Latest Odisha News

BREAKING NEWS

BJP MLA :ପ୍ରତିଶ୍ରୁତି ପୂରଣ କରିବା ପରେ ୪ବର୍ଷ ପରେ ଚୁଟି କାଟିଲେ ବିଜେପି ବିଧାୟକ

ମହାରାଷ୍ଟ୍ର: ପ୍ରତିଶ୍ରୁତି ଦେଇଥିଲେ ଲୋକଙ୍କ ସମସ୍ୟାର ସମାଧାନ ନକରିବା ପର୍ଯ୍ୟନ୍ତ ନିଜ କେଶ କାଟିବେ ନାହିଁ । ୪ ବର୍ଷ ତଳେ ନେଇଥିଲେ ଶପଥ ଆଜି କଲେ ଫଳପ୍ରଦ। ମହାରାଷ୍ଟ୍ରର ବରିଷ୍ଠ ବିଜେପି ନେତା ଏବଂ ଘାଟକୋପର ପଶ୍ଚିମ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ରାମ କଦମ ବହୁ ଧୁମଧାମର ସହିତ…

Bharti singh: ପୁଣି ଥରେ ମା’ ହେଲେ କମେଡି କୁଇନ୍ ଭାରତୀ ସିଂହ, ସୁଟିଂ ସେଟରୁ ଗଲେ ହସ୍ପିଟାଲ…

ମୁମ୍ବାଇ: ଘରେ ଘରେ ପରିଚିତ ଥିବା କମେଡି କୁଇନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। କମେଡି କୁଇନ୍ ଭାରତୀ ସିଂହ ଏବଂ ତାଙ୍କ ସ୍ୱାମୀ, ଲେଖକ-ହୋଷ୍ଟ ହର୍ଷ ଲିମ୍ବାଚିୟାଙ୍କ ଦ୍ୱାରଦେଶରେ ପୁଣି ଥରେ ଖୁସି ଆସି ପହଞ୍ଚିଛି। ଏହି ଦମ୍ପତି ସେମାନଙ୍କର…

chai pe charcha:ଏକାଠି ବସି ଶାସକ-ବିରୋଧୀ କଲେ ‘ଚାଏ ପେ ଚର୍ଚ୍ଚା’, ଭାଇରାଲ ହେଉଛି ଫଟୋ…

ନୂଆଦିଲ୍ଲୀ: ଶାସକ ଏବଂ ବିରୋଧୀ ଏକାଠି ବସି କଲେ ଆଲୋଚନା ।  ସଂସଦର ଶୀତକାଳୀନ ଅଧିବେଶନ ଶେଷ ହେବା ପରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଅଧିବେଶନ ଶେଷ ହେବା ପରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ…

Pakistan vs Taliban: ଚିନ୍ତାରେ ପାକିସ୍ତାନ ସରକାର, ଭାରତ ପରେ ଆଫଗାନିସ୍ତାନ ବନ୍ଦ କରିବ ପାଣି

ନୂଆଦିଲ୍ଲୀ : ପାକିସ୍ତାନର ବେଳା ବୁଡ଼ିଲା  । ପାଣି ଟିକିଏ ପାଇଁ ହେବ ଡ଼ହଳବିକଳ । ଗୋଟିଏ ପରେ ଗୋଟିଏ ସଙ୍କଟ ଘେରିଗଲାଣି । ଭାରତ ପରେ ଏବେ ଆଫଗାନିସ୍ତାନ ନେବ ବଦଲା । ଚିନ୍ତାରେ ବୁଡ଼ି ରହିଲେଣି ପାକିସ୍ତାନ ସରକାର ।  ପାକିସ୍ତାନର ଆର୍ଥିକ ସଙ୍କଟ ଦିନକୁ ଦିନ ବଢୁଥିବା ବେଳେ ଏବେ…

‘Border 2’: ବିଜୟ ଦିବସରେ ରିଲିଜ୍ ହେଲା ‘ବର୍ଡର 2’ ଟିଜର

ମୁମ୍ବାଇ: ରିଲିଜ୍ ହେବା ମାତ୍ରେ ହିଟ ହେଲା 'ବର୍ଡର 2' । ରିଲିଜ୍ ହେଲା 'ବର୍ଡର 2'ର ଟିଜର, ଭାବପ୍ରବଣ ହେଲେ ସନି ଦେଓଲ ।ବିଜୟ ଦିବସରେ ଆସିଲା 'ବର୍ଡର 2 ' ଟିଜର । ସନ୍ନି ଦେଓଲଙ୍କ 'ବର୍ଡର ୨' ଟିଜର ରିଲିଜ୍ ହେବା ମାତ୍ରେ ହିଟ୍ ହୋଇଗଲା । ସନ୍ନି ଦେଓଲ ପୁଣିଥରେ ପାକିସ୍ତାନକୁ କଡ଼ା ଜବାବ…

Messi Event Chaos ମେସି ବିଭ୍ରାଟ: ବେଙ୍ଗଲ କ୍ରୀଡ଼ାମନ୍ତ୍ରୀ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ନେଇ କୋଲକାତାରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ପରେ ଏହା ରାଜନୀତିର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ଦୁର୍ଘଟଣା ପରେ ଟିଏମସି- ବିଜେପି ମୁହାଁମୁହିଁ ହେବା ସହିତ ବହୁ ତର୍କ ବିତର୍କ ଲାଗିରହିଛି । ତେବେ ମେସିଙ୍କ…

Vijay Diwas 2025: ଆଜି ଭାରତ ପାଳୁଛି ବିଜୟ ଦିବସ,ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଥିଲା ଭାରତ

ନୂଆଦିଲ୍ଲୀ: ଭାରତ ୧୯୭୧ ଯୁଦ୍ଧରେ ଏହାର ନିର୍ଣ୍ଣାୟକ ବିଜୟକୁ ମନେ ପକାଇ ୫୪ ତମ ବିଜୟ ଦିବସ ପାଳନ କରିଛି । ଆଜି ଭାରତ ପାଳୁଛି ବିଜୟ ଦିବସ । କାରଣ ଏହି ଦିନ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିଲା ଯୁଦ୍ଧ । ଆଉ ଏହି ଯୁଦ୍ଧରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଥିଲା ଭାରତ । ୧୯୭୧ ମସିହା…

Saudi Arabia: ସାଉଦି ଆରବ ମୃତ୍ୟୁଦଣ୍ଡର ରେକର୍ଡ ଭାଙ୍ଗିଲା, ଗୋଟିଏ ବର୍ଷରେ…

ନୂଆଦିଲ୍ଲୀ: ସାଉଦି ଆରବ ଗୋଟିଏ ବର୍ଷ ମଧ୍ୟରେ ମୃତ୍ୟୁଦଣ୍ଡ ପାଇଁ ସବୁଠାରୁ ବିପଜ୍ଜନକ ରେକର୍ଡ ଭାଙ୍ଗିଛି। ଏଏଫପି ଗଣନା ଅନୁଯାୟୀ, ଚଳିତ ବର୍ଷ ଏପର୍ୟ୍ୟନ୍ତ ୩୪୦ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି, ଯାହା ସାଉଦି ଇତିହାସରେ ସର୍ବାଧିକ। ଏହି ସଂଖ୍ୟା ୨୦୨୪ ମସିହାରେ ସ୍ଥାପିତ ରେକର୍ଡକୁ…