Latest Odisha News

BREAKING NEWS

କବିତା : ଚା

ଗଦାଧର ସାହୁ  ବହୁ ଦିନପରେ ଆଜି ବୋଉ ଚା ତିଆରି କରିଛି ତା ପୁଅ ପାଇଁ । ଫୁଙ୍କି ଫୁଙ୍କି ପିଉ ପିଉ ତା ମନରେ ଉଙ୍କି ମାରୁଛି ପଚାଷ ବର୍ଷ ତଳର ଅମାନିଆଁ ପିଲା ଦିନ କଥା । ଦି ଢୋକ ପିଇଦେଇ ବୋଉ ପାଖେ ଅଳି କରୁଛି ଏ ଧଳା ଚା ଚଳିବନି ଆଉ ଥରେ ଚା କରିଦେ ଦୁର୍ଦ୍ଦିନ…

ଆଖି

ଆଖି ଉମାକାନ୍ତ ରାଉତ (ଅରୂପ) ଏବେ ମୋତେ ପଚାରନି ବଳେ ବୁଝିପାରିବ କଲମର ସିନ୍ଧୁ ପରି ବିନ୍ଦୁ ମୂନରେ ମୁଁ ଏ ଯେଉଁ ଆଖି ଆଙ୍କୁଛି ସେ ଆଖିର ଜୀବନ୍ୟାସ ଦିନ ଦେଖିବ ସେ ଆଖିର ପୁଅଡୋଳା ସକାଳର ସୂର୍ଯ୍ୟ ଆଉ ଆକ୍ଷିପତା ଦୂର ଦିଗବଳୟ । ଧର୍ମର ଦେବତା ଭଳି ସେ ଆଖିର ପଲକ ଓ ଜୀବନ୍ୟାସ…