Latest Odisha News

BREAKING NEWS

ପାକିସ୍ତାନୀ ନୋଟ୍ ଛାପୁଥିଲା ଭାରତ, ଏହା ପଛରେ ରହିଛି ରୋଚକ କାହାଣୀ

ନୂଆଦିଲ୍ଲୀ: ୧୯୪୭ରେ ଭାରତ-ପାକିସ୍ତାନ ବିଭାଜନ ପରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ହେଉଛି ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପାକିସ୍ତାନ ପାଇଁ ମୁଦ୍ରା ଛାପି ଯୋଗାଇଥିଲା। ଏହା ଶୁଣି ମନରେ ପ୍ରଶ୍ନ ଉଠୁଛି ଯେ, ବିଭାଜନ ପରେ ରାଜନୈତିକ ବିବାଦ ଓ ଶତ୍ରୁତା ସତ୍ତ୍ୱେ ଭାରତ କାହିଁକି ଏପରି…

ଆମେରିକା-ଚୀନ ପାଇଁ ଖସିଗଲା ସୁନା ଦର! ଆଗକୁ ଆହୁରି କମିବ

ନୂଆଦିଲ୍ଲୀ: ନିକଟ ସୁନା ଦର ସର୍ବାକାଳିନ ରେକର୍ଡ ପାରକରିଥିଲା। ୧୦ ଗ୍ରାମ ସୁନାକୁ ୧ ଲକ୍ଷ ଟଙ୍କା ଯାଏ ପହଞ୍ଚିଥିଲା। ଯାହା ସୁନା ପ୍ରେମୀଙ୍କୁ ହତାସ କରିଥିଲା। ହେଲେ ଏବେ ପୁଣିଥରେ ସୁନା ଦର ଖସିବାର ଲାଗିଛି। ଆଉ ଏହାର କରାଣ କୁହାଯାଉଛି ଆମେରିକା-ଚୀନ ଭିତରେ ଚାଲିଥିବା ବାଣିଜ୍ୟ ବିବାଦର…

ଭାରତରେ ଆଇଫୋନ ଉତ୍ପାଦନ ନକରିବାକୁ କହିଲେ ଟ୍ରମ୍ପ, କାହିଁକି କହିଲେ ଏମିତି?

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହ ବାଣିଜ୍ୟ ଏବଂ ବିଶ୍ୱର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ଆପଲର ଭାରତୀୟ ଯୋଜନାକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ଟ୍ରମ୍ପ ଦାବି କରିଛନ୍ତି ଯେ, ଭାରତ ଆମେରିକାକୁ ଏକ ଶୂନ୍ୟ ଶୁଳ୍କ ବାଣିଜ୍ୟ ଚୁକ୍ତି ପ୍ରଦାନ କରିଛି, କିନ୍ତୁ…

ପହଲଗାମ ଆକ୍ରମଣ ପୂର୍ବରୁ ଟ୍ରମ୍ପଙ୍କ ପରିବାର ଓ ପାକ ଆର୍ମି ଚିଫ୍ ଭିତରେ ହୋଇଥିଲା ସିକ୍ରେଟ ଡିଲ୍ ! ଏବେ…

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଓ ଭାରତର ସାମରିକ ପ୍ରତିକ୍ରିୟା ‘ଅପରେସନ ସିନ୍ଦୁର’ ପୂର୍ବରୁ ପାକିସ୍ତାନରେ ଏକ ହାଇ-ପ୍ରୋଫାଇଲ କ୍ରିପ୍ଟୋ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ବର୍ତ୍ତମାନ ଭାରତ ଓ ଆମେରିକାରେ ତଦନ୍ତର ଆଲୋଚନାରେ ରହିଛି,…

ପାକିସ୍ତାନକୁ ଅସ୍ତ୍ର ଯୋଗାଉଥିବା ତୁର୍କୀକୁ ଆମେରିକା ଦେଉଛି ସାଂଘାତିକ ମିସାଇଲ, ଟ୍ରମ୍ପଙ୍କ ଦୋମୁହାଁ ନୀତି

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଗ ମଧ୍ୟରେ ତୁର୍କୀ ଖୋଲାଖୋଲି ପାକିସ୍ତାନର ପକ୍ଷ ନେଇଛି। ଶତାଧିକ ଡ୍ରୋନ ଏବଂ ସାମରିକ ଅପରେଟିଭ୍‌ ପଠାଇ ତୁର୍କୀ ପାକିସ୍ତାନକୁ ବୈଷୟିକ ଓ ସାମରିକ ସହାୟତା ପ୍ରଦାନ କରିଛି। ଏହାର ପ୍ରତିକ୍ରିୟାରେ ଭାରତରେ ତୁର୍କୀ ବିରୋଧରେ ତୀବ୍ର…

