Latest Odisha News

BREAKING NEWS

ଫେସବୁକରେ ପୁଲଓ୍ୱାମା ବିସ୍ଫୋରଣ ଘଟଣାର ସେଲିବ୍ରେସନ ମହଙ୍ଗା, ଛାତ୍ରଙ୍କୁ ୫ ବର୍ଷ ଜେଲ୍

ବେଙ୍ଗାଲୁରୁ : ପୁଲଓ୍ୱାମା ଆତ୍ମଘାତୀ ବିସ୍ଫୋରଣ ମାମଲାକୁ ନେଇ ସେଲିବ୍ରେସନ କରିବା ମହଙ୍ଗା ପଡିଲା । ଏଥିପାଇଁ ବେଙ୍ଗାଲୁରୁର ଜଣେ ଛାତ୍ରଙ୍କୁ ମିଳିଛି ୫ ବର୍ଷ ଜେଲ୍ ଦଣ୍ଡ ଓ ୨୫ହଜାର ଟଙ୍କା ଜରିମାନା । ଜରିମାନା ଅନାଦେୟ ହେଲେ ତାଙ୍କୁ ଆଉ ୬ ମାସ ଅଧିକ ଦଣ୍ଡାଦେଶ ଶୁଣାଇଛନ୍ତି ଏନ୍ଆଇଏର…

ବିଜେପିକୁ କେଜରିଓ୍ୱାଲଙ୍କ ନିଶାନା; ଗୁଜରାଟରେ ତୁଚ୍ଛ ରାଜନୀତି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଯୋଗକୁ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି । ହେଲେ ଗୁଜରାଟରେ ସରକାର ଯୋଗ କ୍ଲାସ ବନ୍ଦ କରିଦେବା ପରେ କ୍ଷୋଭ ପ୍ରକାଶ କରିଛନ୍ତି କେଜରିଓ୍ୱାଲ । ବିଜେପିକୁ କରିଛନ୍ତି ସିଧା ଟାର୍ଗେଟ୍ । କହିଛନ୍ତି, ଗୁଜରାଟରେ ଆପ୍ ସରକାର ଗଠନ ହେଲେ…

କମିଲା କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ

ନୂଆଦିଲ୍ଲୀ : କମିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ । ୧୯ କେଜି ବିଶିଷ୍ଟ ସିଲିଣ୍ଡର ଶସ୍ତା ହେଲା । ସିଲିଣ୍ଡର ପିଛା ୧୧୫ଟଙ୍କା ୫୦ ପଇସା କମିଲା । ଆଜିଠାରୁ ଏହି ଦର ଲାଗୁ ହୋଇଛି ।  ଏହାକୁ ମିଶାଇ ଲଗାତାର ୫ ମାସ ଧରି ଏଲପିଜି ସିଲିଣ୍ଡର ମୂଲ୍ୟ କମିଲାଣି । ତୈଳ କମ୍ପାନୀ ଗୁଡିକ…

ଆହତଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ, ରାତାରାତି ଡାକ୍ତରଖାନାର ରଙ୍ଗ କାମ

ମୋର୍ବି : ଗୁଜରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋର୍ବି ଝୁଲା ପୋଲ ଟ୍ରାଜେଡିର ପୀଡ଼ିତଙ୍କୁ ଭେଟିବେ ମୋଦୀ । ତେଣୁ ସଜେଇ ହେଉଛି ମୋର୍ବିସ୍ଥତି ସରକାରୀ ଡାକ୍ତରଖାନା । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କିପରି ଚାଲିଛି ପ୍ରସ୍ତୁତି । ପୋଲରୁ ଖସି ଆହତଙ୍କୁ ସମବେଦନା…