Latest Odisha News

BREAKING NEWS

କଥା ଦେଇ ୨ବର୍ଷ ପରେ କଥା ପୂରଣ କଲେ ସୋନୁ ସୁଦ୍

ମୁମ୍ବାଇ: ଲକଡାଉନ୍ ସମୟରେ ଯେତେବେଳେ ଦେଶର ବଡ ସେଲିବ୍ରିଟିମାନେ ଘରେ ରହି ସୋସିଆଲ ମିଡିଆରେ  ଭିଡିଓ ସେୟାର କରୁଥିଲେ । ସେତେବେଳେ ଅଭିନେତା ସୋନୁ ସୁଦ ଗରିବ ଶ୍ରମିକମାନଙ୍କ ପାଇଁ ରାସ୍ତାକୁ ଓହ୍ଲାଇ ଥିଲେ । ଏବେ ସେ କେବଳ ଏକ ଷ୍ଟାର ନୁହଁନ୍ତି ଗରିବ ଲୋକଙ୍କ ଭଗବାନ । ସୋନୁ ସୁଦ ପରଦାରେ…

ହୀରା ଚାଖିଲେ ହୁଏ ମୃତ୍ୟୁ, ଏହା ସତ ନା କଳ୍ପନା

ପୃଥିବୀର ସବୁଠୁ ମହଙ୍ଗା ଜିନିଷ ଭିତରୁ  ହୀରା ହେଉଛି ଅନ୍ୟତମ । ଏହା ଅଳଙ୍କାର ତିଆରି ଏବଂ କାଚ କାଟିବା ପରି ଅନେକ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । ଆପଣ ନିଶ୍ଚୟ ବିଜ୍ଞାନରେ ପଢିଥିବେ ଯେ ହୀରା ପୃଥିବୀର ସବୁଠୁ କଠିନ ପଦାର୍ଥ । ଏହା ବ୍ୟତୀତ ହୀରାକୁ କାର୍ବନର ଶୁଦ୍ଧ ରୂପ ମଧ୍ୟ କୁହାଯାଏ ।…

ପୁଣି ଅଶାନ୍ତ ବାଣୀବିହାର କ୍ୟାମ୍ପସ୍, ଜେଏନୟୁ ପ୍ରଫେସରଙ୍କୁ ମାଡ଼

ଭୁବନେଶ୍ୱର: ପୁଣି ଅଶାନ୍ତ ବାଣୀବିହାର ପରିସର। ଉତ୍କଳ ବିଶ୍ୱବିଦ୍ୟାଳୟ ଧୀରେ ଧୀରେ ପାଲଟୁଛି ଜେଏନୟୁ। ବାଣୀବିହାର କ୍ୟାମ୍ପସରେ ଜେଏନୟୁ ପ୍ରଫେସରଙ୍କୁ ମାଡ଼ । ଉତ୍କଳ ବିଶ୍ବବିଦ୍ୟାଳୟର ଆଲୋଚନା ଚକ୍ରରେ ଜେଏନୟୁ ପ୍ରଫେସରକୁ ମାଡ଼ ମାରିଛନ୍ତି ଗୋଟିଏ ଗୋଷ୍ଠୀର ଛାତ୍ର । ଆକ୍ରମଣରେ ଆହତ…

ସୁନା ଦାନ୍ତ ପାଇଁ ଧରାପଡିଥିଲା ୧୫ ବର୍ଷ ଧରି ଲୁଚିଥିବା ଅଭିଯୁକ୍ତ , ଏଲଆଇସି ଏଜେଣ୍ଟ ଭାବରେ ପହଞ୍ଚି ଧରିଲା ପୋଲିସ୍

ମୁମ୍ବାଇ: ଚୋରିର ଅନେକ ଭିଡିଓ ସୋସିଆଲ ମିଡିଆରେ ଆସିଥାଏ । ହେଲେ ବେଳେବେଳେ ଚୋରମାନେ ନିଜର ମଜାଳିଆ ଗୁଣ ଯୋଗୁଁ ଭାଇରାଲ ହୁଅନ୍ତି । ଏହିପରି ଗୋଟିଏ ଘଟଣା ସାମ୍ନାକୁ ଆସିଛି । ଦୀର୍ଘ ୧୫ ବର୍ଷ ଧରି ନିଖୋଜ ଥିବା ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ୍ । ଗିରଫ ହୋଇଥିବା ବ୍ୟକ୍ତି ହେଉଛି ୩୮…

ମହମ୍ମଦ ରଫିଙ୍କ ଗୀତ ଗାଇ ଚର୍ଚ୍ଚାରେ ୮୫ ବର୍ଷୀୟ ବୃଦ୍ଧ

କୋଏମ୍ବଟୁର: ଆଜିକାଲି ସୋସିଆଲ୍‌ ମିଡିଆର ଚାହିଦା ବେଶ୍ ଆଗରେ। ଏଥିରୁ ଅନେକ କିଛି ଦେଖିବାକୁ ମିଲୁଛି। ଶିଖିବାକୁ ମିଳୁଛି। କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ନିଜର ନିତିଦିନିଆ ବ୍ୟକ୍ତିଗତ ଜୀବନର ପ୍ରତ୍ୟେକ କଥା ଏଥିରେ ସେୟାର କରିଥାନ୍ତି। ଆଉ କିଛି ଲୋକ ବି ଥାଆନ୍ତି ଯେଉଁମାନେ…

