ଧାରାବାହିକ ଉପନ୍ୟାସ : ସୁଲୋଚନା (୧୫)
ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
ସରମା କହିଲେ, " ଶିଶୁ କାଳରୁ କୁବେର ଧାର୍ମିକ ସ୍ୱଭାବର। ତପ ସାଧନା ନିମିତ୍ତ ପିତାମାତାଙ୍କ ନିକଟରୁ ଅନୁମତି ନେଇ ଗୃହତ୍ୟାଗୀ ହୋଇଥିଲେ। ଅନେକ ବର୍ଷର ଏକନିଷ୍ଠ କଠୋର ସାଧନା ବଳରେ ପ୍ରଜାପତି ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି…