Latest Odisha News

BREAKING NEWS

ମୁସଲିମଙ୍କ ପାଇଁ ଶିରିଆ କୋର୍ଟର ନିର୍ଦ୍ଦେଶ ମାନିବା କେତେ ଜରୁରୀ, ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶରିଆ ଅଦାଲତ ବା କାଜି ଅଦାଲତକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ଭାରତୀୟ ଆଇନ ଅନୁଯାୟୀ ଶରିଆ ଅଦାଲତ ବା କାଜି ଅଦାଲତର କୌଣସି ଆଇନଗତ ମାନ୍ୟତା ନାହିଁ ଏବଂ ଏହାର ନିଷ୍ପତ୍ତି ମାନିବାକୁ କେହି ବାଧ୍ୟ ନୁହଁନ୍ତି। କେବଳ…

କିଏ ଏହି ଲୋକଗାୟିକା ଯାହାଙ୍କ ବିରୋଧରେ ଲାଗିଛି ଦେଶଦ୍ରୋହ ମାମଲା, ପହଲଗାମ ଆତଙ୍କୀ ହମଲା ଉପରେ ଦେଇଥିଲେ ବୟାନ

ନୂଆଦିଲ୍ଲୀ: ରାଜନୈତିକ ଗୀତ ଓ ୟୁଟ୍ୟୁବ କଣ୍ଟେଣ୍ଟ ପାଇଁ ଜଣାଶୁଣା ଭୋଜପୁରୀ ଗାୟିକା ନେହା ସିଂ ରାଠୋର ଏକ ବଡ଼ ଆଇନଗତ ବିବାଦରେ ଫସିଛନ୍ତି। ପହଲଗାମ ଆତଙ୍କୀ ହମଲା ପରେ ସୋସିଆଲ ମିଡିଆରେ କଥିତ ‘ଆପତ୍ତିଜନକ’ ପୋଷ୍ଟ ଯୋଗୁ ଲକ୍ଷ୍ନୌ ହଜରତଗଞ୍ଜ ଥାନାରେ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ…

ଯୁଦ୍ଧ ପୂର୍ବରୁ ପାକିସ୍ତାନ କଲା ସରେଣ୍ଡର ! ଦେଶ ଛାଡ଼ି ପଳାଇଲେ ଅନେକ ନେତା

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ଆତଙ୍କବାଦୀଙ୍କ ଦ୍ୱାରା ୨୬ ପର୍ଯ୍ୟଟକଙ୍କ ନିର୍ମମ ହତ୍ୟା ପରେ ଭାରତ ପାକିସ୍ତାନ ବିରୋଧରେ କଡ଼ା କୂଟନୈତିକ ଓ ସାମରିକ ପଦକ୍ଷେପ ଗ୍ରହଣ କରିଛି। ସିନ୍ଧୁ ଜଳ ସନ୍ଧି ନିଲମ୍ବନ, ସାର୍କ ଭିସା ଛାଡ଼…

ପାକିସ୍ତାନର କାହା ନିକଟରେ ରହିଛି ପରମାଣୁ ବମର ରିମୋଟ? ଜାଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ: ୨୨ ଏପ୍ରିଲରେ ଜମ୍ମୁ-କାଶ୍ମୀରର ପହଲଗାମରେ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ଆତଙ୍କବାଦୀଙ୍କ ଦ୍ୱାରା ୨୬ ପର୍ଯ୍ୟଟକଙ୍କ ହତ୍ୟା ପରେ ଭାରତ ପାକିସ୍ତାନ ସରକାର ବିରୋଧରେ କଠୋର କୂଟନୈତିକ ପଦକ୍ଷେପ ଗ୍ରହଣ କରିଛି। ଭାରତ ସିନ୍ଧୁ ଜଳ ସନ୍ଧି ନିଲମ୍ବନ କରିଛି, ପାକିସ୍ତାନୀ…

ଇନଷ୍ଟାଗ୍ରାମ ଓ ୟୁଟ୍ୟୁବରେ କେମିତି ଶୀଘ୍ର ଆୟକରିବେ ଲକ୍ଷ ଲକ୍ଷ ଟଙ୍କା, ଏଆଇ କହିଲା ସରଳ ଉପାୟ

ଭୁବନେଶ୍ୱର: ଆଜିର ଡିଜିଟାଲ ଯୁଗରେ ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ କେବଳ ମନୋରଞ୍ଜନ ନୁହେଁ, ଲକ୍ଷ ଲକ୍ଷ ଟଙ୍କା ରୋଜଗାରର ଉତ୍ତମ ମାଧ୍ୟମ ହୋଇଛି। ସଠିକ ରଣନୀତି ଓ ସ୍ମାର୍ଟ କାମ ସହ ଆପଣ ଶୀଘ୍ର ସଫଳ କଣ୍ଟେଣ୍ଟ କ୍ରିଏଟର ହୋଇପାରିବେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) କିଛି ସହଜ ଓ ପ୍ରଭାବୀ…

