Latest Odisha News

୮୦୦ରୁ ଅଧିକ ବିମାନ ବଳମ୍ୱ, ଟ୍ରାଫିକ୍ କଣ୍ଟ୍ରୋଲ୍ ସିଷ୍ଟମ୍‌ରେ ତ୍ରୁଟି

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇ)ରେ ଶୁକ୍ରବାର ସକାଳେ ହୋଇଥିବା ବଡ଼ ଯାନ୍ତ୍ରିକ ତ୍ରୁଟିକୁ ଏବେ ଠିକ୍ କରାଯାଇଛି, କିନ୍ତୁ ଏହାର ପ୍ରଭାବ ଏପର୍ଯ୍ୟନ୍ତ ରହିଛି। ଏଏମ୍‌ଏସ୍‌ଏସ୍ ସିଷ୍ଟମ୍ ପୁନର୍ବାର ଚାଲୁ ହେବା ସତ୍ତ୍ୱେ ମଧ୍ୟ ୮୦୦ରୁ ଅଧିକ ଉଡ଼ାଣରେ ବିଳମ୍ବ…

ମହିଳାଙ୍କ ପାଇଁ ଯୋଜନା କରି ଏତେଟଙ୍କା କାହିଁକି ଖର୍ଚ୍ଚ କରନ୍ତି ସରକାର?

ବର୍ତ୍ତମାନ ଦେଶରେ ବିଭିନ୍ନ ଯୋଜନାରେ ମହିଳାଙ୍କୁ ସିଧାସଳଖ ନଗଦ ଟଙ୍କା ଦିଆଯାଉଛି। ଆଉ ସବୁ ରାଜ୍ୟରେ ଏଭଳି ଯୋଜନା ଦେଖିବାକୁ ମିଳୁଛି। ବର୍ତ୍ତମାନ ଏହା ଏପରି ପ୍ରତିଯୋଗିତା ପାଲଟି ଯାଇଛି ଯେଉଁଥିରେ ପ୍ରାୟ ପ୍ରତ୍ୟେକ ରାଜ୍ୟ ଅଂଶଗ୍ରହଣ କରୁଛନ୍ତି। PRS ଲେଜିସ୍ଟିଭ ରିସର୍ଚ୍ଚର ଏକ…

ଦେଶର ସବୁଠୁ ବଡ଼ ଦାନୀ, ଦାନରେ ଦେଇଦେଲେ ୧୦,୧୨୨ କୋଟି

ନୂଆଦିଲ୍ଲୀ:  ସାରା ବିଶ୍ୱରେ ଅଗଣିତ ରୋଜଗାର କରୁଥିବା ଲୋକ ଥିଲେ ମଧ୍ୟ ଅନ୍ୟମାନଙ୍କୁ ଦାନ କିମ୍ବା ସାହାଯ୍ୟ କରୁଥିବା ଲୋକଙ୍କ ସଂଖ୍ୟା କମ। ତଥାପି ଆମ ଦେଶର କିଛି ପ୍ରମୁଖ ବ୍ୟକ୍ତିବିଶେଷଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ରୋଜଗାର ଏବଂ ଦାନ ଉଭୟରେ ଶୀର୍ଷରେ ଅଛନ୍ତି। ଏଡେଲଗିଭ ହୁରୁନ…

ଏହି ଦେଶକୁ ଗଲେ କଟିପତି ହୋଇଯାନ୍ତି ଭାରତୀୟ, ମାତ୍ର ୧୦୦୦ ଟଙ୍କାରେ ମିଳିଯାଏ ୫ ଷ୍ଟାର

ନୂଆଦିଲ୍ଲୀ: ଯଦି ଆପଣ କେବେ ଭାବନ୍ତି ଯେ କମ୍ ଟଙ୍କାରେ ବିଦେଶ ବୁଲି କୋଟିପତି ଭଳି ଅନୁଭବ କରାଯାଇପାରେ, ତେବେ ଲାଓସ୍ ଆପଣଙ୍କ ପାଇଁ ଠିକ୍ ସ୍ଥାନ। ଦକ୍ଷିଣ ପୂର୍ବ ଏସିଆର ଏହି ଛୋଟ ସୁନ୍ଦର ଦେଶ ତା’ର ସସ୍ତା ମୁଦ୍ରା, ପ୍ରକୃତି ଓ ଶାନ୍ତ ପରିବେଶ ପାଇଁ ପରିଚିତ। ଏଠାକୁ ପହଞ୍ଚିଲେ ପ୍ରତ୍ୟେକ…

୨୦୨୬ କେବେ ଲାଗିବ ଗ୍ରହଣ ? ଜାଣନ୍ତୁ ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ କେବେ ….

