Latest Odisha News

BREAKING NEWS

ବହି ସହ ବନ୍ଧୁତା ହିଁ ସାହିତ୍ୟ ପ୍ରତି ଆକୃଷ୍ଟ ହେବାର ପ୍ରଥମ ମୂର୍ଚ୍ଛନା : ସୁଷମା ମିଶ୍ର

ସାହିତ୍ୟ ସହିତ ଜୀବନ ଏବଂ ଜୀବନ ସହିତ ସାହିତ୍ୟ ଏକାକାର ବୋଲି ମାନି ନେଇଥିବା ଜଣେ ଅନନ୍ୟ ବ୍ୟକ୍ତିତ୍ୱ ହେଉଛନ୍ତି ସୁଷମା ମିଶ୍ର । ତାଙ୍କ ସର୍ଜନାର କ୍ଷେତ୍ର ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ତାଙ୍କ ରଚନାରେ ଥାଏ ଅନୁଭବ ଓ ଅନୁଭୂତିର କଥା , ସମାଜର ରୀତି ନୀତି , ତଥା ସାମାଜିକ ଜୀବନର…

ସାହିତ୍ୟ ପରିକ୍ରମା ୨୦୨୧

ପରିବର୍ତ୍ତନ ହିଁ ସୃଷ୍ଟିର ନିୟମ। ଏହି ପରିପ୍ରେକ୍ଷୀରେ ପ୍ରତି ମୁହୂର୍ତ୍ତରେ ପୃଥିବୀର କୋଣ ଅନୁକୋଣରେ କିଛି ନା କିଛି ପରିବର୍ତ୍ତନ ଘଟୁଥାଏ। ସମୟ ସହ ନୂଆ ନୂଆ ଘଟଣାବଳୀର ଫର୍ଦ୍ଦସବୁ ଯୋଡ଼ି ହେଉଥାଏ ପୁଣି କିଛି ଇହିହାସର ପୃଷ୍ଠାରେ ପରିବର୍ତ୍ତିତ ହେଉଥାଏ। ଆଜି ୨୦୨୧ର ଶେଷ ଦିନ। ଗୋଟିଏ ବର୍ଷ…

ବିଦାୟୀ ବର୍ଷର କିଛି କଥା କିଛି ବ୍ୟଥା

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ବିଗତ ବର୍ଷଗୁଡିକର କ୍ୟାଲେଣ୍ଡର ବଦଳି ଯାଇଥିଲେ ବି ଯେମିତି ସମାଜ ଦ୍ରୁତ ଗତିରେ ବୃଦ୍ଧି ପାଇଛି, ସେମିତି ସମସ୍ୟାର ବଳୟ ଭିତରେ ମଣିଷ ଅଣନିଃଶ୍ବାସୀ ହୋଇ ପଡ଼ୁଛି । ଜଣାପଡୁଛି ଯେ ହିଂସା କେବଳ ଭୟ, ଅସତ୍ୟ ଏବଂ ଆକ୍ରୋଶର ପ୍ରାଧାନ୍ୟ ଦେଇନାହିଁ, ବରଂ…

ପୁସ୍ତକ ପରିଚୟ : ଅବୋଲକରା

ଅବୋଲକରା ଗାଳ୍ପିକ : ରାଜ କିଶୋର ଦାସ ପ୍ରକାଶକ : ଏଥେନା ବୁକସ ଭୁବନେଶ୍ୱର -୨ ପୃଷ୍ଠା : ୧୩୬ ମୂଲ୍ୟ : ୧୦୦ ଗପଟେ ଲେଖିଲା ବେଳେ ଗାଳ୍ପିକ ଏକ ଚରିତ୍ରକୁ ଆଧାର କରି ଘଟଣା ପ୍ରବାହ ସହ କାହାଣୀକୁ ଗତିଶୀଳ କରନ୍ତି । କିନ୍ତୁ ପୁରା ଗଳ୍ପ ସଙ୍କଳନ ଯେତେବେଳେ କେବଳ ଗୋଟିଏ ଚରିତ୍ର ସହ…