ପୂରା ରାତି ଏସି ଚଲାଇ ଶୋଇଲେ କ’ଣ ହେବ ? ଜାଣିନିଅନ୍ତୁ ନହେଲେ ବିପଦ

ନୂଆଦିଲ୍ଲୀ: ପୂରା ଭାରତରେ ତାତି ଏବେ କଲବଲ କରୁଛି। ତେଣୁ ଏପରି ତାପମାତ୍ରା ବୃଦ୍ଧି ପାଉଥିବାରୁ ଅଧିକାଂଶ ଘରେ ଏୟାର କଣ୍ଡିସନର (ଏସି) ଚାଲୁ ରହିଛି। କେହି କେହି ରାତିସାରା ଏସି ଚଲାଇ ଶୋଉଛନ୍ତି। ଅଧିକ ତାପମାତ୍ରା ଶୋଇବାରେ ଅସୁବିଧା ସୃଷ୍ଟି କରେ ସତ ହେଲେ ବିଶେଷଜ୍ଞମାନେ କହୁଛନ୍ତି,…

ସିନ୍ଧୁ ୱାଟାର ଏଗ୍ରିମେଟର ଦୁଇ ସିକ୍ରେଟ, ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲାର ଜବାବରେ ଭାରତ ସିନ୍ଧୁ ଜଳ ଚୁକ୍ତି ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବନ କରିଛି।  ଯାହା ପାକିସ୍ତାନରେ ହଇଚଇ ସୃଷ୍ଟି କରିଛି। ଜଳଶକ୍ତି ମନ୍ତ୍ରୀ ସିଆର ପାଟିଲ ଘୋଷଣା କରିଛନ୍ତି ଯେ ସିନ୍ଧୁର ଏକ ବିନ୍ଦୁ ଜଳ ମଧ୍ୟ ପାକିସ୍ତାନକୁ ଯିବ ନାହିଁ। ଏହି…

ଜେଏନୟୁରେ ପୁଣି ବାଜିମାତ କଲା ଲେଫ୍ଟ, ୧୦ ବର୍ଷ ପରେ ବାମପନ୍ଥି ଗଡ଼ରେ ଫେରିଲା ଏବିଭିପି

ନୂଆଦିଲ୍ଲୀ: ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଛାତ୍ର ସଂଘ ନିର୍ବାଚନ ରବିବାର ମଧ୍ୟରାତ୍ରିରେ ଶେଷ ହୋଇଛି। ବାମପନ୍ଥୀ ଗଠବନ୍ଧନ AISA ଓ DSF ଚାରୋଟି ମଧ୍ୟମ ପ୍ୟାନେଲ ପଦରୁ ତିନୋଟିରେ ବିଜୟୀ ହୋଇଛନ୍ତି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ଗୋଟିଏ ପଦରେ ଜିତିଛି। AISAର…

ଟ୍ରେନ ଯାତ୍ରୀଙ୍କ ପାଇଁ ବଡ଼ ଘୋଷଣା, ରେଳବାଇର ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ବରିଷ୍ଠ ନାଗରିକ, ମହିଳା ଏବଂ ଦିବ୍ୟାଙ୍ଗ ଯାତ୍ରୀଙ୍କ ଯାତ୍ରାକୁ ଆହୁରି ସହଜ ଓ ଆରାମଦାୟକ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଏହି ନୂଆ ଉଦ୍ୟମରେ ରେଳବାଇ ଏହି ଶ୍ରେଣୀର ଯାତ୍ରୀଙ୍କ ପାଇଁ ଲୋଅର ବର୍ଥ ସଂରକ୍ଷଣ, ହ୍ୱିଲଚେୟାର ସୁବିଧା ଏବଂ…

‘ଆତଙ୍କବାଦୀ ଆକ୍ରମଣର ତଦନ୍ତ କରୁ ଋଷ ଆଉ ଚୀନ’ : ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ଆତଙ୍କବାଦୀମାନେ ଗୁଳିଚାଳନା କରି ୨୬ ଜଣଙ୍କୁ ହତ୍ୟା କରିଥିଲେ, ଯେଉଁମାନେ ଅଧିକାଂଶ ପର୍ଯ୍ୟଟକ ଥିଲେ। ୨୦୧୯ରେ ପୁଲୱାମା ଆକ୍ରମଣ ପରେ ଏହା ହେଉଛି ଘାଟିରେ ହୋଇଥିବା ସବୁଠାରୁ ଭୟଙ୍କର ଆକ୍ରମଣ। ଏହି ଘଟଣାରେ ଦାୟୀ କରିଛି…