ନୂଆଦିଲ୍ଲୀ: ଚର୍ଚ୍ଚା ଆରମ୍ଭ ହେଲାଣି ଯେ ବର୍ଷର ଆରମ୍ଭ ଅର୍ଥାତ୍ ଜାନୁଆରି ୨୦୨୬ରେ କୌଣସି ଗ୍ରହଣ ଲାଗୁଛି କି ନାହିଁ? ଏନେଇ କଣ ରହିଛି ବୈଜ୍ଞାନିକ ଓ ଜ୍ୟୋତିଷଙ୍କ ମତ । ଆସନ୍ତୁ ଜାଣିବା ବୈଜ୍ଞନିକ ଏବଂ ଜ୍ୟୋତିଷୀମାନଙ୍କ ମତରେ ପ୍ରଥମ ଗ୍ରହଣ ୧୭ ଫେବୃଆରି ୨୦୨୬ରେ ଲାଗିବ, ଯାହାକୁ ବଳୟାକାର…

୬୦ ହଜାର ଦରମା ପାଇବାର ବଡ଼ ସୁଯୋଗ, ୟଙ୍ଗ୍ ପ୍ରଫେସନାଲ୍ ପାଇଁ ବାହାରିଲା ପଦବୀ

ନୂଆଦିଲ୍ଲୀ: ଯଦି ଆପଣ ଆଇନ୍, ଅର୍ଥନୀତି କିମ୍ବା ଆଇଟି କ୍ଷେତ୍ରରେ ଚାକିରି ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ) ୟଙ୍ଗ୍ ପ୍ରଫେସନାଲ୍ ପଦବୀଗୁଡ଼ିକ ପାଇଁ ଭର୍ତ୍ତି ପାଇଁ ଅଧିକାରିକ ବିଜ୍ଞପ୍ତି ଜାରି କରିଛି । ଆୟୋଗ…

ସିଗରେଟ ସହ ଏହା ପିଉଛନ୍ତି କି ? ମାତ୍ର ଏତିକି ଦିନ ବଞ୍ଚିବେ !

ଭୁବନେଶ୍ୱର: ଆପଣ ଅନେକ ସମୟରେ ଦେଖିଥିବେ ଚା’ ଦୋକାନରେ ଅନେକ ଲୋକ ଚା’ ସହ ସିଗାରେଟ ଟାଣୁଥିବେ । ଅନେକଙ୍କ ଏହା ଅଭ୍ୟାସ ଥିବା ବେଳେ ଅନେତ ଏହାକୁ ଫ୍ୟାସନ ଭାବନ୍ତି । ହେଲେ ଏହା ଯେ କେତେବେଳେ ବି ଯେ ଜୀବନ ନେଇଯିବ କେହି ଜାଣନ୍ତି ନାହିଁ । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ…

କେମିତି ଜାଣି ହୁଏ କେଉଁ ଟିଭି ଶୋ’ର କେଚେ TRP? ଆସନ୍ତୁ ବଝିବା ଏହି ଗଣିତ

ନୂଆଦିଲ୍ଲୀ: କେତେ ଲୋକ ଟିଭି ଦେଖିଲେ, ସବୁ ଟିଭି ମାଲିକଙ୍କ ଏହି ଚିନ୍ତା ଥାଏ । ସପ୍ତାହରେ ଥରେ ଟିଭି ଶୋ’ କେତେ ହିଟ୍‌ ହୋଇଛି, ଏହାକୁ ଯେଉଁ ଆଧାରରେ ଦେଖାଯାଏ ତାହାକୁ ଟିଆରପି କୁହନ୍ତି । ଟିଆର୍‌ପିର ଅର୍ଥ ହେଉଛି ଟେଲିଭିଜନ୍ ରେଟିଂ ପଏଣ୍ଟସ୍ । ଟିଆର୍‌ପି ଦ୍ୱାରା ଆମେ ଜାଣିପାରୁ ଯେ…

IPLର କୌଣସି ଟିମ୍କୁ କେମିତି କିଣାଯାଏ ? ଏଥିପାଇଁ କେତେ ଟଙ୍କା ଆବଶ୍ୟକ

ନୂଆଦିଲ୍ଲୀ: ୨୦୨୬ରେ ହେବାକୁ ଯାଉଛି ଆଇପିଏଲ୍ ନିଲାମ । ଏହା ଯେମିତି ଆଗକୁ ବଢୁଛି, ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ସମ୍ଭାବ୍ୟ ବିକ୍ରିକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଯେ, ଆରସିବିର ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହି ମଧ୍ୟରେ ଆସନ୍ତୁ ଜାଣିବା,…

ପୁଣି ଏକ ଭୟଙ୍କର ବିମାନ ଦୁର୍ଘଟଣା, ସାତ ଜଣଙ୍କ ମୃତ୍ୟୁ, ବଢୁଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: କେନିଆରେ ହୋଇଥିବା ବିମାନ ଦୁର୍ଘଟଣାକୁ ସପ୍ତାହେ ନପୁରୁଣୁ ଆଉ ଏକ ବିମାନ ଦୁର୍ଘଟଣା ସାମ୍ନାକୁ ଆସିଛି। ଖବର ମୁତାବକ, ଆମେରିକାର କଣ୍ଟୁକିରେ ଏକ କାର୍ଗୋ (ପଣ୍ୟବାହି) ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି। ଆମେରିକାର ସଂଘିୟ ବିମାନ ପ୍ରଶାସନ (FAA)ର ସୂଚନା ମୁତାବକ, ଉକ୍ତ…