ସାହିତ୍ୟ ଓ ଜୀବନ ପରସ୍ପର ପରିପୂରକ : ମହାଶ୍ୱେତା ସାହୁ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ମହାଶ୍ୱେତା ସାହୁ । ଗଳ୍ପ, ଉପନ୍ୟାସ, କବିତା, ପ୍ରବନ୍ଧ, ସମାଲୋଚନା ପ୍ରଭୃତି କ୍ଷେତ୍ରରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ…

ପୁସ୍ତକ ପରିଚୟ : କଲମ ନିଆଁ

କଲମ ନିଆଁ କବୀ : ଭବାନୀ ଭୂୟାଁ ପ୍ରକାଶକ : ପଶ୍ଚିମା ପବ୍ଲିକେଶନ ନୟାପଲ୍ଲୀ ଭୁବନେଶ୍ୱର ପୃଷ୍ଠା : ୧୨୦ ମୂଲ୍ୟ : ୧୨୦ ଓଡ଼ିଆ କବିତାରେ ଏକ ଭିନ୍ନ କାବ୍ୟସ୍ବରର ସ୍ରଷ୍ଟା ଭବାନୀ ଭୂୟାଁ । ଭାବ ତଥା ଆବେଗ ଅପେକ୍ଷା ସେ ମଣିଷ ଜୀବନର ସଂଘର୍ଷମୟ ଅବସ୍ଥାର କଥା ଅଧିକ କହିଥାନ୍ତି।…

ସାହିତ୍ୟ ଏକ ନିରବ ସାଧନା : ସୁଷମା ଦାଶ

ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ସୁଷମା ଦାଶ । ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ସଂସାର ସଂଘର୍ଷ ଓ ଜୀବନାଦର୍ଶ ପୁଣି ସମାଧାନର ବାଟ । ଅତିସାଧାରଣ ଘଟଣା ଗୁଡ଼ିକୁ ଭାବ ଓ ଭାଷାର…

ଭଡ଼ାଘର

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ କଳିଷଠା ଷାଠିଏ ଯଦି, ତାହେଲେ ତିନି ଭାଗ ଜୀବନ ଜୀଇଁ ସାରିଲାଣି ମଣିଷ । ସେଥିରୁ ପ୍ରାୟ ୨୫ ବର୍ଷ ବିତିଗଲାଣି ଭଡ଼ାଘରେ। ଛାତ୍ର ଥିଲା ବେଳେ କେବେ ହଷ୍ଟେଲରେ ତ ଆଉ କେବେ କାହା ଘର ଭଡ଼ା ନେଇ ନିଜର ଉଠାଚୁଲି ଆଉ ପକା ଖଲି ଜୀବନ…

ଧାରାବାହିକ ଉପନ୍ୟାସ : ଦେବୀ (୧୬)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୬ ଶ୍ରାବଣ ମାସର ଶେଷଦିନ ଗୁଡ଼ିକ ପାଟ ସଂଲଗ୍ନ ଖାଲୁଆ ଜମିରେ ପାଣିର ସ୍ତର କମିଯାଏ। ମଧୁର ଜଳ ଲୋଭରେ ନଈ ଛାଡ଼ି ଆସିଥିବା ମାଛ ସବୁ ସପରିବାର ବନ୍ଦୀ ହୋଇ ଶିକାରୀ ପକ୍ଷୀମାନଙ୍କଠାରୁ ନିଜକୁ ବଞ୍ଚେଇବା ପାଇଁ ହରକଞ୍ଚ ବୁଦା ତଳେ…

ପୁସ୍ତକ ପରିଚୟ : ମୁଁ ଓ ମୁଁ

ମୁଁ ଓ ମୁଁ ମୂଳ ରଚନା : ମୃଦୁଳା ଗର୍ଗ ଅନୁବାଦ : ନୀହାରିକା ମଲ୍ଲିକ ପ୍ରକାଶକ : ଆଦିତ୍ୟ ଭାରତ ଇ ୩୯୫, ସେକ୍ଟର ୬ ସିଡିଏ କଟକ ୭୫୩୦୧୪ ପୃଷ୍ଠା : ୩୩୬ ମୂଲ୍ୟ : ୩୦୦ ଆମ ଚାରିପାଖରେ କେତେ ଘଟଣା ଘଟୁଥାଏ । କେତେ ମନେ ରଖିହୁଏ ? କିନ୍ତୁ ଲେଖକଟିଏ ସେଇ ଘଟଣାମାନଙ୍କ ଭିତରୁ…