ସେନାର ଟ୍ୟାଙ୍କର ଉପରେ ଚଢ଼ିଗଲେ ପାକ ପ୍ରଧାନମନ୍ତ୍ରୀ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜାବର ଆଦମପୁର ଏୟାରବେସରେ ସେନା ଯବାନମାନଙ୍କୁ ଭେଟିଥିଲେ। ଏହାର ଏକ ଦିନ ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫ ମଧ୍ୟ ତାଙ୍କ ସେନା ସହ ଦେଖା କରିବା ପାଇଁ ସିଆଲକୋଟର…

ଭାଙ୍ଗିଯିବ ପାକିସ୍ତାନ? ଜୋରଦାର ଆକ୍ରମଣ କରୁଛି ବିଏଲଏ

ନୂଆଦିଲ୍ଲୀ: କ୍ୱେଟାରେ କଥିତ ‘ବିଜୟ ଦିବସ’ ଉତ୍ସବକୁ ନେଇ ପାକିସ୍ତାନ ସରକାର ଏବଂ ବଳୁଚ ଲିବରେସନ ଆର୍ମୀ (ବିଏଲଏ) ମଧ୍ୟରେ ତୀବ୍ର ସଂଘର୍ଷ ଦେଖାଦେଇଛି। ପାକିସ୍ତାନୀ ସେନାର ପୃଷ୍ଠପୋଷକତାରେ ଆୟୋଜିତ ଏହି ଉତ୍ସବର ନେତୃତ୍ବ ତଥାକଥିତ ଏମପିଏ ଅଲୀ ମଦଦ ଜଟ୍ଟକ ନେଉଥିଲେ। କିନ୍ତୁ ଉତ୍ସବ ଆରମ୍ଭ…

ଅପରେସନ ସିନ୍ଦୂର ପାକିସ୍ତାନକୁ କେତେ କ୍ଷତି ପହଞ୍ଚାଇଛି? ପ୍ରତିରକ୍ଷା ମନ୍ତ୍ରାଳୟ କଲା ବଡ଼ ଖୁଲାସା

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରାଳୟ ବୁଧବାର କହିଛି ଯେ ‘ଅପରେସନ ସିନ୍ଦୂର’ ଭାରତର ପ୍ରତିରକ୍ଷା ଶକ୍ତି ଏବଂ ବୈଷୟିକ ଦକ୍ଷତାରେ ହୋଇଥିବା ବୃଦ୍ଧିକୁ ପ୍ରଦର୍ଶନ କରିଛି। ଭାରତୀୟ ସେନା ସୀମା ଅତିକ୍ରମ ନକରି ପାକିସ୍ତାନରେ ଆତଙ୍କବାଦୀ ଅଡ୍ଡାଗୁଡ଼ିକ ଉପରେ ଆକ୍ରମଣ କରି ସେଗୁଡ଼ିକୁ ଧ୍ବଂସ…

୧୦ ହଜାର ଟଙ୍କା ନିବେଶରେ ୨୨ ଲକ୍ଷ ଟଙ୍କାର ଚମତ୍କାର ରିଟର୍ଣ୍ଣ, ଏହାକୁ କୁହନ୍ତି ଧନ ବର୍ଷା

ନୂଆଦିଲ୍ଲୀ: ସେୟାର ମାର୍କେଟରେ ସମସ୍ତେ ଏଥିପାଇଁ ଟଙ୍କା ନିବେଶ କରନ୍ତି ଯାହା ଫଳରେ ସେମାନେ କମ ସମୟରେ ଅଧିକ ଲାଭ ପାଇପାରିବେ। ଆଜି ଆମେ ଆପଣଙ୍କୁ ଏକ ଏପରି ମଲ୍ଟିବ୍ୟାଗର ଷ୍ଟକ ବିଷୟରେ କହିବାକୁ ଯାଉଛୁ, ଯାହା ମାତ୍ର ୩ ବର୍ଷରେ ୧୦୦୦ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ଦେଇଛି ଏବଂ ୫ ବର୍ଷରେ…

କେବଳ ପାକିସ୍ତାନ ନୁହେଁ ଏହି ୬ ଦେଶ ବି କରିଥିଲେ ଆକ୍ରମଣ ? ଆସିଲା ରିପୋର୍ଟ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ଭାରତ ଏକ ବୃହତ୍ ସାଇବର ଆକ୍ରମଣର ଶିକାର ହୋଇଛି। ହାଇଦ୍ରାବାଦ ସାଇ ରିପୋର୍ଟ ଅନୁସାରେ, ପାକିସ୍ତାନ, ତୁର୍କୀ, ବାଂଲାଦେଶ, ମାଲେସିଆ, ଇଣ୍ଡୋନେସିଆ ଏବଂ ଚୀନ ମିଳିତ ଭାବେ ଏହି ଆକ୍ରମଣ କରିଛନ୍ତି। ଏହି ଆକ୍ରମଣ ଅନେକ ପର୍ଯ୍ୟାୟରେ ହୋଇଥିଲା ଏବଂ ସରକାରୀ…