ ସାଂସ୍କୃତିକ ସଂଯୋଗର ପ୍ରତୀକ ଭାବେ ଗଣାଯାଏ। ବିବାହ ଓ ଉତ୍ସବରୁ ଆରମ୍ଭ କରି ସୁନା ଭାରତୀୟ ସମାଜର ଏକ ଅବିଚ୍ଛେଦ୍ୟ ଅଂଶ ହୋଇଛି। ଏହା ସହିତ, ଲୋକମାନେ ଏହାକୁ ଏକ ନିରାପଦ ନିବେଶ ଭାବେ ମଧ୍ୟ ଦେଖନ୍ତି, କାରଣ ଏହାର ମୂଲ୍ୟ…

3୫ ବର୍ଷ ଚାକିରି ପରେ EPFରୁ କେତେ ଟଙ୍କା ମିଳିବ ? ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ: ଆଜିର ଅର୍ଥନୈତିକ ଅନିଶ୍ଚିତତା ମଧ୍ୟରେ କର୍ମଚାରୀମାନଙ୍କର ଭବିଷ୍ୟତ ସୁରକ୍ଷା ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ଏବଂ କର୍ମଚାରୀ ପେନସନ ଯୋଜନା (ଇପିଏସ୍‌) ଏକ ମଜବୁତ ଆଧାର ସାବ୍ୟସ୍ତ ହେଉଛି। କିନ୍ତୁ ଅନେକ କର୍ମଚାରୀ ଏହି ଯୋଜନାର ସୁବିଧା ସମ୍ପର୍କରେ ଅଜ୍ଞ…