Latest Odisha News

ପୁସ୍ତକ ପରିଚୟ : ଶ୍ରୀମନ୍ଦିରରେ ଶିଳ୍ପ ସେବା

ଶ୍ରୀମନ୍ଦିରରେ ଶିଳ୍ପ ସେବା ଲେଖକ : ଦେବୀ ପ୍ରସନ୍ନ ନନ୍ଦ ପ୍ରକାଶକ : ପୁରୀ କ୍ରିଏଟିଭ ହ୍ୟାଣ୍ଡିକ୍ରାଫ୍ଟ କୋଅଫରେଟିଭ ସୋସାଇଟି ଲିମିଟେଡ କୁଣ୍ଢେଇବେଣ୍ଟ ସାହି, ପୁରୀ ପୃଷ୍ଠା : ୧୨୪ ମୂଲ୍ୟ : ୧୨୦ ଓଡ଼ିଶା ତଥା ଓଡ଼ିଆ ପ୍ରାଣର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା…

ଭାଷା ପ୍ରତି ଆନ୍ତରିକତା ଓ ମାନବୀୟ ସମ୍ବେଦନା ହିଁ ସାହିତ୍ୟ : ମିରିନା ମହାନ୍ତି

ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ମିରିନା ମହାନ୍ତି । ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏ ଜୀବନର ଦର୍ଶନ । ଅତିସାଧାରଣ ଘଟଣା ଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ଗଳ୍ପର ବିଭବ…

ସରୋଜିନୀ ନାଇଡ଼ୁ

ପ୍ରିୟ କୁନି ପିଲାମାନେ ଆଜି ହେଉଛି ଫେବୃଆରୀ ୧୩ ତାରିଖ । ଅନେକ ବର୍ଷ ପୂର୍ବେ ଆଜିର ଦିନରେ ଜଣେ ମହିୟସୀ ମହିଳା ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ନାଁ ଥିଲା ସରୋଜିନୀ ନାଇଡ଼ୁ । ୧୮୭୯ ମସିହା ଫେବୃଆରୀ ୧୩ ତାରିଖରେ ହାଇଦ୍ରାବାଦରେ  ସରୋଜିନୀ ନାଇଡ଼ୁ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ…

ପୁସ୍ତକ ପରିଚୟ : ଏନ୍ତୁଡ଼ିରୁ ଏପର୍ଯ୍ୟନ୍ତ

ଏନ୍ତୁଡ଼ିରୁ ଏପର୍ଯ୍ୟନ୍ତ ସମ୍ପାଦନା : ତପନ ମହାପାତ୍ର ପ୍ରକାଶକ : ଆଦିତ୍ୟ ଭାରତ ପୃଷ୍ଠା : ୨୧୦ ମୂଲ୍ୟ : ୨୦୦ ଏନ୍ତୁଡ଼ିରୁ ଜୁଇ ଯାଏଁ ଲମ୍ବିଥିବା ତମାମ କାଳଖଣ୍ଡର ନାମ ଜୀବନ। ହସ, ଲୁହ, ସ୍ୱପ୍ନ , ସମ୍ଭାବନା, ଭୁଲ, ଠିକ, ପ୍ରେମ ,ବିରହ ସବୁକୁ ନେଇ ଜୀବନ। କେବେ ଦୁଃଖ ତ କେବେ ସୁଖ ।…

ଭାଷା-ସାହିତ୍ୟ ପ୍ରତି ପ୍ରଗାଢ଼ ଅନୁରକ୍ତି ହିଁ ସର୍ଜନଶୀଳତାର ମୂଳମନ୍ତ୍ର : ସୁସ୍ମିତା ମହାପାତ୍ର

ଓଡ଼ିଆ ସାହିତ୍ୟର ଜଗତର ଅନନ୍ୟ ଶିଳ୍ପୀ ସୁସ୍ମିତା ମହାପାତ୍ର। ଏକାଧାରରେ ଜଣେ କବି , ଗାଳ୍ପିକା , ଔପନ୍ୟାସିକା ଓ ପ୍ରାବନ୍ଧିକା । ସେ ମଧ୍ୟ ରୁଚି ରଖନ୍ତି ଚିତ୍ର ଓ ନୃତ୍ୟକଳାରେ। ଜଣେ ଆଦର୍ଶ ଶିକ୍ଷୟତ୍ରୀ ଭାବରେ ମଧ୍ୟ ତାଙ୍କର ବେଶ ସୁନାମ ରହିଛି। ସୁବୋଧ୍ୟ ବିଜ୍ଞାନ, ଜୀବ ଜଗତର ରହସ୍ୟ,…

ଧାରାବାହିକ ଉପନ୍ୟାସ : ଚୋରାବାଲି (୧)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ଚୋରାବାଲି ଭାଗ : ୧ କାନ୍ଥ ଘଣ୍ଟାକୁ ପନ୍ଦର ମିନିଟ୍‌ରେ ପଚିଶ୍ ଥର ଚାହିଁଲେ, ପନ୍ଦରଟା କ’ଣ ପଇଁଚାଳିଶି ହେଇଯିବ? ପିଠିପଟେ ତକିଆ ଦେଇ, ଖଟ ଉପରେ ଆଉଜି ପଡ଼ିଥିଲା ଆରାଧ୍ୟା । ଭିଡ଼ି ମୋଡି ହେଇ ଅଳସ ଭାଙ୍ଗିଲା । ସମୟ ଯାଉନି କାହିଁକି…

ବିଦ୍ୟାଦାତ୍ରୀ ମା’ ସରସ୍ବତୀ

ପ୍ରିୟ କୁନି ପିଲାମାନେ ଆଜି ହେଉଛି ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ।ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା' ସରସ୍ୱତୀଙ୍କର ପୂଜା ଓ ଆରାଧନା ଏଇ ଦିନ ମୁଖ୍ୟତଃ ଶିକ୍ଷାନୁଷ୍ଠାନରେ କରାଯାଏ । ମାତା ସରସ୍ୱତୀଙ୍କର ଅନ୍ୟ ନାମ ହେଲା ବୀଣା ପୁସ୍ତକ ଧାରିଣୀ,…

କବିତାର ଭାବ ଓ ଗଳ୍ପର ଆବେଗ ହିଁ ଗୋଟିଏ ସାର୍ଥକ ପ୍ରବନ୍ଧ ସୃଷ୍ଟି କରିଥାଏ : ବେଣୁଧର ପାଢ଼ୀ

ସମକାଳୀନ ଓଡ଼ିଆ ସାହିତ୍ୟରେ ଏକ ଶ୍ରସଦ୍ଧ ଉଚ୍ଚାରଣ ବେଣୁଧର ପାଢ଼ୀ । ତାଙ୍କର ପ୍ରତ୍ୟେକ ସୃଷ୍ଟିରେ ଥାଏ ଅନେକ ସାହିତ୍ୟର ଅନେକ ଅନାଲୋଚିତ ଦିଗ ଓ ପୁଣି ତାର ଆଲୋଚନା । କବିତା ଓ ଗଳ୍ପରୁ ତାଙ୍କ ସାହିତ୍ୟିକ ଜୀବନ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରବନ୍ଧ ରଚନାରେ ସେ ସିଦ୍ଧହସ୍ତ । ପ୍ରବନ୍ଧର…

ମହାତ୍ମା ଗାନ୍ଧୀ

ପ୍ରିୟ କୁନି ପିଲାମାନେ ଆଜି ହେଉଛି ଜାନୁଆରୀ ୩୦ ତାରିଖ । ଆଜି ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ତିରୋଧାନ ଦିବସ । ଆଜି ଆମେ ତାଙ୍କ ବିଷୟରେ କିଛି ଜାଣିବା । ମହାତ୍ମା ଗାନ୍ଧୀ ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଗୁଜୁରାଟର ପୋର ବନ୍ଦରଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପୁରା…

ସାହିତ୍ୟରେ କୃତିକୁ ପୁରସ୍କାର ମିଳୁ ବ୍ୟକ୍ତିକୁ ନୁହେଁ : ଅଚ୍ୟୁତାନନ୍ଦ ପତି

" କିଛି ବି ଲେଖିବି ଯେ କ'ଣ ଲେଖିବି ? ମୁଁ ତ ଲେଖା ଛାଡ଼ିଲିଣି । ମୋ ପିଲାମାନଙ୍କୁ କହୁଛି , ଏହା ମୋର ସ୍ନେହ ମଧ୍ୟ । ବାଧ୍ୟ କରୁଛି , ସେମାନେ ଲେଖି ଚାଲନ୍ତୁ । କଲମକୁ ଏତେ ଜୋରଦାର କରନ୍ତୁ ଯେ, ତାଙ୍କ କଲମର କାରସାଦିରେ ମୋ ହାତରୁ କଲମ ଖସିପଡ଼ୁ । ସେଥିରେ ହିଁ ମୋର ଆତ୍ମତୃପ୍ତି । "  …