ନୱାଜୁଦ୍ଦିନ ସିଦ୍ଦିକୀ ଓ ପତ୍ନୀ ଆଲିଆଙ୍କ ଭିଡିଓ ଭାଇରାଲ୍, ୧୮ବର୍ଷ ନଷ୍ଟ କରିଥିବା କହିଲେ ପତ୍ନୀ

ମୁମ୍ବାଇ:ଏ କିଛିଦିନ ହବ ସୋସିଆଲ ମିଡ଼ିଆ ଆଉ ଟିଭି ଖୋଲିଲେ ଦେଖିବାକୁ ମିଳୁଛି ଷ୍ଟାର ଦମ୍ପତିଙ୍କ ଝଗଡ଼ା।  ଘର କଳି ଦାଣ୍ଡରେ ପଡୁଛି । ଏମିତି କିଛି ବି ଲୋକ ଅଛନ୍ତି, ସେମାନେ କୁଆଡ଼େ କିଛି ନଜାଣି ସାମାଜିକ ଗଣ ମାଧ୍ୟମରେ ବହୁତ ପ୍ରକାର ମତ ଦେବାରେ ବ୍ୟସ୍ତ ରହନ୍ତି । ସେଇ ମତ ଦେବା ଯେ କେତେ…

ହ୍ୱେଲ ମାଛ ବାନ୍ତିର ମୂଲ୍ୟ  କୋଟିଏ ଟଙ୍କା, କଣ ରହିଛି ରହସ୍ୟ

ନୂଆଦିଲ୍ଲୀ: କ’ଣ ଆପଣ କେବେ ଜୀବମାନଙ୍କ ବାନ୍ତି ବିକ୍ରି ହେବାର ଦେଖିଛନ୍ତି ? ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା ? ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଜୀବ ବିଷୟରେ କହିବୁ ଯାହାର ବାନ୍ତି ନା କେବଳ ବିକ୍ରି ହୁଏ, ତାର ଦାନ ହୀରାଠୁ ବି ଅଧିକ ମୂଲ୍ୟବାନ ହୋଇଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ…

ରେଳ ଟ୍ରାକ୍ ମଝିରେ କାହିଁକି ଥାଏ V ଆକୃତି

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକ ନିଯୁକ୍ତି ପାଇଛନ୍ତି । ଅନ୍ୟ ଦେଶ ତୁଳନାରେ  ଭାରତୀୟମାନେ ବେଶି ରେଳ ଉପରେ ନିର୍ଭରଶୀଳ । ହେଲେ ଭାରତୀୟ ରେଳରେ ଅନେକ ରୋଚକ କଥା ରହିଛି ଯାହା ପ୍ରାୟ ଜାଣି ନ ଥିବେ  ।  ରେଳରେ ଯିବା ବେଳେ କେତେକ ସ୍ଥାନରେ ଆପଣ V ଆକୃତିର ଟ୍ରାକ…

୬୦ ବର୍ଷ ହେବ ଶୋଇନାହାନ୍ତି ୮୦ ବର୍ଷୀୟ ବୃଦ୍ଧ

ଭିଏତନାମ: ଯଦି ଗୋଟେ ଦିନ ନ ଶୋଇବେ ତେବେ ଆପଣ ଅସ୍ଥିର ହୋଇଯିବେ । ଡାକ୍ତରୀ ବିଜ୍ଞାନ ହେଉ କିମ୍ବା ଆୟୁର୍ବେଦ, ସମସ୍ତେ ବିଶ୍ୱାସ କରନ୍ତି ଯେ, ସାଧାରଣତଃ ମଣିଷକୁ ଦିନକୁ ୬ରୁ ୮ ଘଣ୍ଟା ଶୋଇବା ନିହାତି ଆବଶ୍ୟକ । କାରଣ ଏହା ଆମ ସ୍ୱାସ୍ଥ୍ୟପକ୍ଷେ ହିତକର ବୋଲି କୁହାଯାଏ । ନିଦକୁ ନେଇ ଏକ…

ଏମିତି ଗାଁ ଯେଉଁଠି ନାହିଁ ଗୋଟିଏ ବି ମନ୍ଦିର, ଅସ୍ତି ସହ କରାଯାଏ କିଛି ଏପରି କାମ

ହିନ୍ଦୁଧର୍ମ ଅନୁସାରେ ଶରୀରକୁ ମୃତ୍ୟୁ ପରେ ଦାହ କରାଯାଏ ଏବଂ ଶବକୁ ଜାଳିବା ପରେ ଏହାର ପାଉଁଶ କୌଣସି ପବିତ୍ର ନଦୀରେ ବିସର୍ଜନ କରାଯାଏ । ଏହି ରୀତିନୀତି ଓ ପରମ୍ପରା ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସୁଛି ।  କିନ୍ତୁ ଏମିତି ଏକ ଗାଁ ରହିଛି ଯେଉଁଠାରେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଶରୀର…