Latest Odisha News

BREAKING NEWS

ଭାଷା ଭାଗବତ : ପଣ୍ୟ ପୁସ୍ତକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯଂତ୍ର ପରି କଲେ ଲିଖନ ହାତକୁ ଆସିଥାଏ ଧନ ଲକ୍ଷ୍ମୀଂକ ପ୍ରଧାନ ପୂଜକ ବୋଲାଂତି ବିଶିଷ୍ଟ ଲେଖକ କୁଟୀରବାସୀ ହେଲେ କବି ପାରେ ସଂସାର କଥା ଭାବି ଥିଲେ ହେଁ ଅସଂଖ୍ୟ ପ୍ରମାଣ ଲୋକେ କରଂତି ପ୍ରତ୍ୟାଖ୍ୟାନ ଅଭ୍ୟାସ-ଚାଳିତ…

ପଢ଼ିବା ପାଇଁ ଆଗ୍ରହୀ ନହେଲେ ଲେଖିବା ସମ୍ଭବ ନୁହେଁ : ଲିପିକା ମିଶ୍ର

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ଲିପିକା ମିଶ୍ର । ଗଳ୍ପ, କବିତା, ନାଟକ ରଚନା ଓ ଅନୁସୃଜନ ସହ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପା ଯାଇ ପାରେନା । ଅଧ୍ୟାପିକା ଭାବରେ ଛାତ୍ର ଛାତ୍ରୀଙ୍କ ଯେତିକି ପ୍ରିୟ ଜଣେ ସାଙ୍ଗଠିକା…

ଗପ : କେତେ ରୂପରେ ମା’

ପ୍ରସେନଜିତ ସେଠୀ                                                                          ଦଶହରା ସମୟ। ଆଜି ନବମୀ। ଚାରିଆଡ ଉତ୍ସବମୁଖର। ବିଭିନ୍ନ ପ୍ରକାର ଲାଇଟ୍ ରେ ସଜା ହେଇଛି ରାସ୍ତାଘାଟ। ମାଇକ୍ ରେ ଅନେକ ପ୍ରକାର ଗୀତ ବାଜି ଚାରିଆଡ କମ୍ପେଇ ଦେଉଛି। ଶକ୍ତପୀଠ…

ଜୀବନର ସମୀକ୍ଷା ଓ ନାରୀ ହୃଦୟର ସଙ୍ଘର୍ଷ ଉପରେ ମୋ ଲେଖା ପର୍ଯ୍ୟବେଷିତ : ଈପ୍ସିତା ମଧୁମିତା ଦାସ (ଶ୍ରୀୟା)

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଭାଷା ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ । ସାହିତ୍ୟ ସର୍ଜନାରୁ ନିବୃତ ନହୋଇ ସମ୍ପ୍ରତି ଧାତୁ ବିଜ୍ଞାନରେ ପିଏଚ.ଡି ଲାଭ କରିବା ପାଇଁ…

ମହାଳୟା

ହିନ୍ଦୁ ଧର୍ମ ସହ ଅନେକ ରୀତିନୀତି , ପରମ୍ପରା , କିମ୍ବଦନ୍ତୀ ତଥା ପର୍ବପର୍ବାଣୀ ଆଦି କେଉଁ ଅନାଦି କାଳରୁ ଜଡି଼ତ । ପ୍ରତିଟି ପୂଜା ପର୍ବ ସହ ଏକ କାହାଣୀ ବା କିମ୍ବଦନ୍ତୀ ଜଡ଼ିତ ହୋଇଥାଏ । ଧାର୍ମିକ ଭାବନା ସହ ସଂଶ୍ଲିଷ୍ଟ ‘ ମହାଳୟା’ ହିନ୍ଦୁ ଧର୍ମର ଏକ ବିଶେଷ ଦିନ ଭାବରେ ପରିଗଣିତ ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଭାଦ୍ରବ ମାସର ପର୍ବପର୍ବାଣୀ ( ୨ )

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପରମ୍ପରା ଅନୁସାରେ ଭାଦ୍ରବ ମାସରେ ଅନୁଷ୍ଠିତ ହେଉଥିବା କିଛି ପର୍ବପର୍ବାଣୀ ବିଷୟରେ ଆମେ ଜାଣିଲେ । ଏହି ଭାଦ୍ରବ ମାସରେ ସବୁଠାରୁ ଅଧିକ ପର୍ବ ପର୍ବାଣୀ ପାଳିତ…

ଜନ୍ମଭୂମିର ଐହିତ୍ୟ ମୋ ସାହିତ୍ୟ ସର୍ଜନାର ମୂଳ ଉତ୍ସ : କାକଳି ମହାପାତ୍ର

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ କାକଳି ମହାପାତ୍ରଙ୍କ ସହ ‘ସ୍ୱଳ୍ପ ଆଳାପ’…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ବିଶେଷ ନୀତି

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୈନିକ ପୂଜାବିଧି ବିଷୟରେ ବିଶେଷ ଆଲୋଚନା ପରେ, ଏବେ କେବଳ ଜାଣିବା କିଛି ବିଶେଷ ନୀତି ବିଷୟରେ। ଅବଶ୍ୟ ଏଗୁଡ଼ିକ ବିଷୟରେ ପୂର୍ବରୁ କିଛି କିଛି ଆଲୋଚନା ହୋଇ…

ସାହିତ୍ୟ ସର୍ଜନା ମୋ ପାଇଁ ଜୀବନ ବଞ୍ଚିବାର ଶୈଳୀ : ଜ୍ଞାନ ରଞ୍ଜନ କର

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଜ୍ଞାନ ରଞ୍ଜନ କରଙ୍କ ସହ ‘ସ୍ୱଳ୍ପ ଆଳାପ’…

ଭାଷା ଭାଗବତ : ସାହିତ୍ୟେତର ବିଷୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଗବେଷଣାରୁ ପ୍ରାପ୍ତ ଫଳ ଭାଷାକୁ କରେନି ସବଳ ଗବେଷକଂକୁ ମିଳେ ଖ୍ୟାତି ଭାଷା କରେନି ଅଗ୍ରଗତି ସାହିତ୍ୟ ଛଡ଼ା କିଛି ଭିନ୍ନ ନ କଲେ ଏବେ ଅଧ୍ୟୟନ ଭାଷାର ମାନ ହେବ ମ୍ଳାନ କରିହେଉଛି ଅନୁମାନ କଥିତ ଭାଷାକୁ ଉପେକ୍ଷା…